ସ୍ୱାମୀ ମାନିଲାନି କଥା, ଜୀବନ ହାରିଲା ସ୍ତ୍ରୀ

ବଣାଇ(ରଣଜିତ ଚୌଧୁରୀ): ସଂସାର ଉଜାଡ଼ି ଦେଲା ମଦ । ଦିନ ମଜୁରୀ ଲାଗୁଥିବା ସ୍ୱାମୀ ସନ୍ଧ୍ୟାରେ ମଦ ପିଇ ଆସି ଘରେ ସୃଷ୍ଟି କରୁଥିଲା ଅଶାନ୍ତି। ମଦରେ ସ୍ୱାମୀ ସବୁ ଟଙ୍କା ଉଡ଼ାଉଥିବା ବେଳେ ୩ ଛୁଆଙ୍କ ମୁହଁରେ ଦାନା ଦେଇପାରୁ ନ ଥିଲା ମା’ । ମଦ ପିଇବାକୁ ବାରମ୍ବାର ସ୍ୱାମୀକୁ ଆକଟ କରିବା ସତ୍ତ୍ୱେ ଶୁଣିଲାନି ସ୍ୱାମୀ।  ଶେଷରେ ନିଜ ଜୀବନ ହାରିଦେଲା ସ୍ତ୍ରୀ ।  ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା କୋଇଡା […]

holding hands

holding hands

Niharika Rout
  • Published: Friday, 03 December 2021
  • Updated: 03 December 2021, 11:01 AM IST

Sports

Latest News

ବଣାଇ(ରଣଜିତ ଚୌଧୁରୀ): ସଂସାର ଉଜାଡ଼ି ଦେଲା ମଦ । ଦିନ ମଜୁରୀ ଲାଗୁଥିବା ସ୍ୱାମୀ ସନ୍ଧ୍ୟାରେ ମଦ ପିଇ ଆସି ଘରେ ସୃଷ୍ଟି କରୁଥିଲା ଅଶାନ୍ତି। ମଦରେ ସ୍ୱାମୀ ସବୁ ଟଙ୍କା ଉଡ଼ାଉଥିବା ବେଳେ ୩ ଛୁଆଙ୍କ ମୁହଁରେ ଦାନା ଦେଇପାରୁ ନ ଥିଲା ମା’ । ମଦ ପିଇବାକୁ ବାରମ୍ବାର ସ୍ୱାମୀକୁ ଆକଟ କରିବା ସତ୍ତ୍ୱେ ଶୁଣିଲାନି ସ୍ୱାମୀ।  ଶେଷରେ ନିଜ ଜୀବନ ହାରିଦେଲା ସ୍ତ୍ରୀ ।  ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ବର୍ଷଡା ଗ୍ରାମରେ ଘଟିଛି।  ମୃତା ମହିଳା ହେଲେ ସନିବାରୀ ମୁଣ୍ଡା ।

ସୂଚନାଯୋଗ୍ୟ, ବର୍ଷଡା ଗ୍ରାମରେ ସ୍ୱାମୀ ଭାଗ୍ୟ ମୁଣ୍ଡା ଓ ୩ ଛୁଆଙ୍କୁ ନେଇ ସଂସାର କରିଥିଲେ ସନିବାରୀ  । ସ୍ୱାମୀ ଦିନ ମଜୁରୀ ଲାଗି ଯାହା ଆଣୁଥିଲେ, ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲା ସଂସାର।  ହେଲେ ସ୍ୱାମୀ ପ୍ରତିଦିନ ମଦ ପିଇ ଆସି ଘରେ ମାରପିଟ କରୁଥିବାରୁ ଏହା ଧିରେ ଧିରେ ଅସହ୍ୟ ହେବାକୁ ଲାଗିଲା। ୩ ଛୁଆଙ୍କ ମୁହଁରେ ଦାନା ଦେବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ସ୍ୱାମୀଙ୍କ ଉନ୍ମତ କାଣ୍ଡକୁ ସହିପାରୁ ନ ଥିଲେ ସନିବାରୀ ।

ମଦ ପିଇବା ପାଇଁ ସ୍ୱାମୀ ଙ୍କୁ ମନା କରିବାରୁ  ପାରିବାରିକ କଳହ ହୋଇଥିଲା ।   ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ସନିବାରୀ ଗତକାଲି ଘରଠାରୁ କିଛି ଦୂରରେ ଏକ  ଗଛରେ ଆତ୍ମହତ୍ୟା କରିଥିଲେ। ଭାଗ୍ୟ ମୁଣ୍ଡା କାମ ସାରି ଘରକୁ ଫେରିବା ବେଳକୁ ସନିବାରୀଙ୍କୁ ପାଇ ନ ଥିଲେ । ଏହାପରେ ଆଖପାଖରେ ଖୋଜାଖୋଜି କରିବା ପରେ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ।

ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରି ଶବ ଉଦ୍ଧାର କରିଥିବା ବେଳେ ଭାଗ୍ୟ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପଟେ  ସନିବାରୀଙ୍କ ମୃତ୍ୟୁ ପରେ ତାଙ୍କ ୩ ଛୁଆ  ଅସହାୟ ହୋଇ ପଡିଛନ୍ତି । ସ୍ଥାନୀୟ ପ୍ରଶାସନ ଶୀଘ୍ର ଶିଶୁଙ୍କୁ  ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story