ଜରା ନିବାସରେ କଲେ ରିଂ ସେରିମନି, ଅସହାୟଙ୍କ ଆଶୀର୍ବାଦ ନେଲେ

କୋଣାର୍କ(ସଞ୍ଜୟ ପତି):  ସଜେଇ ହୋଇଥିଲା ଜରା ନିବାସ । ହସଖୁସି କୋଳାହଳରେ ଫାଟି ପଡ଼ୁଥିଲା ପୂରା ପରିବେଶ । ଭୋଜିଭାତ, କେକ୍‌ରେ ଆପାୟିତ ହୋଇ ବେଶ୍‌ ଖୁସି ଥିଲେ ଅସହାୟ ବୃଦ୍ଧବୃଦ୍ଧା । ପରିଣତ ବୟସରେ ଯେଉଁମାନେ ହସ ଭୁଲି ଯାଇଥିଲେ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ନିଷ୍ପତ୍ତି ନେଇଥିଲେ ପୁରୀ ଜିଲ୍ଲା ନିମାପଡା ଅଂଚଳର ଯୁବକ ରଶ୍ମିରଞ୍ଜନ ବେହେରା ଓ ଗୋପ ଅଂଚଳର ଯୁବତୀ ଝୁନୁ  ବେହେରା। ଏଥିପାଇଁ ସେମାନେ ନିଜ ରିଂ ସେରିମନି […]

rasmi & jhunu

rasmi & jhunu

Niharika Rout
  • Published: Monday, 10 January 2022
  • Updated: 10 January 2022, 12:49 PM IST

କୋଣାର୍କ(ସଞ୍ଜୟ ପତି):  ସଜେଇ ହୋଇଥିଲା ଜରା ନିବାସ । ହସଖୁସି କୋଳାହଳରେ ଫାଟି ପଡ଼ୁଥିଲା ପୂରା ପରିବେଶ । ଭୋଜିଭାତ, କେକ୍‌ରେ ଆପାୟିତ ହୋଇ ବେଶ୍‌ ଖୁସି ଥିଲେ ଅସହାୟ ବୃଦ୍ଧବୃଦ୍ଧା । ପରିଣତ ବୟସରେ ଯେଉଁମାନେ ହସ ଭୁଲି ଯାଇଥିଲେ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ନିଷ୍ପତ୍ତି ନେଇଥିଲେ ପୁରୀ ଜିଲ୍ଲା ନିମାପଡା ଅଂଚଳର ଯୁବକ ରଶ୍ମିରଞ୍ଜନ ବେହେରା ଓ ଗୋପ ଅଂଚଳର ଯୁବତୀ ଝୁନୁ  ବେହେରା। ଏଥିପାଇଁ ସେମାନେ ନିଜ ରିଂ ସେରିମନି ଅସହାୟ ବୃଦ୍ଧବୃଦ୍ଧାଙ୍କ ଗହଣରେ ପାଳି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି।

ନିଜ ବିବାହ ତଥା ରିଂ ସେରିମନିକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ମନରେ ଇଚ୍ଛା ଥାଏ। ଏପରିକି ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିବା ସହ ବଡ଼ ବଡ଼ ହୋଟେଲ ବୁକ୍‌ କରିଥାନ୍ତି। କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଛନ୍ତି ରଶ୍ମିରଞ୍ଜନ ଓ ଝୁନୁ ।  ସେମାନେ ଏଥିନିମନ୍ତେ ଏକ  ଜରା ନିବାସକୁ ବାଛିଥିଲେ। ଜରା ନିବାସରେ ରହୁଥିବା ଅସହାୟ, ଦିବ୍ୟାଙ୍ଗ ବୃଦ୍ଧବୃଦ୍ଧାଙ୍କ ଆର୍ଶିବାଦ ନେଇ ନିଜ ନୂଆ ଜୀବନ  ଆରମ୍ଭ କରିବାକୁ ସ୍ଥିର କଲେ ଏହି ଯୋଡ଼ି।

