ମହିଳାଙ୍କୁ ବଞ୍ଚିବାର ରାସ୍ତା ଦେଖାଇଲା ନଡ଼ିଆ କତା ଶିଳ୍ପ

ଆଳି (ବନମାଳୀ ସାହୁ): ବଞ୍ଚିବାର ରାସ୍ତା ଦେଖାଇଛି ନଡ଼ିଆ କତା ଶିଳ୍ପ। ମହିଳା ନିଜେ ସ୍ୱାବଲମ୍ୱି ହେବା ସହିତ ଅନ୍ୟକୁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି। ୬୦ରୁ ୭୦ଟି ପରିବାର ପେଟକୁ ଦାନା ଯୋଗାଉଛି ମହିଳାଙ୍କ କତା ଶିଳ୍ପ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରୁ ଆସିଛି ଏପରି ଭଲ ଖବର। ରାଜକନିକା ବ୍ଲକ୍‌ ଆଖୁଳିପଡ଼ା ଗାଁରେ ରହିଛି ବାୟାବାବା ମହିଳା ନଡ଼ିଆ କତା ଶିଳ୍ପ ସମବାୟ ସମିତି। ୧୯୮୦ ମସିହାରେ ଗଢ଼ା ହୋଇଥିବା କତା ଶିଳ୍ପ ସମବାୟ ସମିତିରେ ୨୦୦ […]

Aali

Aali

Manoranjan Sial
  • Published: Wednesday, 07 December 2022
  • Updated: 07 December 2022, 07:58 PM IST

Sports

Latest News

ଆଳି (ବନମାଳୀ ସାହୁ): ବଞ୍ଚିବାର ରାସ୍ତା ଦେଖାଇଛି ନଡ଼ିଆ କତା ଶିଳ୍ପ। ମହିଳା ନିଜେ ସ୍ୱାବଲମ୍ୱି ହେବା ସହିତ ଅନ୍ୟକୁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି। ୬୦ରୁ ୭୦ଟି ପରିବାର ପେଟକୁ ଦାନା ଯୋଗାଉଛି ମହିଳାଙ୍କ କତା ଶିଳ୍ପ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରୁ ଆସିଛି ଏପରି ଭଲ ଖବର।

ରାଜକନିକା ବ୍ଲକ୍‌ ଆଖୁଳିପଡ଼ା ଗାଁରେ ରହିଛି ବାୟାବାବା ମହିଳା ନଡ଼ିଆ କତା ଶିଳ୍ପ ସମବାୟ ସମିତି। ୧୯୮୦ ମସିହାରେ ଗଢ଼ା ହୋଇଥିବା କତା ଶିଳ୍ପ ସମବାୟ ସମିତିରେ ୨୦୦ ମହିଳା ସଦସ୍ୟ ରହିଛନ୍ତି। ଏମାନେ ନଡ଼ିଆ କତାରେ ତିଆରି କରୁଛନ୍ତି ରଶି, ପାପୋଛ, ଫାଇବାର, ନଡ଼ିଆକତା ଗୁଣ୍ଡ, କଣ୍ଢେଇ, କାର୍ପେଟର, ଆଦି ସାମଗ୍ରୀ। ବର୍ତ୍ତମାନ ୬୦ରୁ ୭୦ ଜଣ ମହିଳା ଓ ୧୦ରୁ ୧୨ ଜଣ ପୁରୁଷ କାମ କରୁଛନ୍ତି। ତେବେ ଅସହାୟ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି।

କତା ଶିଳ୍ପ ସମବାୟ ସମିତିରେ ମହିଳାମାନେ ପ୍ରତିଦିନ ୮ ଘଣ୍ଟା କାମ କରୁଛନ୍ତି। ଘର କାମ ସାରି ମହିଳାମାନେ ପ୍ରତିଦିନ କତା କାମରେ ନିୟୋଜିତ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ମାସିକ ପାରିଶ୍ରମିକ ବାବଦକୁ ୬ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମଳୁଛି। କତା ଶିଳ୍ପ ସମବାୟ ସମିତି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ଷକୁ ୫ରୁ ୬ କୋଟି ଟଙ୍କାର କାରବାର ହେଉଛି। ଏଠାରୁ ତିଆରି ହେଉଥିବା କତା ସାମଗ୍ରୀ କେନ୍ଦ୍ରାପଡା, କଟକ, ଯାଜପୁର, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବିକ୍ରି ହେଉଛି। କତା ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା କତା କେନ୍ଦ୍ରାପଡ଼ା ଓ ଆଖପାଖ ଅଞ୍ଚଳରୁ ସଂଗ୍ରହ କରାଯାଉଛି।

ବାୟାବାବା ମହିଳା ସମବାୟ ସମିତି ସଭ୍ୟା ଶ୍ରୀମତୀ ନାୟକ କହିଛନ୍ତି, ଆମେ ୧୯୮୦ ମସିହାଠାରୁ ଆରମ୍ଭ କରିଥିଲୁ। ବିଡିଓଙ୍କ ସହଯୋଗରେ ସେତେବେଳେ ବ୍ଲକ ପରିସରରେ ଥିବା ଏକ ଘରେ କାମ ଆରମ୍ଭ କରିଥିଲୁ। ସେଠାରେ ୧୦ ବର୍ଷ ଧରି କାମ କରିଥିଲୁ। ପରେ ଜିଲ୍ଲାପାଳଙ୍କ ସହଯୋଗରେ ଘର ତିଆରି କରିବା ପାଇଁ ଜାଗା ମିଳିଲା। ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସହଯୋଗରେ ଘର ନିର୍ମାଣ କରିଥିଲୁ। ୬୦ରୁ ୭୦ ଜଣ ମହିଳା ସମିତିରେ କାମ କରୁଛନ୍ତି ବୋଲି ଶ୍ରୀମତୀ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story