ଅଟୋରୁ ବାହାର କରି କୁକୁର ଛୁଆକୁ ନୃଶଂସ ହତ୍ୟା: ଅଭିଯୁକ୍ତକୁ ଗିରଫ ଦାବିରେ ରାତିସାରା ଅନଶନ

ରାଉରକେଲା(ପୱନ ତିୱାରୀ): କୁକୁରର ହତ୍ୟାକାରୀକୁ ଗିରଫ ଦାବିରେ ଅନଶନରେ ବସିଛନ୍ତି ଜଣେ ଯୁବତୀ। ରାଉରକେଲା ଉଦିତନଗର ଫିଟନେସ ପାର୍କ ନିକଟ ଧାରଣା ସ୍ଥଳରେ ଯୁବତୀ ଜଣକ ଧାରଣାରେ ବସିଛନ୍ତି । ତାଙ୍କର ଏକା ଜିଦ ଏସ୍‌ପି ଆସି ନିଜେ ଦେଖା କରନ୍ତୁ। ଗତକାଲି ସନ୍ଧ୍ୟାରୁ ରାତି ସାରା ଥଣ୍ଡାରେ ଖୋଲା ଆକାଶ ତଳେ ଏଭଳି ଧାରଣା ରେ ବସିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଛାତ୍ରୀ ଶୁଭଶ୍ରୀ ନାୟକ ଏବଂ ତାଙ୍କ ସହଯୋଗୀ । ଶୁଭଶ୍ରୀ ଏବଂ ତାଙ୍କ […]

700-1

700-1

Tapas Behera
  • Published: Saturday, 29 February 2020
  • Updated: 29 February 2020, 07:01 PM IST

Sports

Latest News

ରାଉରକେଲା(ପୱନ ତିୱାରୀ): କୁକୁରର ହତ୍ୟାକାରୀକୁ ଗିରଫ ଦାବିରେ ଅନଶନରେ ବସିଛନ୍ତି ଜଣେ ଯୁବତୀ। ରାଉରକେଲା ଉଦିତନଗର ଫିଟନେସ ପାର୍କ ନିକଟ ଧାରଣା ସ୍ଥଳରେ ଯୁବତୀ ଜଣକ ଧାରଣାରେ ବସିଛନ୍ତି । ତାଙ୍କର ଏକା ଜିଦ ଏସ୍‌ପି ଆସି ନିଜେ ଦେଖା କରନ୍ତୁ। ଗତକାଲି ସନ୍ଧ୍ୟାରୁ ରାତି ସାରା ଥଣ୍ଡାରେ ଖୋଲା ଆକାଶ ତଳେ ଏଭଳି ଧାରଣା ରେ ବସିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଛାତ୍ରୀ ଶୁଭଶ୍ରୀ ନାୟକ ଏବଂ ତାଙ୍କ ସହଯୋଗୀ ।

ଶୁଭଶ୍ରୀ ଏବଂ ତାଙ୍କ ଟିମ ‘ସ୍ପାର୍କ’ ପଶୁ ମାନଙ୍କ ସୁରକ୍ଷା ଦିଗରେ କାମ କରୁଛନ୍ତି। ଶୁଭଶ୍ରୀ କହିଛନ୍ତି ଯେ, ଗୁରୁବାର ରାତିରେ କୋଏଲ ନଗରର ଏକ ଅଟୋରେ ୩ ମାସର କୁକୁର ଛୁଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ତାକୁ ଅଟୋରୁ ବାହାର କରି ପିଟି ପିଟି ମାରି ଦେଇଥିଲେ।

ଏନେଇ ଆମେ ପୁଲିସରେ ଅଭିଯୋଗ କରିଥିଲୁ। ହେଲେ ପୁଲିସ ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଆମେ ଧାରଣାରେ ବସିଛୁ। ଶୁଭଶ୍ରୀ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ବାବଦରେ ଝିରପାଣି ଥାନାରେ animal cruelity act ରେ ଏକ କେଶ ମଧ୍ୟ ହୋଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ୧୬ ଘଣ୍ଟା ହେଲା ଅନଶନରେ ବସିଛନ୍ତି ଶୁଭଶ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story