ଜଣଙ୍କ ରିପୋର୍ଟ ଦେଖି ଅନ୍ୟ ଜଣଙ୍କର ଚିକିତ୍ସା କଲେ ଡାକ୍ତର, ରୋଗୀ ଗୁରୁତର

କଟକ(ଓଡ଼ିଶା ରିପୋର୍ଟର): ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହନ୍ତ ନାମକ ରୋଗୀ ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ। ଡାକ୍ତରଙ୍କ […]

worng-tretment-for-a-pasant-in-kendujher-govt-medical

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 06:21 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହନ୍ତ ନାମକ ରୋଗୀ ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ସିଟି ସ୍କାନ୍‌ କରିଥିଲେ। ତେବେ ସିଟି ସ୍କାନ୍‌ ପରେ ଯେଉଁ ରିପୋର୍ଟ ଆସିଥିଲା ତାହା ପ୍ରତାପଙ୍କର ନଥିଲା। ଅନ୍ୟ ଜଣେ ରୋଗୀ ସୁଶାନ୍ତ ନାୟକଙ୍କ ସିଟି ସ୍କାନ ରିପୋର୍ଟ ଦେଖି ଡାକ୍ତରବାବୁ ପ୍ରତାପଙ୍କ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ପ୍ରତାପ ଗୁରୁତର ହୋଇପଡ଼ିଥିଲେ। ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରତାପଙ୍କ ଏଭଳି ଅବସ୍ଥା ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଘଟଣାକୁ ନେଇ ଚିକିତ୍ସା କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story