ମୁକୁଳା ଡ୍ରେନରେ ପଡ଼ିଗଲେ ଯୁବକ

ଉଦଳା(ଓଡ଼ିଶା ରିପୋର୍ଟର): ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।  ଏପରି ଘଟଣା  ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଢିଆ ଫାଣ୍ଡି ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ବିନ୍ଧାଣୀ। ତାଙ୍କ ଘର ନୂଆଗାଁ ଗାଁରେ। ସୂଚନା ଅନୁଯାୟୀ, ଗତକାଲି ଜଗନ୍ନାଥ ବଜାରକୁ ଆସି ଘରୁକୁ ଆଉ ଫେରି ନଥିଲେ। ରାତି ଅଧିକ ହେବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ତେବେ ଆଜି ନୁଦଢିଆ ଫାଣ୍ଡି ନିକଟ […]

udala

udala

Tapaswini Nayak
  • Published: Saturday, 06 August 2022
  • Updated: 06 August 2022, 01:54 PM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।  ଏପରି ଘଟଣା  ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଢିଆ ଫାଣ୍ଡି ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ବିନ୍ଧାଣୀ। ତାଙ୍କ ଘର ନୂଆଗାଁ ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ଜଗନ୍ନାଥ ବଜାରକୁ ଆସି ଘରୁକୁ ଆଉ ଫେରି ନଥିଲେ। ରାତି ଅଧିକ ହେବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ।

ତେବେ ଆଜି ନୁଦଢିଆ ଫାଣ୍ଡି ନିକଟ ଏକ ଡ୍ରେନରେ ଜଗନ୍ନାଥଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଜଗନ୍ନାଥ କିପରି ଡ୍ରେନରେ ପଡ଼ିଲେ, କିପରି ତାଙ୍କର ମୃତ୍ୟୁ ହେଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story