[caption id="attachment_705402" align="aligncenter" width="650"]rasmi & jhunu ଅସହାୟ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଶ୍ମୀ ଓ ଝୁନୁ ।[/caption]

ନିମାପଡା ଅମୁଣିଆ ପାଟଣା ଗ୍ରାମର ରଘୁନାଥ ବେହେରାଙ୍କ ଏକମାତ୍ର ପୁତ୍ର ରଶ୍ମିରଞ୍ଜନଙ୍କ ସହ ଗୋପ ବନ୍ତଳି ଗାଁର ପ୍ରଭାକର ବେହେରାଙ୍କ ଝିଅ ଝୁନୁ ସହ ବିବାହ ସ୍ଥିର ହୋଇଥିଲା। ଏହାପରେ  ଉଭୟ ଝୁନୁ ଓ ରଶ୍ମିରଞ୍ଜନ ନିଜ ପରିବାର ସଦସ୍ୟଙ୍କ ସମ୍ମତି କ୍ରମେ ନିମାପଡାସ୍ଥିତ ପତିତପାବନ ସେବା ସଂଘର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଅସହାୟ ବୃଦ୍ଧବୃଦ୍ଧାଙ୍କ ଉପସ୍ଥିତିରେ ରିଂ ସେରିମନି ପାଳନ ସହ କେଟ୍‌ କାଟିଛନ୍ତି । କେବଳ ଏତିକି ନୁହେଁ, ବୃଦ୍ଧବୃଦ୍ଧାଙ୍କୁ ସୁସ୍ୱାଦୁ ଭୋଜନରେ ବି ସେମାନେ ଆପାୟିତ କରିଥିଲେ ।ଏନେଇ ଝୁନୁ କହିଛନ୍ତି, ସମାଜରେ କେହି ନିଜ ବାପାମା’ଙ୍କୁ ହତାଦାର କରିବା କଥା ନୁହେଁ। ବାପାମା’ଙ୍କ ଆର୍ଶିବାଦ ରହିଲେ ପିଲାଙ୍କ ମଙ୍ଗଳ ହୁଏ।

[caption id="attachment_705403" align="aligncenter" width="650"] rasmi & jhunu ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଭୋଜିରେ ଆପାୟିତ କରୁଛନ୍ତି ରଶ୍ମୀ ଓ ଝୁନୁ ।[/caption]

ଏନେଇ ରଶ୍ମୀରଞ୍ଜନ କହିଛନ୍ତି, ସବୁ ସାଙ୍ଗସାଥୀ ହୋଟେଲ , ମଣ୍ଡପରେ ନିଜ ବିବାହ, ରିଂ ସେରିମନି ଆୟୋଜନ କରୁଛନ୍ତି। ହେଲେ ଏଠାକୁ ଥରେ ଆସିଥିବା ବେଳେ ଏଠାରେ ନିଜ ରିଂ ସେରିମନି କରିବାକୁ ସ୍ଥିର କଲି। ହେଲେ ଏଠାରେ ରହୁଥିବା ବୃଦ୍ଧବୃଦ୍ଧା ନିଜ ପରିବାରଠୁ ଦୂରେଇ ରହୁଛନ୍ତି। ଏପରି ଫଙ୍କସନ୍‌ରୁ ଦୂରେଇ ରହୁଛନ୍ତି। ତେଣୁ ସେମାନଙ୍କ ମୁହଁରେ ହସ ଟିକେ ଫୁଟାଇବାକୁ ଏଠାରେ ନିଜ ରିଂ ସେରିମନି କରିବାକୁ ସ୍ଥିର କଲି। ଏମାନେ ବହୁତ ଖୁସି ହେବା ସହ ଆର୍ଶିବାଦ ବି ଦେଲେ ।
https://youtu.be/odylS6bttPo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story