ରାଜଧାନୀ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକୁଟିଆ ଥିବା ମହିଳାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏପରିକି ବିଧା, ଗୋଇଠା, ମାରି ତଳେ ପକାଇ ଦେବା ପରେ ବି ମନ ଶାନ୍ତି ହୋଇ ନ ଥିଲା। ପ୍ରାୟ ୫ରୁ ଅଧିକ ଦୁର୍ବୃତ୍ତ ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଏପରି କାଣ୍ଡ ଘଟାଉଥିବା ବେଳେ ଉପସ୍ଥିତ ଲୋକେ ସାଜିଥିଲେ ଦେଖଣାହାରୀ। ମହିଳାଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଥିଲେ। ହେଲେ ଫୋନ୍ କରିବା ସତ୍ତ୍ୱେ ପୁଲିସ୍‌ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ […]

ledy-3

ledy-3

Niharika Rout
  • Published: Wednesday, 11 March 2020
  • Updated: 11 March 2020, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକୁଟିଆ ଥିବା ମହିଳାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏପରିକି ବିଧା, ଗୋଇଠା, ମାରି ତଳେ ପକାଇ ଦେବା ପରେ ବି ମନ ଶାନ୍ତି ହୋଇ ନ ଥିଲା। ପ୍ରାୟ ୫ରୁ ଅଧିକ ଦୁର୍ବୃତ୍ତ ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଏପରି କାଣ୍ଡ ଘଟାଉଥିବା ବେଳେ ଉପସ୍ଥିତ ଲୋକେ ସାଜିଥିଲେ ଦେଖଣାହାରୀ। ମହିଳାଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଥିଲେ। ହେଲେ ଫୋନ୍ କରିବା ସତ୍ତ୍ୱେ ପୁଲିସ୍‌ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ମହିଳାଜଣକ।

ଏପରି ଲଜ୍ଜାଜନକ ଘଟଣା କୌଣସି ଦୁର୍ଗମ କି ଉପାନ୍ତ ଅଞ୍ଚଳ ନୁହେଁ ଗତକାଲି ଦିନ ଦ୍ୱିପ୍ରହରରେ ରାଜଧାନୀ ରାସ୍ତାରେ ଘଟିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।

ଭୁବନେଶ୍ୱର ବିନ୍ଦୁସାଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଜମି ବିବାଦକୁ ନେଇ ୫ରୁ ଅଧିକ ଯୁବକ ମହିଳାଙ୍କୁ ପିଟିଥିଲେ। ମାଡ଼ରୁ ବର୍ତ୍ତିବା ପାଇଁ ମହିଳାଜଣକ ବିକଳରେ ଦୌଡ଼ି ଦୌଡ଼ି ଘର ଭିତରକୁ ପଶି ଯାଇଥିଲେ। ଏନେଇ ମହିଳାଜଣକ ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି।

ଭୁବନେଶ୍ୱରରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ କହିଛନ୍ତି, “କାଲି ପୁଅକୁ ଟ୍ୟୁସନ୍‌ ନେଇଥିଲି। ଘର ଉପରକୁ ୧୦ରୁ ଅଧିକ ଯୁବକ ଢେଲା ପଥର ମାଡ଼ କରୁଥିବା ଖବର ପାଇଲି। ସେଠାରୁ ଫେରି ସେମାନଙ୍କୁ ପଚାରିବାରୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏମିତିକି ରାସ୍ତାରେ ଯାଉଥିବା ଲୋକ ବି ସେମାନଙ୍କୁ ରୋକି ନଥିଲେ। କେହି ଜଣେ ହେଲେ ବି ମୋତେ ସାହାଯ୍ୟ କରିବାକୁ ଆସିନଥିଲେ। ମାଡ଼ ଖାଇ ପୁଲିସ୍‌କୁ ଫୋନ୍ କରିଥିଲି, ପୁଲିସ୍‌ ଘଣ୍ଟେ ପରେ ପହଞ୍ଚିଲା।  ମୋ କଥା ନ ବୁଝି ଓଲଟି ମାଡ଼ ମାରିଥିବା ପିଲାଙ୍କୁ ଭେଟି ପଳାଇଥିଲା। ପୁଲିସ୍‌ କିଛି ସାହାଯ୍ୟ କରୁନି, ମୋ ପରିବାର ପୂରା ଅସୁରକ୍ଷିତ।”

ମହିଳାଙ୍କ ସୁରକ୍ଷା ନେଇ କମିଶନରେଟ ପୁଲିସ୍‌ ଡିଣ୍ଡିମ ପିଟୁଥିବା ବେଳେ ରାଜଧାନୀରେ ମହିଳା କେତେ ସୁରକ୍ଷିତ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story