ଯୁବକଙ୍କ ପାଗଳାମିରେ ଅତିଷ୍ଠ ବିନିକା ସହରବାସୀ

ବିନିକା(ଦିଲ୍ଲୀପ କୁମାର ସାହୁ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗତ କିଛି ଦିନ ହେବ ଜଣେ ଯୁବକ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ଯୁବକଜଣକଙ୍କ ନାଁ କୁନୁ ସାମଲ। କୁନୁଙ୍କ ଉତ୍ପାତରେ ଏନଏସି ପ୍ରଶାସନଠୁ ଆରମ୍ଭ କରି ବ୍ୟବସାୟୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ କୁନୁ ଏନଏସି କାର୍ଯ୍ୟାଳୟର ବାଡ଼ ଡେଇଁ ଭିତରକୁ ପଶି ଟେକା ପଥର ମାଡ କରି କାର୍ଯ୍ୟାଳୟର କାଚ ଭାଙ୍ଗି ଦେଇଛନ୍ତି। ଏହାବ୍ୟତୀତ ଅଫିସର କାଗଜ ପତ୍ର […]

b-inika

b-inika

Niharika Rout
  • Published: Tuesday, 25 February 2020
  • Updated: 25 February 2020, 02:30 PM IST

Sports

Latest News

ବିନିକା(ଦିଲ୍ଲୀପ କୁମାର ସାହୁ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗତ କିଛି ଦିନ ହେବ ଜଣେ ଯୁବକ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ଯୁବକଜଣକଙ୍କ ନାଁ କୁନୁ ସାମଲ। କୁନୁଙ୍କ ଉତ୍ପାତରେ ଏନଏସି ପ୍ରଶାସନଠୁ ଆରମ୍ଭ କରି ବ୍ୟବସାୟୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ କୁନୁ ଏନଏସି କାର୍ଯ୍ୟାଳୟର ବାଡ଼ ଡେଇଁ ଭିତରକୁ ପଶି ଟେକା ପଥର ମାଡ କରି କାର୍ଯ୍ୟାଳୟର କାଚ ଭାଙ୍ଗି ଦେଇଛନ୍ତି। ଏହାବ୍ୟତୀତ ଅଫିସର କାଗଜ ପତ୍ର ଆଣି ପୋଡି ଦେଇଥିବା ଜଣାପଡିଛି।  କେବଳ ଏତିକି ନୁହେଁ, ସେ ସହରର ନୂଆ ବସଷ୍ଟାଣ୍ଡରେ ଥିବା ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିକୁ ଢେଲା ମାରି ତାଙ୍କ ଆଙ୍ଗୁଠି ଭାଙ୍ଗି ଦେଇଛନ୍ତି।

ଏନଏସି ତରଫରୁ ଲଗା ହୋଇଥିବା ହୋଡିଂକୁ  ଚିରି ଫାଡି ଦେବା ସହ ସହରର ବିଭିନ୍ନ ଦୋକାନରେ ଲଗାହୋଇଥିବା ବ୍ୟାନର ପୋଷ୍ଟରଗୁଡିକୁ ମଧ୍ୟ ସେ  ଚିରି ଦେଉଛନ୍ତି। କିନ୍ତୁ ଏତେ ସବୁ ଘଟଣା ପରେ ବି ପୁଲିସ‌୍‍ କ’ଣ ପାଇଁ କୁନୁଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ବ୍ଲକ ସଭାପତି ମହେନ୍ଦ୍ର ସୁନା।

କୁନୁ ବିନିକା ସହରର ନୂଆପଡା ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ କହିଛନ୍ତି ଯେ,ସେ ବହୁତ ଭଲ ପିଲା। କୁନୁ ଏନଏସିରେ ଦୀର୍ଘମାସ ଧରି ଏମ ପାୱର ତରଫରୁ କାମ କରୁଥିଲେ। ହେଲେ ତାର ମସ୍ତିଷ୍କ ଠିକ‌୍‍ ଭାବେ କାମ ନଦେବାରୁ ତାକୁ ଗତ ଡିସେମ୍ୱର ୧୫ ତାରିଖରେ କାମରୁ ବାହାର କରାଯାଇଥିଲା। ତାର ବାପାମା’ଙ୍କୁ ଡାକି ବୁର୍ଲାକୁ ପଠେଇବାକୁ ଚେଷ୍ଟା କଲୁ ଓ ମେଡିସିନ‌୍‍ ମଧ୍ୟ ଦେଲୁ । କିନ୍ତୁ କୁନୁ ତାକୁ ନଖାଇବା ଦ୍ୱାରା ତାର ପାଗଳାମି ଧିରେ ଧିରେ ବଢିବାରେ ଲାଗିଲା।

ଏନେଇ ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ କହିଛନ୍ତି,ତାର ବାପାମା’ଙ୍କୁ ଡାକି ମେଡିକାଲ ନେବାପାଇଁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story