ବିଜେପିରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବା ଚକ୍କରରେ ବିଜେଡି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ସେଠାରେ ନିଜର ଗଡ଼ ସୁରକ୍ଷିତ ରଖିବାକୁ ବିଜେଡି ନିଜର ଦ୍ୱିତୀୟ ପିଢ଼ିର ନେତାମାନଙ୍କୁ ମୁତୟନ କରିସାରିଛି। ରାଜ୍ୟର ବରିଷ୍ଠ ତଥା ହେଭିୱେଟ୍ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରି ବିଜେପି ମଧ୍ୟ ପାଟକୁରା ଆସନକୁ ଦଖଲ କରିବାର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇସାରିଛି। ବିଜେଡିର ଛାମୁଆ ନେତାମାନେ ଏବେଠୁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ମୁଣ୍ଡାଇ ଦଳର ଗଡ଼କୁ ନିଜ ଅକ୍ତିଆରରେ […]

bijay-mohapatra

bijay-mohapatra

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ସେଠାରେ ନିଜର ଗଡ଼ ସୁରକ୍ଷିତ ରଖିବାକୁ ବିଜେଡି ନିଜର ଦ୍ୱିତୀୟ ପିଢ଼ିର ନେତାମାନଙ୍କୁ ମୁତୟନ କରିସାରିଛି। ରାଜ୍ୟର ବରିଷ୍ଠ ତଥା ହେଭିୱେଟ୍ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରି ବିଜେପି ମଧ୍ୟ ପାଟକୁରା ଆସନକୁ ଦଖଲ କରିବାର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇସାରିଛି। ବିଜେଡିର ଛାମୁଆ ନେତାମାନେ ଏବେଠୁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ମୁଣ୍ଡାଇ ଦଳର ଗଡ଼କୁ ନିଜ ଅକ୍ତିଆରରେ ରଖିବାକୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ବଢ଼ୁଥିବା ସହାନୁଭୂତି ଭୋଟକୁ କିଭଳି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଆଡ଼କୁ ଅଣାଯାଇପାରିବ, ସେ ନେଇ ଚିନ୍ତାରେ ପଡ଼ିଛି। ବିଶେଷକରି ବିଜେପିରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରି ବିଜୟଙ୍କ ବିଜୟ ସମ୍ଭାବନା ମାର୍ଗରେ ପ୍ରତିବନ୍ଧକ ଛିଡ଼ା କରିବା ପାଇଁ ବିଜେଡି ନିଜର ପୁରୁଣା ଚାଲ୍ ଖେଳିବା ଚକ୍କରରେ ରହିଛି।

ସୂଚନା ଅନୁସାରେ, ବିଜେଡି ନିଜର ୩ ଛାମୁଆ ଯୁବନେତା ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ‘ପାଟକୁରା’ ଗଡ଼ ଜଗିବାର ମୁଖ୍ୟ ଦାୟିତ୍ୱ ଦେବା ସହ ପ୍ରତ୍ୟେକ ପଞ୍ଚାୟତରେ ବିଧାୟକଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଏମାନଙ୍କ ବ୍ୟତୀତ ସମସ୍ତ ମନ୍ତ୍ରୀମାନଙ୍କୁ ମଧ୍ୟ ପାଟକୁରା ଆସନ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନବୀନ ନିବାସ ଓ ଏହି ୩ ଛାମୁଆ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଦାୟିତ୍ୱ ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ତୁଲାଉଛନ୍ତି। ବିଜୟ ମହାପାତ୍ରଙ୍କୁ ଯେନତେନ ପ୍ରକାରେ ପରାଜିତ କରିବାକୁ ବିଜେଡି ସୁଚିନ୍ତିତ ଉପାୟରେ ଗୋଟିଚାଳନା କରୁଛି।

ମାତ୍ର ପାଟକୁରା ନିର୍ବାଚନମଣ୍ଡଳୀର ମୋଟ ୫୧ଟି ପଞ୍ଚାୟତ( ଡେରାବିଶ-୨୬, ଗରଦପୁର-୧୮ ଓ ମାର୍ଶାଘାଇ-୭)ରେ ବିଜେପି ପ୍ରାର୍ଥୀ ବିଜୟଙ୍କ ପ୍ରତି ବଢ଼ୁଥିବା ସହାନୁଭୂତି ଓ ଲୋକପ୍ରିୟତାରେ ବ୍ରେକ୍ ଦେବାରେ ବିଜେଡି ଏଯାଏ ସଫଳ ହୋଇପାରିନି। ତା’ଛଡ଼ା ବିଜେଡି ପ୍ରାର୍ଥୀ ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ବି ବିଜେଡି ପାଇଁ ସମସ୍ୟା ବଢ଼ାଇଛି। ବିଶେଷକରି ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜୟଙ୍କ ପଲା ଯଥେଷ୍ଟ ଭାରୀ ଥିବାବେଳେ ବିଜେଡିର ଗଡ଼ ଡେରାବିଶ ବ୍ଲକରେ ବିଜୟଙ୍କ ସପକ୍ଷରେ ଅତିକମରେ ୪୦ ପ୍ରତିଶତ ଭୋଟ୍ ପଡ଼ିବ ବୋଲି ଆକଳନ କରାଯାଉଛି।

ବିଭିନ୍ନ ଦୃଷ୍ଟିରୁ ବିଜୟଙ୍କ ବିଜୟ ସମ୍ଭାବନା ଅଧିକ ଥିବାରୁ ବିଜେଡି ଏବେ ବିଜେପିରେ ସନ୍ଦେହ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଶେଷକରି ବିଜୟ ମହାପାତ୍ରଙ୍କର କିଛି ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ମତପାର୍ଥକ୍ୟରୁ ଫାଇଦା ଉଠାଇବାକୁ ଯାଇ କିଛି ବିଜେପି ନେତାଙ୍କୁ ‘ମୋହରା’ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ଯଦିଓ ବିଜୟଙ୍କ ପାଇଁ ଏକଜୁଟ ହୋଇ ଲଢ଼ିବାକୁ ବିଜେପିର କୋର୍ ଟିମ୍ ବୈଠକରେ ନିଷ୍ପତ୍ତି ହୋଇଛି, ତଥାପି ବିଜେଡିର ଚକ୍ରବ୍ୟୁହରେ କିଛି ବିଜେପି ନେତା ଅର୍ନ୍ତଘାତୀ କାର୍ଯ୍ୟ କରିବାର ଆଶଙ୍କା ଦେଖାଦେଲାଣି। ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ଏହାର ଆଭାସ ପାଇବା ସହ ଏ ନେଇ ଆଶଙ୍କା ବ୍ୟକ୍ତ କଲେଣି। ଅବଶ୍ୟ ସାମ୍ପ୍ରତିକ ପରିସ୍ଥିତିରେ ବିଜେଡିର କିଛି ପୁରୁଣା ନେତା ଏବେ ବିଜୟଙ୍କ ବିଜୟ ଚାହୁଁଛନ୍ତି, ସେଥିପାଇଁ ‘ଘର ଢିଙ୍କି କୁମ୍ଭୀର ସାଜିବାକୁ’ ପ୍ରସ୍ତୁତ ହେଉଛନ୍ତି। ବିଜେଡି ରଣନୀତିକାରଙ୍କ ବିଜେପିରେ ‘ଅବିଶ୍ୱାସ ଓ ଫାଟ’ ସୃଷ୍ଟି ଉଦ୍ୟମକୁ ଏହା କିଭଳି ମାତ୍ ଦେଉଛି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story