୨୦ ହଜାର ଟଙ୍କାରେ ଛୁଆକୁ ବିକିଦେଲା ମାଆ!

ବାଲେଶ୍ୱର(ରଞ୍ଜିତ ପାକଳ): ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି। ବାଲେଶ୍ୱର ଟାଉନ୍‌ ଦର୍ଘା ମଇଦାନରେ ରୁହନ୍ତି ପାପା(ଛଦ୍ମନାମ)। ତାଙ୍କ ପରିବାର କହିଲେ ପାପା, ତାଙ୍କ ସ୍ତ୍ରୀ ଓ ୭ ପିଲା। କାମ-ଦାମ କରି ଚଳନ୍ତି ପୂରା ପରିବାର। ୭ ଦିନ ତଳେ […]

balsore

balsore

Manoranjan Sial
  • Published: Friday, 13 September 2019
  • Updated: 13 September 2019, 08:20 PM IST

Sports

Latest News

ବାଲେଶ୍ୱର(ରଞ୍ଜିତ ପାକଳ): ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି।

ବାଲେଶ୍ୱର ଟାଉନ୍‌ ଦର୍ଘା ମଇଦାନରେ ରୁହନ୍ତି ପାପା(ଛଦ୍ମନାମ)। ତାଙ୍କ ପରିବାର କହିଲେ ପାପା, ତାଙ୍କ ସ୍ତ୍ରୀ ଓ ୭ ପିଲା। କାମ-ଦାମ କରି ଚଳନ୍ତି ପୂରା ପରିବାର। ୭ ଦିନ ତଳେ ପାପାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଦାରିଦ୍ର୍ୟ କାରଣରୁ ସେ ନିଜର ନବଜାତ ଶିଶୁକୁ ୨୦ ହଜାର ଟଙ୍କାରେ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ଏପରି କାର୍ଯ୍ୟକୁ ତାଙ୍କ ପରିବାରର ଅନ୍ୟ ଲୋକେ ଓ ପଡ଼ୋଶୀ ବିରୋଧ କରିଥିଲେ। ଯାହା ଫଳରେ ପିଲା ନେବାକୁ ଚାହୁଁଥିବା ବ୍ୟକ୍ତି ଜଣକ ନବଜାତ ଶିଶୁଟିକୁ ନେଇପାରୁ ନ ଥିଲେ। ଆଜି ଘରେ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ୨୦ ହଜାର ଟଙ୍କା ଦେଇ ପିଲା ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ହୋହଲ୍ଲା ହୋଇଥିଲା। ପରେ ଖବର ଗଣମାଧ୍ୟମକୁ ଆସିଥିଲା।

ଅନ୍ୟପକ୍ଷରେ ଗରିବୀ ପାଇଁ ବିକ୍ରି କରିଥିବା ପିଲା ମାଆ ସ୍ୱୀକାର କରିଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story