ନୂଆ ନୁହେଁ ଜିଏସ୍‌ଟି: ବିଶ୍ୱର ୧୬୦ ଦେଶରେ ଲାଗୁ ହୋଇଛି ଏକକ ଟିକସ ବ୍ୟବସ୍ଥା

ଦୀର୍ଘ ୧୭ ବର୍ଷର ଚେଷ୍ଟା ପରେ ଶେଷରେ ଲାଗୁ ହୋଇଛି ବହୁ ପ୍ରତିକ୍ଷିତ ଜିଏସଟି ବିଲ୍। ଗୋଟିଏ ବଜାର ଗୋଟିଏ କର ବ୍ୟବସ୍ଥାର ନାରା ନେଇ ଲାଗୁ ହୋଇଥିବା ଏହି ବିଲ ଦେଶର ଦୁଇ ଟ୍ରିଲିୟନ ଅର୍ଥବ୍ୟବସ୍ଥାକୁ ମଜବୁତ କରିବାରେ ସାହାଯ୍ୟ କରିବ। ତେବେ ଖାଲି ଭାରତ ନୁହେଁ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଲାଗୁ ହୋଇଛି ଏହି ଜିଏସଟି ବିଲ  ଭାରତ ପୂର୍ବରୁ କେଉଁ ଦେଶ ଗୁଡିକରେ ଏହି ବିଲ ଲାଗୁ ହୋଇଥିଲା ସେ ବିଷୟରେ […]

gst-essay

gst-essay

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 07:04 PM IST

Sports

Latest News

ଦୀର୍ଘ ୧୭ ବର୍ଷର ଚେଷ୍ଟା ପରେ ଶେଷରେ ଲାଗୁ ହୋଇଛି ବହୁ ପ୍ରତିକ୍ଷିତ ଜିଏସଟି ବିଲ୍। ଗୋଟିଏ ବଜାର ଗୋଟିଏ କର ବ୍ୟବସ୍ଥାର ନାରା ନେଇ ଲାଗୁ ହୋଇଥିବା ଏହି ବିଲ ଦେଶର ଦୁଇ ଟ୍ରିଲିୟନ ଅର୍ଥବ୍ୟବସ୍ଥାକୁ ମଜବୁତ କରିବାରେ ସାହାଯ୍ୟ କରିବ। ତେବେ ଖାଲି ଭାରତ ନୁହେଁ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଲାଗୁ ହୋଇଛି ଏହି ଜିଏସଟି ବିଲ  ଭାରତ ପୂର୍ବରୁ କେଉଁ ଦେଶ ଗୁଡିକରେ ଏହି ବିଲ ଲାଗୁ ହୋଇଥିଲା ସେ ବିଷୟରେ ଆସନ୍ତୁ ଜାଣିବା।

କାନାଡା-୧୯୯୧ ମସିହାରେ କାନାଡାରେ ପ୍ରଥମେ ଜିଏସଟି ବିଲ ଲାଗୁ ହୋଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ବ୍ରାଏନ ମିଲରୋନିଙ୍କ କାର୍ଯ୍ୟକାଳ ସମୟରେ ଏହି ବିଲ ଲାଗୁ କରାଯାଇଥିଲା। ଏଥିରେ ଖୁଚୁରା ବ୍ୟବସାୟୀମାନେ କ୍ଷତି ସହିବାରୁ ସେମାନେ ସେତେବେଳେ ଭେଣ୍ଡିଂ ମେସିନ ଭାଙ୍ଗିଦେଉଥିଲେ। ଦ୍ରବ୍ୟ ବିକ୍ରି କାଲାବେଳେ ଗ୍ରାହଙ୍କୁ ଏକ ଟିକେଟ ଦେଉଥିଲେ ସେଥିରେ ଲେଖାଥିଲା ଜିଏସଟି ପାଇଁ ଆମକୁ ଦାୟୀ କରନି।

ଅଷ୍ଟ୍ରେଲିଆ-୧୯୯୫ ମସିହାରେ ଅଷ୍ଟ୍ରେଲିଆରେ ଜିଏସଟି ବିଲ ଘୋଷଣା କରାଯାଇଥିଲା ଓ ବିଲ ଲାଗୁ କରିବାକୁ ୩ ବର୍ଷ ଲାଗିଯାଇଥିଲା। ପ୍ରଧାନମନ୍ତ୍ରୀ ଜନ ହାୱର୍ଡ  ୧୯୯୮ ରେ ଦ୍ରବ୍ୟ ଓ ସେବା ଉପରେ ୧୦ ପ୍ରତିଶତ ଟିକସ ଲଗାଇବାକୁ ଜନାଦେଶ ମାଗିଥିଲେ। ପରେ ୨୦୦୦ ରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେଲା।

ମାଲେସିଆ- ଏକକ ଟିକସ ବ୍ୟବସ୍ଥା ଜିଏସିଟି ବିଲ ମାଲେସିଆରେ ୨୦୧୫ରେ ଲାଗୁ ହୋଇଥିଲା। ପ୍ରଧାନମନ୍ତ୍ରୀ ନଜିବ ରଜାକ ୧ ଜୁଲାଇ ୨୦୧୫ ରେ ବିକ୍ରୟ ଓ ସେବା ଉପରେ ୬ ପ୍ରତିଶତ ଟିକସ ଲଗାଇଥିଲେ।

୧୯୫୪ ମସିହାରେ ଫ୍ରାନ୍ସ ପ୍ରଥମ କରି  ଜିଏସଟି ବିଲ ଲାଗୁ କରିଥିଲା। ପରେ ୧୯୯୪ ରେ ଚାଇନା ମଧ୍ୟ ଏହି ବିଲ ଲାଗୁ କରିଥିଲା। ଏପରି ୧୬୦ ଦେଶରେ ଏହି ଏକକ ଟିକସ ବ୍ୟବସ୍ଥା ଜିଏସଟି ବିଲ କାର୍ଯ୍ୟକାରୀ ହେଉଛି। ୨୦୧୮ ରେ ସାଉଦିଆରବ ଏହି ବିଲ୍ ଆଣିବା ପାଇଁ ଯୋଜନା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story