ପ୍ରଥମ ପର୍ଯ୍ୟାୟ ମତଦାନ: ପୁରୁଷଙ୍କଠୁ ମହିଳା ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ରାଜ୍ୟରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି। ତେବେ ଚଳିତବର୍ଷ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେ କହିଛନ୍ତି-“ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ ପ୍ରତିଶତ ରହିଛି। ସେହିପରି କଳାହାଣ୍ଡିରେ ୭୫.୮୨ ପ୍ରତିଶତ, ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ଓ […]

women-outnumber-men-in-voting-in-the-first-phase-of-polls

Manoranjan Sial
  • Published: Friday, 12 April 2019
  • Updated: 12 April 2019, 04:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ରାଜ୍ୟରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି। ତେବେ ଚଳିତବର୍ଷ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସେ କହିଛନ୍ତି-“ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ ପ୍ରତିଶତ ରହିଛି। ସେହିପରି କଳାହାଣ୍ଡିରେ ୭୫.୮୨ ପ୍ରତିଶତ, ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ଓ କୋରାପୁଟରେ ୭୪.୭୭ ପ୍ରତିଶତ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର ମତଦାନ କରିଛନ୍ତି। ୭୩.୦୯ ପ୍ରତିଶତ ପୁରୁଷ ଭୋଟର ମତଦାନ କରିଥିବା ବେଳେ ମହିଳା ମତାଦାଙ୍କ ହାର ୭୪.୪୩ ପ୍ରତିଶତ ରହିଛି।”

ସେ ଆହୁରି କହିଛନ୍ତି-“କୋରାପୁଟ ଜିଲ୍ଲାର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ମତଦାନ ହାର ରହିଛି। ବ୍ରହ୍ମପୁରରେ ମାତ୍ର ୫୬.୩୪ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ମାଲକାନଗିରିରେ ଗୋଟିଏ ବୁଥ୍‌ ଓ ବ୍ରହ୍ମପୁରରେ ଗୋଟିଏ ବୁଥ୍‌ରେ ସାନି ମତଦାନ ନେଇ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି। ସେ ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story