ୱାଇଏସଆର କଂଗ୍ରେସକୁ ମିଳିବ ଲୋକସଭା ଉପ-ବାଚସ୍ପତି ପଦ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ବଢୁଛି ସସ୍‌ପେନ୍ସ। କାହାକୁ ମିଳିବ ଏହି ପଦ? ବିଜେଡି ନା ଓ୍ୱାଇଏସ୍‌ଆର୍‌ କଂଗ୍ରେସ୍। ଉଭୟ ଜଗନ ମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍‌ ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ପୂର୍ବରୁ ବିଜେଡିକୁ ଉପ-ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ଶିବସେନା ଏହାକୁ ବିରୋଧ କରିଥିଲା। ଆଉ ଏବେ […]

YSR-Congress-may-be-offered-Post-of-Deputy-Speaker-in-Lok-Sabha

Manoranjan Sial
  • Published: Wednesday, 12 June 2019
  • Updated: 12 June 2019, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ବଢୁଛି ସସ୍‌ପେନ୍ସ। କାହାକୁ ମିଳିବ ଏହି ପଦ? ବିଜେଡି ନା ଓ୍ୱାଇଏସ୍‌ଆର୍‌ କଂଗ୍ରେସ୍। ଉଭୟ ଜଗନ ମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍‌ ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
ପୂର୍ବରୁ ବିଜେଡିକୁ ଉପ-ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ଶିବସେନା ଏହାକୁ ବିରୋଧ କରିଥିଲା। ଆଉ ଏବେ ଏହି ପଦ ଜଗନଙ୍କ YSR କଂଗ୍ରେସକୁ ମିଳିପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଲୋକସଭାରେ YSR ର ୨୨ ଜଣ ସାଂସଦ ଅଛନ୍ତି।

ଆନ୍ଧ୍ରପ୍ରଦେଶରେ ଟିଡିପି ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ ମୋଦିଙ୍କ ନିକଟତର ହୋଇଛନ୍ତି ଜଗନ। ତେଣୁ YSR କଂଗ୍ରେସକୁ ବିଜେପି ପ୍ରାଥମିକତା ଦେଉଥିବା କୁହାଯାଉଛି। ବିଜେପି ସାଂସଦ ଜିଭିଏଲ୍ ନରସିଂହା ରାଓ, ଏ ସଂପର୍କରେ ଜଗନଙ୍କ ସହ ଆଲୋଚନା କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଜଗନ ଏପର୍ଯ୍ୟନ୍ତ ନିଜ କାର୍ଡ ଖୋଲି ନାହାନ୍ତି।

କ୍ଷମତାକୁ ଫେରିବା ପରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନବୀନ। ତେବେ ସାକ୍ଷାତ ଆଲୋଚନାରେ ଉପବାଚସ୍ପତି ପ୍ରସଙ୍ଗ ଉଠି ନଥିବା କୁହାଯାଉଛି। ଏହି ପଦ ପାଇଁ ବିଜେଡିର ୬ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିକୁ ଅଫର୍‌ ଦିଆଯାଇଥିଲା। ଏଥିପାଇଁ ବିଜେଡି କିନ୍ତୁ ଗ୍ରୀନ ସିଗନାଲ୍ ଦେଇନଥିଲା। ତେବେ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ବେଶ ଟକରାଟକରି ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story