ଗାଧୋଇବାକୁ ଯାଇ ଆଉ ଫେରିଲେନି ଯୁବକ

ଯାଜପୁର(ଗୁଲାମ ଗସ): ଗାଁ ପୋଖରୀକୁ ଗାଧୋଉବାକୁ ଯାଇ ଆଉ ଘରକୁ ଫେରିଲେନି। ଶେଷରେ ବହୁ ଖୋଜାଖୋଜି ପରେ  ପୋଖରୀରୁ ମିଳିଲା ମୃତଦେହ। ମୃତକ ହେଲେ ଯାଜପର ଜିଲ୍ଲା ଜେନାପୁର ଥାନା ପଣଷପଦା ଗ୍ରାମର ଗଣେଶ ପରିଡା (୪୫) । ଗଣେଶ ଆଜି  ସକାଳେ ଗାଁ ପୋଖରୀରରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇଥିଲେ ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର […]

drownn

drownn

Niharika Rout
  • Published: Saturday, 14 November 2020
  • Updated: 14 November 2020, 02:37 PM IST

Sports

Latest News

ଯାଜପୁର(ଗୁଲାମ ଗସ): ଗାଁ ପୋଖରୀକୁ ଗାଧୋଉବାକୁ ଯାଇ ଆଉ ଘରକୁ ଫେରିଲେନି। ଶେଷରେ ବହୁ ଖୋଜାଖୋଜି ପରେ  ପୋଖରୀରୁ ମିଳିଲା ମୃତଦେହ। ମୃତକ ହେଲେ ଯାଜପର ଜିଲ୍ଲା ଜେନାପୁର ଥାନା ପଣଷପଦା ଗ୍ରାମର ଗଣେଶ ପରିଡା (୪୫) ।

ଗଣେଶ ଆଜି  ସକାଳେ ଗାଁ ପୋଖରୀରରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇଥିଲେ ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଜେନାପୁର ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story