ତାତିଲେ ମହିଳା: ରାତିରେ ଭାଙ୍ଗିଲେ ମଦ ଦୋକାନ

ବାଲେଶ୍ୱର: ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମହାମାୟା ନାରୀ ସଂଘ ଗତକାଲି ରାତିରେ ବିଭିନ୍ନ ମଦ ଦୋକାନରେ ଭଙ୍ଗା ରୁଜା କରିଛନ୍ତି। ହାତରେ ବାଡ଼ି ସହ ଝାଡୁ ଧରି ବାହାରିଥିଲେ ମହିଳା। ତାଳସାରି ପାଖରେ ଥିବା ସରକାରୀ ଓ ବେସରକାରୀ ମଦ ଦୋକାନ ନିକଟରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏମିତି କି ମଦ ଦୋକାନୀଙ୍କୁ ପିଟିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

[vc_video link="" align="center"]
ଏଥିସହ ଆଖପାଖରେ ଥିବା ମଦ ଦୋକାନକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରଥମେ ସମସ୍ତ ମହିଳା ସଂଘ ଚନ୍ଦନେଶ୍ୱର ମନ୍ଦିର ଆଗରେ ଏକାଠି ହୋଇଥିଲେ । ତା’ପରେ ଆରମ୍ଭ କରିଥିଲେ ମଦ ମୁକ୍ତ ଅଭିଯାନ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମଦ୍ୟପଙ୍କ ପାଇଁ ମହିଳା ନିଜକୁ ଅସୁରକ୍ଷିତ ମନେ କରିବା ସହ ବିଭିନ୍ନ ସ୍ଥାନରେ ଚୋରି ବଢୁଛି।

Ordigital Desk
• Published: Saturday, 08 July 2017
• Updated: 08 July 2017, 09:07 AM IST

Sports

Latest News

ବାଲେଶ୍ୱର: ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମହାମାୟା ନାରୀ ସଂଘ ଗତକାଲି ରାତିରେ ବିଭିନ୍ନ ମଦ ଦୋକାନରେ ଭଙ୍ଗା ରୁଜା କରିଛନ୍ତି। ହାତରେ ବାଡ଼ି ସହ ଝାଡୁ ଧରି ବାହାରିଥିଲେ ମହିଳା। ତାଳସାରି ପାଖରେ ଥିବା ସରକାରୀ ଓ ବେସରକାରୀ ମଦ ଦୋକାନ ନିକଟରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏମିତି କି ମଦ ଦୋକାନୀଙ୍କୁ ପିଟିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

[vc_video link="" align="center"]
ଏଥିସହ ଆଖପାଖରେ ଥିବା ମଦ ଦୋକାନକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରଥମେ ସମସ୍ତ ମହିଳା ସଂଘ ଚନ୍ଦନେଶ୍ୱର ମନ୍ଦିର ଆଗରେ ଏକାଠି ହୋଇଥିଲେ । ତା’ପରେ ଆରମ୍ଭ କରିଥିଲେ ମଦ ମୁକ୍ତ ଅଭିଯାନ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମଦ୍ୟପଙ୍କ ପାଇଁ ମହିଳା ନିଜକୁ ଅସୁରକ୍ଷିତ ମନେ କରିବା ସହ ବିଭିନ୍ନ ସ୍ଥାନରେ ଚୋରି ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos