ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ ଗୁଳି କଲା ସ୍ୱାମୀ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ସବୁବେଳେ ମଦ ପିଇଲେ ଘର କିପରି ଚଳିବ। ପଇସା କେଉଁଠି ଆସିବ। ଏପରି କହି ବୁଝାଉଥିବା ବେଳେ ହଠାତ୍ ଉତ୍‌କ୍ଷିପ୍ତ ହୋଇଉଠିଲେ ସ୍ୱାମୀ। କାହିଁକି ମୋତେ ସବୁବେଳେ ବୁଝାଉଛି କହି ଘରେ ଥିବା ଏକ ଦେଶୀ ବନ୍ଧୁକ ଆଣି ସ୍ତ୍ରୀକୁ ଗୁଳି ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡ଼ିସାହି ଗାଁରେ। ମୃତ ମହିଳା ଜଣଙ୍କ  ହେଲେ ଗୀତାଞ୍ଜଳି ମଲ୍ଲିକ। ଅଭିଯୁକ୍ତ ସ୍ୱାମୀ […]

gun

gun

Tapaswini Nayak
  • Published: Wednesday, 01 June 2022
  • Updated: 01 June 2022, 12:19 PM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର): ସବୁବେଳେ ମଦ ପିଇଲେ ଘର କିପରି ଚଳିବ। ପଇସା କେଉଁଠି ଆସିବ। ଏପରି କହି ବୁଝାଉଥିବା ବେଳେ ହଠାତ୍ ଉତ୍‌କ୍ଷିପ୍ତ ହୋଇଉଠିଲେ ସ୍ୱାମୀ। କାହିଁକି ମୋତେ ସବୁବେଳେ ବୁଝାଉଛି କହି ଘରେ ଥିବା ଏକ ଦେଶୀ ବନ୍ଧୁକ ଆଣି ସ୍ତ୍ରୀକୁ ଗୁଳି ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡ଼ିସାହି ଗାଁରେ। ମୃତ ମହିଳା ଜଣଙ୍କ  ହେଲେ ଗୀତାଞ୍ଜଳି ମଲ୍ଲିକ। ଅଭିଯୁକ୍ତ ସ୍ୱାମୀ ରୋହିତ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି।

ଗତକାଲି ରାତିରେ ରୋହିତ ମଦ ପିଇ ଆସିଥିଲେ। ଏନେଇ ଗୀତାଞ୍ଜଳି ତାଙ୍କୁ ବାରଣ କରିଥିଲେ। ଏହି କଥାକୁ  ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିତ ଘରୁ ଏକ ଦେଶୀ ବନ୍ଧୁକ ଆଣି ନିଜ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ପରେ  ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀଙ୍କୁ ରୋହିତଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story