ଭାତ ନେଇ ବିଲକୁ ଯାଉଥିଲେ ଯୁବତୀ, ପେଟ୍ରୋଲ ଢ଼ାଳିଦେଲେ ବିଫଳ ପ୍ରେମିକ

ବାସୁଦେବପୁର(କୀର୍ତ୍ତି ଦାସ): ବିଫଳ ପ୍ରେମିକର ଉନ୍ନତ୍ତ କାଣ୍ଡ। ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ। ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଉଦ୍‌ବେଗ ଜନକ ଥିବାରୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ସିଦ୍ଧାର୍ଥ ମଲ୍ଲିକ୍। ବାସୁଦେବପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ […]

bls

bls

Jyoshna Pradhan
  • Published: Thursday, 22 August 2019
  • Updated: 22 August 2019, 08:30 AM IST

Sports

Latest News

ବାସୁଦେବପୁର(କୀର୍ତ୍ତି ଦାସ): ବିଫଳ ପ୍ରେମିକର ଉନ୍ନତ୍ତ କାଣ୍ଡ। ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ। ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଉଦ୍‌ବେଗ ଜନକ ଥିବାରୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ସିଦ୍ଧାର୍ଥ ମଲ୍ଲିକ୍।

ବାସୁଦେବପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ ପଡ଼ୋଶୀ ସିଦ୍ଧାର୍ଥ ପ୍ରେମ ନିବେଦନ କରିଆସୁଥିଲେ। ହେଲେ ଗତକାଲି ଯୁବତୀଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ। ଏଥିପାଇଁ ଯୁବତୀ ଜଣକ ଭାତ ନେଇ ବିଲକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ଯୁବତୀଙ୍କୁ ଡାକି ବିବାହ ପାଇଁ  ନିବେଦନ କରିଥିଲେ। ଏଥିରେ ଯୁବତୀ ଅରାଜି ହେବାରୁ  ଯୁବକ  ଜଣକ ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ତାଙ୍କ ଉପରେ ନିଆଁ ଲଗାଇଦେଇଥିଲା।

ଏନେଇ ପୁଲିସ୍‌ ଖବର ପାଇ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story