ଜାଣନ୍ତୁ ଓଡ଼ିଶାର କେତୋଟି ସାମଗ୍ରୀ ପାଇଛନ୍ତି ଜିଆଇ ମାନ୍ୟତା

<p>ଭୁବନେଶ୍ୱର: ଓଡ଼ିଶାର ୧୫ଟି ସାମଗ୍ରୀକୁ ପୂର୍ବରୁ ମିଳିଛି&nbsp; ଜିଆଇ ମାନ୍ୟତା। ବିଧାନସଭାରେ ଗତକାଲି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି,&ldquo; ୨୦୦୫-୦୬ରୁ ୨୦୧୩-୧୪ ମଧ୍ୟରେ ବିଭିନ୍ନ ସାମଗ୍ରୀ ଜିଆଇ ମାନ୍ୟତା ପାଇଛନ୍ତି। ୨୦୦୫ରେ କୋଟପାଡ଼ ହ୍ୟାଣ୍ଡଲୁମ୍ ଫେବରିକକୁ ପ୍ରଥମେ ଜିଆଇ ମାନ୍ୟତା ମିଳିଥିଲା। ପରେ କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟଚିତ୍ର, ପିପିଲିର ଚାନ୍ଦୁଆ, ଖଣ୍ଡୁଆ ଶାଢ଼ି, ଗୋପାଳପୁର&nbsp; ଟସର, ସମ୍ବଲପୁର ବନ୍ଧା ଶାଢି, ବମକେଇ ଶାଢି, ବ୍ରହ୍ମପୁର ପାଟ ଏବଂ ଓଡ଼ିଶା ପଟଚିତ୍ର ଲୋଗ ରହିଛି।&rdquo;</p> <p>ସେ ଆହୁରି କହିଛନ୍ତି,&ldquo; ରସଗୋଲାର ଜିଆଇ ମାନ୍ୟତା ପାଇଁ ଓଡ଼ିଶା ସରକାର ଆବେଦନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମ୍ଏସ୍ଏମଇ ବିଭାଗ ସଂପୃକ୍ତ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ କରି ତଥ୍ୟ ସଂଗ୍ରହ କରୁଛି।&rdquo;</p>

Ordigital Desk
  • Published: Friday, 15 December 2017
  • Updated: 15 December 2017, 09:46 AM IST

Sports

Latest News

<p>ଭୁବନେଶ୍ୱର: ଓଡ଼ିଶାର ୧୫ଟି ସାମଗ୍ରୀକୁ ପୂର୍ବରୁ ମିଳିଛି&nbsp; ଜିଆଇ ମାନ୍ୟତା। ବିଧାନସଭାରେ ଗତକାଲି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି,&ldquo; ୨୦୦୫-୦୬ରୁ ୨୦୧୩-୧୪ ମଧ୍ୟରେ ବିଭିନ୍ନ ସାମଗ୍ରୀ ଜିଆଇ ମାନ୍ୟତା ପାଇଛନ୍ତି। ୨୦୦୫ରେ କୋଟପାଡ଼ ହ୍ୟାଣ୍ଡଲୁମ୍ ଫେବରିକକୁ ପ୍ରଥମେ ଜିଆଇ ମାନ୍ୟତା ମିଳିଥିଲା। ପରେ କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟଚିତ୍ର, ପିପିଲିର ଚାନ୍ଦୁଆ, ଖଣ୍ଡୁଆ ଶାଢ଼ି, ଗୋପାଳପୁର&nbsp; ଟସର, ସମ୍ବଲପୁର ବନ୍ଧା ଶାଢି, ବମକେଇ ଶାଢି, ବ୍ରହ୍ମପୁର ପାଟ ଏବଂ ଓଡ଼ିଶା ପଟଚିତ୍ର ଲୋଗ ରହିଛି।&rdquo;</p><p>ସେ ଆହୁରି କହିଛନ୍ତି,&ldquo; ରସଗୋଲାର ଜିଆଇ ମାନ୍ୟତା ପାଇଁ ଓଡ଼ିଶା ସରକାର ଆବେଦନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମ୍ଏସ୍ଏମଇ ବିଭାଗ ସଂପୃକ୍ତ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ କରି ତଥ୍ୟ ସଂଗ୍ରହ କରୁଛି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos