ଧାର ଟଙ୍କା ମାଗିଲେ ବୋଲି ଜୀଅନ୍ତା ଜାଳିଦେଲେ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଧନିଆପଡ଼ାରେ ଗାଁରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ। ମୃତ ମହିଳା ଶୁଭଦ୍ରା ବେହେରାଙ୍କ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଶୁଭଦ୍ରାଙ୍କଠାରୁ ଗାଁର ବିଶ୍ୱଜିତ୍ ସ୍ୱାଇଁ ଟଙ୍କା ଧାର ନେଇଥିଲେ। ଗତ ରାତିରେ ଶୁଭଦ୍ରା ଟଙ୍କା ମାଗିବାକୁ ଯାଇଥିବା ବେଳେ ବିଶ୍ୱଜିତ୍ ଓ ପରିବାର ଲୋକେ ମାରଧର ପରେ କିରାସିନ୍ ଢାଳି ନିଆଁ ଲଗାଇ […]

3210

3210

Tapas Behera
  • Published: Tuesday, 03 December 2019
  • Updated: 03 December 2019, 09:31 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଧନିଆପଡ଼ାରେ ଗାଁରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ। ମୃତ ମହିଳା ଶୁଭଦ୍ରା ବେହେରାଙ୍କ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଶୁଭଦ୍ରାଙ୍କଠାରୁ ଗାଁର ବିଶ୍ୱଜିତ୍ ସ୍ୱାଇଁ ଟଙ୍କା ଧାର ନେଇଥିଲେ।

ଗତ ରାତିରେ ଶୁଭଦ୍ରା ଟଙ୍କା ମାଗିବାକୁ ଯାଇଥିବା ବେଳେ ବିଶ୍ୱଜିତ୍ ଓ ପରିବାର ଲୋକେ ମାରଧର ପରେ କିରାସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଶୁଭଦ୍ରାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ବିଶ୍ୱଜିତ ଓ ତାଙ୍କ ପରିବାର ସଦସ୍ୟ ଫେରାର ଅଛନ୍ତି।  ଘଟଣା ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story