ପ୍ରେମିକଙ୍କ ସହ ଫେରାର ବେଳେ ପହଞ୍ଚିଗଲେ ସ୍ୱାମୀ, ଆଉ ତା’ପରେ

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀ ପସନ୍ଦ ନ ହେବାରୁ ପ୍ରେମିକଙ୍କ ସହ ଯିବା ବେଳେ ଆକ୍ରମଣ। ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି।  ଏ ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀ ତରଙ୍ଗ ଥାନା ମାଣ୍ଡିଆକୁଦର […]

43213

43213

Tapas Behera
  • Published: Monday, 02 December 2019
  • Updated: 02 December 2019, 06:20 PM IST

Sports

Latest News

ରାଉରକେଲା:(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀ ପସନ୍ଦ ନ ହେବାରୁ ପ୍ରେମିକଙ୍କ ସହ ଯିବା ବେଳେ ଆକ୍ରମଣ। ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି।  ଏ ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀ ତରଙ୍ଗ ଥାନା ମାଣ୍ଡିଆକୁଦର ଜମ୍ବୁ ଓରାମଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ପସନ୍ଦ ନ ହେବାରୁ ୨ ମାସ ତଳେ ନିଜର ପୂର୍ବତନ ପ୍ରେମିକ ସହ ଫେରାର ହେବାକୁ ଚେଷ୍ଟା କରିଥିଲେ। ରାଉରକେଲା ବସଷ୍ଟାଣ୍ଡରେ ପଳେଇବାକୁ ବସିଥିବା ବେଳେ ଶ୍ୱଶୁର ଘର ଲୋକ ପ୍ରେମିକ ଏବଂ ବୋହୂଙ୍କୁ ବସଷ୍ଟାଣ୍ଡରୁ ଉଠାଇ ନେଇ ହାତ  ଗୋଡ ବାନ୍ଧି କଙ୍ଗାରୁ କୋର୍ଟ କରି ନିର୍ଧୁମ ବାଡେଇ ଥିଲେ । ଏହାର ଭିଡିଓ ଭାଇରାଲ କରିଥିଲେ।

ଏପରିକି ବାହାଘର ଖର୍ଚ୍ଚ ଭରଣା ବାବଦରେ ଦେଢ଼ ଲକ୍ଷ ଟଙ୍କା ଦେବାକୁ କଂଗାରୁ କୋର୍ଟରେ ନିଷ୍ପତ୍ତି ପରେ ଦୁହିଁଙ୍କୁ ଛାଡ଼ି ଥିଲେ । ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଦେଇଥିବାବେଳେ ପରେ ଲକ୍ଷେ ଟଙ୍କା ଦେବାକୁ ପ୍ରେମିକଙ୍କ ପରିବାର ଲୋକେ କହିଥିଲେ। ହେଲେ ଟଙ୍କା ଦେଇ ନ ପାରିବାରୁ ଦୁହିଁଙ୍କୁ ନିର୍ଯାତନା ଦେଉଥିବା ନେଇ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story