ମାଆ, ଝିଅଙ୍କୁ ୪୦ ଦିନ ବନ୍ଦୀ ରଖି କଣ କରୁଥିଲେ ଖବରଦାତା? ଏସ୍‌ପିଙ୍କ ପାଖରେ ପହଞ୍ଚିଲା ଅଡିଓ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଖବର ଶିରୋନାମାରେ ଖବରଦାତା। କୌଣସି ଭଲ ଖବର ପାଇଁ ନୁହେଁ, ବରଂ ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଖବରଦାତା ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଖବରଦାତା ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ […]

kk

kk

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 05:46 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଖବର ଶିରୋନାମାରେ ଖବରଦାତା। କୌଣସି ଭଲ ଖବର ପାଇଁ ନୁହେଁ, ବରଂ ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଖବରଦାତା ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଖବରଦାତା ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସାରନଗରୀରେ ଥିବା ଏକ ଔଷଧ ଦୋକାନୀଙ୍କ ପତ୍ନୀ ମାଧବୀ(ଛଦ୍ମନାମ) ତିନି ମାସ ତଳେ ରାସନ୍‌କାର୍ଡ଼ ସଂଶୋଧନ କରିବା ପାଇଁ ପଞ୍ଚାୟତ ଅଫିସ୍‌ ଯାଇଥିଲେ। ସେଠାରୁ ଘରକୁ ଚାଲି ଚାଲି ଫେରୁଥିବା ବେଳେ ତାଙ୍କ ସହ ବାସନ୍ତି କଲୋନୀର ଅଶୋକ ମହାନ୍ତିଙ୍କର ଦେଖାହୁଏ। ଆଉ ତା’ପରେ ଅଶୋକ ନିଜକୁ ଜଣେ ଖବରଦାତା ବୋଲି ପରିଚୟ ଦେଇଥିଲେ। ଚାହିଁଲେ ସବୁ କାମ କରିଦେବି ବୋଲି ମାଧବୀଙ୍କୁ କହିଥିଲେ ଅଶୋକ। ଆଉ ତାଙ୍କ କଥାକୁ ମାଧବୀ ବିଶ୍ୱାସ କରି ନିଜ ସ୍ୱାମୀଙ୍କ ସହିତ ପରିଚିତ କରାଇ ଥିଲେ।

ଦିନ ହଠାତ୍‌ ମାଧବୀଙ୍କ ମାଆଙ୍କୁ ତାଙ୍କ ବାପା ମାଡ଼ ମାରିଥିଲେ। ଏହା ପରେ ମାଧବୀଙ୍କ ରାଉରକେଲା ଚାଲି ଆସିଥିଲେ। ତେବେ ମାଧବୀଙ୍କ ମାଆ ରାଉରକେଲା ଆସୁଥିବା ଜାଣିପାରି ଅଶୋକ ରାଉରକେଲା ଷ୍ଟେସନ୍‌ରୁ ତାଙ୍କ ବାସନ୍ତୀ କଲୋନୀ ସ୍ଥିତ ନିଜ ଘରକୁ ନେଇ ଯାଇଥିଲେ। ପରେ ମାଅଙ୍କୁ ଭେଟିବା ପାଇଁ ମାଧବୀଙ୍କୁ ମଧ୍ୟ ଅଶୋକ ନିଜ ଘରକୁ ଡାକିଥିଲେ। ମାତ୍ର ସେ ରାଜି ନହେବାରୁ ନାନା ଧମକ ଚମକ ଦେଇଥିଲେ ଆଶୋକ। ତୋ ମାଆ, ସ୍ୱାମୀ, ଦିଅରକୁ ମାରିଦେବି ଓ ଝିଅକୁ ଦୁଷ୍କର୍ମ କରିଦେବି ବୋଲି ଅଶୋକ ଧମକ ଦେଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ ଅଶୋକଙ୍କ ଘରକୁ ମାଧବୀ ଧାଇଁ ଆସିଥିଲେ।

ଅଶୋକଙ୍କ ଘରେ ପହଞ୍ଚିବା ପରେ ମାଧବୀଙ୍କ ଉପରେ ହୋଇଥିଲା ଆରମ୍ଭ ନିର୍ଯାତନା। ଉଭୟ ମାଧବୀ ଓ ତାଙ୍କ ମାଆଙ୍କୁ ଅଶୋକ ମାଡ଼ ମରିବା ସହ ଅସଦାଚରଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏପରିକି ଉଭୟ ମାଆ ଓ ଝିଅଙ୍କୁ ଅଶୋକ ଖାଦ୍ୟପେୟ ବି ଦେଉନଥିଲେ। ଏମିତି ଦୀର୍ଘ ୪୦ ଦିନ ଧରି ବିତିଥିଲା ଏକ ଅନ୍ଧାରୀ କୋଠରୀରେ ମାଆ ଓ ଝିଅଙ୍କ ଜୀବନ।

ଅନ୍ୟପକ୍ଷରେ ଘରେ ସ୍ତ୍ରୀକୁ ନପାଇଁ ସ୍ୱାମୀ ତଂଗରପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଦୀର୍ଘ ଦିନ ଯାଏ ମାଧବୀଙ୍କ ପତ୍ତା ପାଉନଥିଲା। ତେବେ କୌଣସି ଉପାୟରେ ମାଧବୀ ଫୋନ୍‌ରେ ଏନେଇ ତାଙ୍କ ଭଉଣୀଙ୍କୁ ଖବର ଦେଇଥିଲେ। ଭଉଣୀ ପୂରା ଘଟଣାକୁ ରେକଡ଼ିଂ କରି ରାଉରକେଲା ଏସ୍‌ପିଙ୍କୁ ଜଣାଇଥିଲେ। ଏସ୍‌ପି ଘଟଣାରେ ହସ୍ତକ୍ଷେପ କରି ଉଦିତନଗର ଥାନା ପୁଲିସକୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଲିସ ଅଶୋକଙ୍କ ଘରୁ ମାଆ ଓ ଝିଅଙ୍କୁ ଉଦ୍ଧାର କରି ବୟାନ୍‌ ରେକର୍ଡ଼ କରିଛି। ସେପଟେ ଅଭିଯୁକ୍ତ ସାମ୍ୱାଦିକ ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story