ଗାଁକୁ ପୂରେଇ ଦେଲେନି, ଜଙ୍ଗଲରେ କାଟୁଛନ୍ତି ଦିନ

ସୁବର୍ଣ୍ଣପୁର (ଦିଲ୍ଲୀପ କୁମାର ସାହୁ): ଜଙ୍ଗଲରେ ବନବାସ ଜୀବନ କାଟୁଛନ୍ତି ଯୁବକ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀପାଲି ଗାଁର ୨୬ ବର୍ଷୀୟ ଯୁବକ ଜୀବର୍ଦ୍ଧନ ବରିହା ଜଙ୍ଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପରିପୋଷଣ କରିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ଲକଡାଡନ୍ ଯୋଗୁ ସେ ମେ’ ୨୫ ତାରିଖରେ ନିଜ ଗାଁକୁ ଫେରି ଆସିଥିଲେ। ଯାହା ପରେ ତାଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ […]

binika

binika

Ranjit Kumar Jena
  • Published: Sunday, 07 June 2020
  • Updated: 07 June 2020, 04:35 PM IST

ସୁବର୍ଣ୍ଣପୁର (ଦିଲ୍ଲୀପ କୁମାର ସାହୁ): ଜଙ୍ଗଲରେ ବନବାସ ଜୀବନ କାଟୁଛନ୍ତି ଯୁବକ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀପାଲି ଗାଁର ୨୬ ବର୍ଷୀୟ ଯୁବକ ଜୀବର୍ଦ୍ଧନ ବରିହା ଜଙ୍ଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି।

ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପରିପୋଷଣ କରିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ଲକଡାଡନ୍ ଯୋଗୁ ସେ ମେ' ୨୫ ତାରିଖରେ ନିଜ ଗାଁକୁ ଫେରି ଆସିଥିଲେ। ଯାହା ପରେ ତାଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। କିନ୍ତୁ ବାକି ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ଗାଁକୁ ଆସିଥିଲେ ହେଁ ତାଙ୍କୁ ଗ୍ରାମବାସୀ ଘରକୁ ପୂରାଇ ଦେଇନଥିଲେ। ଯେଉଁକାରଣରୁ ସେ ଗାଁ ନିକଟସ୍ଥ ଜଙ୍ଗଲ ଭିତରେ ୬ ଦିନ ଧରି ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଏକୁଟିଆ ରହିବାକୁ ବାଧ୍ୟ ହୋଇଛନ୍ତି।

ପାଖରେ ଖାଦ୍ୟ ପାଇଁ କୌଣସି ବନ୍ଦୋବସ୍ଥ ନଥିବାରୁ ପରିବାର ଲୋକେ ତାଙ୍କୁ ନିୟମିତ ଖାଇବାକୁ ଆଣି ଦେଉଛନ୍ତି। କିନ୍ତୁ ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ଗତକାଲି ଗଞ୍ଜାମ ଭଞ୍ଜନଗର ଥାନା ଅଞ୍ଚଳରେ ବାରିକ ନାୟକ ନାମକ ଜଣେ ପ୍ରବାସୀ ଜଙ୍ଗଲରେ ରହୁଥିବା ଖବର ପ୍ରସାରଣ ହୋଇଥିଲା। ତାଙ୍କୁ ଗାଁ ଲୋକେ ପୂରାଇ ଦେଇନଥିଲେ କି ସରପଞ୍ଚ ମଧ୍ୟ ସାହାଯ୍ୟ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story