ବିଧାନସଭାରେ କିଏ ବସିବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭା ଆସନ୍ତାକାଲିଠୁ ଆରମ୍ଭ ହେଉଛି । ଗୃହରେ କିଏ କେଉଁଠି ବସିବେ ସେ ନେଇ ଆଜି ବିଧାନସଭା ପକ୍ଷରୁ ସିଟ୍ ବ୍ୟବସ୍ଥା ହୋଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚିରାଚରିତ ସ୍ଥାନ(ବି ବ୍ଲକର ପ୍ରଥମ ସିଟ୍ )ରେ ବସିବାର ଥିବାବେଳେ ତାଙ୍କର ଠିକ୍ ଡାହାଣ ପାଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତାଙ୍କ ଡାହାଣ ପାଖକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସିବେ। ବି ବ୍ଲକର […]

assembly

assembly

Manoranjan Sial
  • Published: Monday, 24 June 2019
  • Updated: 24 June 2019, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭା ଆସନ୍ତାକାଲିଠୁ ଆରମ୍ଭ ହେଉଛି । ଗୃହରେ କିଏ କେଉଁଠି ବସିବେ ସେ ନେଇ ଆଜି ବିଧାନସଭା ପକ୍ଷରୁ ସିଟ୍ ବ୍ୟବସ୍ଥା ହୋଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚିରାଚରିତ ସ୍ଥାନ(ବି ବ୍ଲକର ପ୍ରଥମ ସିଟ୍ )ରେ ବସିବାର ଥିବାବେଳେ ତାଙ୍କର ଠିକ୍ ଡାହାଣ ପାଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତାଙ୍କ ଡାହାଣ ପାଖକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସିବେ। ବି ବ୍ଲକର ଦ୍ୱିତୀୟ ଧାଡ଼ି ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ପଛପଟ ଧାଡ଼ିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, ତୁଷାରକାନ୍ତି ବେହେରା, ଅଶୋକ ପଣ୍ଡା ବସିବେ। ସେମାନଙ୍କ ପଛକୁ ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ମୁଦୁଲି, ପ୍ରମୋଦ ମଲ୍ଲିକ,ଅତନୁ ସବ୍ୟସାଚୀ, ବ୍ୟୋମକେଶ ରାୟ ବସିବେ।

ସେହିପରି ‘ଜି’ ବ୍ଲକର ୪ ନମ୍ବର ଆସନଟି ବିରୋଧୀ ଦଳ ନେତାଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରଥମଥର ପାଇଁ ବିଜେପି ଗୃହରେ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଏହି ଆସନ ମିଳିବ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତଥର ‘ଏଫ’ ବ୍ଲକର ୨ନମ୍ବର ସିଟରେ ବସିବାର ସୁଯୋଗ ମିଳିବ। ସେହି ବ୍ଲକର ୧ ନମ୍ବର ସିଟରେ ପ୍ରଦୀପ ଅମାତ୍ ଓ ୩ ନମ୍ବର ସିଟରେ ପ୍ରଦୀପ ମହାରଥୀ ବସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story