ବାପା ମୋ ସିନ୍ଦୂର ତୁମକୁ ଲାଗିଲା...

ଜଳେଶ୍ୱର: ମୁଁ ଘରୁ ଚାଲିଆସିଛି। ବାହା ହୋଇ ମୋ ସ୍ୱାମୀଙ୍କ ସହିତ ଭଲରେ ଅଛି। ହେଲେ ଆମ ଘର ଲୋକେ ମୁଁ ନିଖୋଜ ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମୁଁ ଚାହୁଁନି ମୋ ପାଇଁ ମୋ ସ୍ୱାମୀଙ୍କ ପରିବାର ଦୁଃଖରେ ରୁହନ୍ତୁ। ଏପରି ଢଙ୍ଗରେ ନିଜ ସିନ୍ଦୂରର ସୁରକ୍ଷା ପାଇଁ ଗୁହାରୀ କଲେ ନୂଆବୋହୂ। ପ୍ରଥମେ ପ୍ରେମ ଆଉ ତା’ପରେ ବିବାହକୁ ବିରୋଧ କରୁଥିବା ପରିବାର ବିରୋଧରେ ସୋସାଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି […]

n-098

n-098

Tapas Behera
  • Published: Sunday, 08 March 2020
  • Updated: 08 March 2020, 10:29 PM IST

Sports

Latest News

ଜଳେଶ୍ୱର: ମୁଁ ଘରୁ ଚାଲିଆସିଛି। ବାହା ହୋଇ ମୋ ସ୍ୱାମୀଙ୍କ ସହିତ ଭଲରେ ଅଛି। ହେଲେ ଆମ ଘର ଲୋକେ ମୁଁ ନିଖୋଜ ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମୁଁ ଚାହୁଁନି ମୋ ପାଇଁ ମୋ ସ୍ୱାମୀଙ୍କ ପରିବାର ଦୁଃଖରେ ରୁହନ୍ତୁ। ଏପରି ଢଙ୍ଗରେ ନିଜ ସିନ୍ଦୂରର ସୁରକ୍ଷା ପାଇଁ ଗୁହାରୀ କଲେ ନୂଆବୋହୂ। ପ୍ରଥମେ ପ୍ରେମ ଆଉ ତା’ପରେ ବିବାହକୁ ବିରୋଧ କରୁଥିବା ପରିବାର ବିରୋଧରେ ସୋସାଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ସୁରକ୍ଷା ଲୋଡ଼ିଛନ୍ତି ନବବିବାହିତା ମହିଳା।

ଏ ହେଉଛି ସେହି ଭିଡ଼ିଓ ନୂଆ ଶାଢ଼ୀ ସହ ମଥାରେ ସିନ୍ଦୁର ନାଇଁ ନବବିବାହିତା ଜଣକ ସ୍ୱାମୀ ସହ ଶାଶୂ ଘରର ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି। ନୂଆ ସଂସାର ଗଢ଼ିଥିବା ଏହି ବିବାହିତା ଜଣକ ଉକ୍ତ ଭିଡିଓରେ ଲୁହ ଭିଜା ସ୍ୱରରେ ପୂରା କାହାଣୀ କହୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର। ଗତ ଫେବ୍ରୁୟାରୀ ୨୫ ତାରିଖରେ ବାପଘରୁ ଚାଲିଆସି ନିଜ ଇଛାରେ ପ୍ରେମିକଙ୍କୁ ବିବାହ କରିଥିଲେ। ଏ କଥା ଜାଣିବା ପରେବି ପରିବାର ଲୋକେ ଥାନାରେ ନିଖୋଜ ନେଇ ଏତଲା ଦେବା ସହ ତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ଘରକୁ ଫେରିଆସିବାକୁ ବାପଘର ଲୋକେ ଚାପ ପକାଉଥିବା ମଧ୍ୟ ସେ କହିଛନ୍ତି।

ତେବେ ଶେଷରେ ଏକ ଭିଡ଼ିଓ ଜାରି କରି ବାପ ଘର ଲୋକଙ୍କ ଠାରୁ ସୁରକ୍ଷା ପାଇଁ ଲୁହଭିଜା ସ୍ୱରରେ ଗୁହାରୀ କରିଛନ୍ତି ପୀଡ଼ିତା ଜଣକ। ତେବେ ସଂପୃକ୍ତ ମହିଳାଙ୍କ ବାପା, ମା କିମ୍ବା ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଭିଡ଼ିଓକୁ ନେଇ ସୋସାଲ୍ ମିଡିଆରେ ଚର୍ଚ୍ଚା ଜୋର ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story