ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ତୁଳାବତୀ ସାନ୍ତା। ପୁଲିସ୍ ଅଭିଯୁକ୍ତ ରାଧେ ସାନ୍ତାକୁ ଅଟକ ରଖି ପଚରାଉଚରା କରୁଛି।  ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଧେର ଭାଇ ଦାନୁ ସାନ୍ତା ଫେରାର ହୋଇ ଯାଇଛି। ଅଭିଯୋଗ ଅନୁସାରେ, ତୁଳାବତୀ ଗୁଣି ଗାରେଡ଼ି କରୁଥିବା ଦାନୁ ଓ ରାଧେ […]

deadbody

deadbody

Tapaswini Nayak
  • Published: Wednesday, 30 October 2019
  • Updated: 30 October 2019, 02:51 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ତୁଳାବତୀ ସାନ୍ତା। ପୁଲିସ୍ ଅଭିଯୁକ୍ତ ରାଧେ ସାନ୍ତାକୁ ଅଟକ ରଖି ପଚରାଉଚରା କରୁଛି।  ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଧେର ଭାଇ ଦାନୁ ସାନ୍ତା ଫେରାର ହୋଇ ଯାଇଛି।

ଅଭିଯୋଗ ଅନୁସାରେ, ତୁଳାବତୀ ଗୁଣି ଗାରେଡ଼ି କରୁଥିବା ଦାନୁ ଓ ରାଧେ ବହୁ ଦିନରୁ ସନ୍ଦେହ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ମହିଳାଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଦୁଇ ଭାଇ ତାଙ୍କୁ ଘରୁ ଟାଣି ଆଣି କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ। ଏନେଇ ମୃତ ମହିଳାଙ୍କ ଝିଅ ଓ ଜ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story