ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଯୁବକ!

ଆଠଗଡ଼ (ନୀଳକଣ୍ଠ ଦୋରା): ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଯୁବକ! ଶନିବାର ସେ ମୁଣ୍ଡଳୀ ବ୍ରିଜ୍‌ ପାଖରେ ବାଇକ୍‌ ରଖି ନଦୀକୁ ଡେଇଁଥିବା ଆଲୋଚନା ହେଉଛି। ଆଜି ମିଳିଲା ତାଙ୍କ ମୃତଦେହ। ଆଠଗଡ଼ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ପ୍ରସନ୍ନଜିତ ମହାନ୍ତି। ସେ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ। ପ୍ରସନ୍ନଜିତ ଶନିବାର ନିଜ ବାଇକରେ ମୁଣ୍ଡଳୀ ଯାଇଥିଲେ। ଚୌଦ୍ୱାର ଥାନା ବିଦ୍ୟାଧରପୁର ବାସେଳୀ ତୁଠରେ […]

BBSR

BBSR

Manoranjan Sial
  • Published: Sunday, 03 July 2022
  • Updated: 03 July 2022, 10:33 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଯୁବକ! ଶନିବାର ସେ ମୁଣ୍ଡଳୀ ବ୍ରିଜ୍‌ ପାଖରେ ବାଇକ୍‌ ରଖି ନଦୀକୁ ଡେଇଁଥିବା ଆଲୋଚନା ହେଉଛି। ଆଜି ମିଳିଲା ତାଙ୍କ ମୃତଦେହ। ଆଠଗଡ଼ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ପ୍ରସନ୍ନଜିତ ମହାନ୍ତି। ସେ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ। ପ୍ରସନ୍ନଜିତ ଶନିବାର ନିଜ ବାଇକରେ ମୁଣ୍ଡଳୀ ଯାଇଥିଲେ। ଚୌଦ୍ୱାର ଥାନା ବିଦ୍ୟାଧରପୁର ବାସେଳୀ ତୁଠରେ ସେ ନିଜ ବାଇକ୍‌ ରଖି ମହାନଦୀକୁ ଡେଇଁଥିବା ଚର୍ଚ୍ଚା ହେଉଛି। ସେପଟେ ଦିନ ସାରା ବାଇକ୍‌ଟି ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଗାଡ଼ି ଜବତ ପରିବାର ଲୋକଙ୍କୁ ଖବର ଦେଇଥିଲା।

ଆଜି ପ୍ରସନ୍ନଜିତଙ୍କ ମୃତଦେହ ମହାନଦୀର ବାସେଳୀ ତୁଠରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଚାକିରି ଚାପରେ ସେ ମହାନଦୀକୁ ଡେଇଁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଚାକିରିରେ କେଉଁ ପ୍ରକାର ଚାପ ଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story