ଟିକା ନ ନେଇ ମିଳିଲା ପ୍ରମାଣପତ୍ର: ବରଗଡ଼ ମହିଳାଙ୍କୁ ଉତ୍ତରପ୍ରଦେଶରୁ ମିଳିଲା ସାର୍ଟିଫିକେଟ

ବରଗଡ଼(ଦୀପକ ଶର୍ମା): ୨ ଦିନ ପୂର୍ବେ ଟିକାକଣର କ୍ଷେତ୍ରରେ ବିରଳ କିର୍ତ୍ତୀମାନ ସ୍ଥାପନ କରିଛି ଭାରତ । ମାତ୍ର ୯ ମାସରେ ଭାରତ ଟିକାକରଣ କ୍ଷେତ୍ରରେ ମ୍ୟାଜିକ୍‌ ନମ୍ବର ୧୦୦ କୋଟି ପାର୍‌ କରି ସାରିଛି। ଏହି ମଉକାକୁ ହାତ ଛଡ଼ା ନ କରି ସମଗ୍ର ଦେଶ ଖୁସି ମନାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାହାବା ଦେଇଥିଲେ ଖୋଦ ପ୍ରଧାନମନ୍ତ୍ରୀ। ହେଲେ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଏହି ଖୁସି ପାଣି […]

Vaccine

Vaccine

Niharika Rout
  • Published: Saturday, 23 October 2021
  • Updated: 23 October 2021, 07:55 AM IST

Sports

Latest News

ବରଗଡ଼(ଦୀପକ ଶର୍ମା): ୨ ଦିନ ପୂର୍ବେ ଟିକାକଣର କ୍ଷେତ୍ରରେ ବିରଳ କିର୍ତ୍ତୀମାନ ସ୍ଥାପନ କରିଛି ଭାରତ । ମାତ୍ର ୯ ମାସରେ ଭାରତ ଟିକାକରଣ କ୍ଷେତ୍ରରେ ମ୍ୟାଜିକ୍‌ ନମ୍ବର ୧୦୦ କୋଟି ପାର୍‌ କରି ସାରିଛି। ଏହି ମଉକାକୁ ହାତ ଛଡ଼ା ନ କରି ସମଗ୍ର ଦେଶ ଖୁସି ମନାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାହାବା ଦେଇଥିଲେ ଖୋଦ ପ୍ରଧାନମନ୍ତ୍ରୀ।

ହେଲେ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯିବ । କରୋନା ଟିକା ନ ନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର । ବରଗଡ଼ରେ ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳାଜଣକ କେବେ   ଉତ୍ତରପ୍ରଦେଶ ଯାଇ ନ ଥିବା ବେଳେ ତାଙ୍କୁ ମିଳିଛି ସେଠାକାର ପ୍ରମାଣପତ୍ର। ଏହାଦେଖି ମହିଳାଜଣକ ମୁଣ୍ଡରେ ହାତ ଦେଇଥିବା ବେଳେ ଭୁଲ୍‌କୁ ସୁଧାରି ତାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସୂଚନା ଅନୁଯାୟୀ, ବରଗଡ ସହରରେ ରହୁଥିବା ଯଶୋବନ୍ତୀ ସାହୁ ନାମ୍ନୀ ମହିଳା ପ୍ରଥମ ଡୋଜ ଟିକା ନେବା ପାଇଁ କୋ-ୱିନ୍ ପୋର୍ଟାଲରେ ଆବେଦନ କରିଥିଲେ । ତାଙ୍କୁ ବରଗଡ ସହର ନିକଟସ୍ଥ କଟାପାଲି ହାଇସ୍କୁଲ ଟିକା କେନ୍ଦ୍ରରେ ଗତ ଜୁଲାଇ ୨୬ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଟିକା ନେବା ପାଇଁ ଅନୁମତି ମିଳିଥିଲା ।

ମାତ୍ର ଜୁଲାଇ ୨୬ରେ ଜ୍ୱର ହେବାରୁ ସେ କରୋନା ଟିକା ନେଇପାରି ନ ଥିଲେ ।  ଜ୍ୱରରୁ ଭଲ ହେବା ପରେ ପୁଣି ଥରେ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିଥିଲେ । ମାତ୍ର ସେତେବେଳେ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା । ମେସେଜରେ ଯଶୋବନ୍ତୀ କରୋନା ଟିକାର ପ୍ରଥମ ଡୋଜ ନେଇଥିବା ସାର୍ଟିଫିକେଟ ଥିଲା ।

ସେପ୍ଟେମ୍ବର ୧୭ତାରିଖରେ ଯଶୋବନ୍ତୀ ଉତ୍ତରପ୍ରଦେଶ ମହାରାଜାଗଞ୍ଜରେ ଟିକା ନେଇଥିବା ସାର୍ଟିଫିକେଟରେ ଉଲ୍ଲେଖ ଥିଲା । ତେବେ ଯଶୋବନ୍ତୀ କେବେ ଉତ୍ତରପ୍ରଦେଶ ଯାଇନଥିବା ବେଳେ କିଭଳି ସାର୍ଟିଫିକେଟ ତାଙ୍କ ନାଁରେ ଆସିଲା, ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ପୋର୍ଟାଲରେ ତ୍ରୁଟି ଥାଇପାରେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ପ୍ରମାଣପତ୍ରକୁ ଭୁଲ ଦର୍ଶାଇ ତାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story