ବିଚିତ୍ର ରୋଗ: ଦୁଇବର୍ଷର ଝିଅ ଦିଶୁଛି ଗର୍ଭବତୀ ମହିଳା ପରି

ଆଜିକାଲି ମଣିଷ ଶରୀରରେ ଭୟଙ୍କର ରୋଗସବୁ ଦେଖାଦେଉଛି। ମା ପେଟରୁ ପିଲାମାନେ ଏମିତି ରୋଗ ନେଇ ଜନ୍ମ ହେଉଛନ୍ତି ଯାହା ବିଷୟରେ ଆମେ କେବେ ଶୁଣିନଥିବା। ଏମିତି କିଛି ମାରାତ୍ମକ ରୋଗରେ ଆକ୍ରନ୍ତ ପିଲଙ୍କୁ, ଜନ୍ମରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଏମିତି ଏକ ଭୟଙ୍କର ରୋଗ ହେଉଛି Polycystic Kidney Disease। ଏ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଆମେରିକାର ମ୍ୟାଡି ନାମ୍ନୀ ଶିଶୁ କନ୍ୟାଟିଏ। ମ୍ୟାଡି ଶରୀରର ଆକୃତି ଦେଖିଲେ ଲାଗିବ ସତେ […]

mady

mady

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 02:31 PM IST

Sports

Latest News

ଆଜିକାଲି ମଣିଷ ଶରୀରରେ ଭୟଙ୍କର ରୋଗସବୁ ଦେଖାଦେଉଛି। ମା ପେଟରୁ ପିଲାମାନେ ଏମିତି ରୋଗ ନେଇ ଜନ୍ମ ହେଉଛନ୍ତି ଯାହା ବିଷୟରେ ଆମେ କେବେ ଶୁଣିନଥିବା। ଏମିତି କିଛି ମାରାତ୍ମକ ରୋଗରେ ଆକ୍ରନ୍ତ ପିଲଙ୍କୁ, ଜନ୍ମରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଏମିତି ଏକ ଭୟଙ୍କର ରୋଗ ହେଉଛି Polycystic Kidney Disease। ଏ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଆମେରିକାର ମ୍ୟାଡି ନାମ୍ନୀ ଶିଶୁ କନ୍ୟାଟିଏ। ମ୍ୟାଡି ଶରୀରର ଆକୃତି ଦେଖିଲେ ଲାଗିବ ସତେ ଯେମିତି ସେ ଏବେ ଗର୍ଭବତୀ। ପେଟର ଆକାର ଆବଶ୍ୟକତାଠୁ ବହୁତ ବଡ, ଶରୀର କିନ୍ତୁ ଦୁର୍ବଳ।

ସୂଚନା ଅନୁଯାୟୀ ଜନ୍ମରୁ ମ୍ୟାଡି ଦୁର୍ବଳ ଥିଲା। ଧୀରେ ଧୀରେ ସେ ଆହୁରି ଅଧିକ ଦୁର୍ବଳ ହେଲା। ତା ସହ ପେଟ ଫୁଲିବାରେ ଲାଗିଲା। ଜନ୍ମର ୨୦ ସପ୍ତାହ ପରେ ମ୍ୟାଡି ଏକ ଗର୍ଭବତୀ ପରି ଦେଖାଗଲା। ଏହାଦେଖି ତା ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଏହା ଏକ ବଂଶଗତ ରୋଗ ବୋଲି ବିଚାର କଲେ ଓ ତା ବାପା ମାଆଙ୍କ ଶରୀରରୁ ତାକୁ ଏହି ରୋଗ ଆସିଥିବା ଜଣାଇଥିଲେ।

ଏହି ରୋଗର ନାଁ ହେଲା Polycystic Kidney Disease। ଏହି ବଂଶଗତ ରୋଗରେ ମ୍ୟାଡିର ବାପା ମାଆ ତାଙ୍କର ଆଉ ଗୋଟିଏ ପିଲାକୁ ବି ହରାଇଥିଲେ। ଏହି ରୋଗ ହେବା ଦ୍ୱାରା କିଡନିରେ କିଛି ତରଳ ପଦାର୍ଥ ଜମିଯାଏ। ଫଳରେ କିଡନି କାମ କରିବା ବନ୍ଦ କରି ଦେଇଥାଏ। ଏହାର ପ୍ରଭାବରେ ପେଟ ଫୁଲିବା ଆରମ୍ଭ କରିଥାଏ।

ମ୍ୟାଡିର ଏମିତି ଅବସ୍ଥା ଦେଖି ତା ବାପା ମାଆ ବହୁତ ଚିନ୍ତାରେ ପଡ଼ି ଯାଇଥିଲେ। ସେମାନଙ୍କୁ ଲାଗିଥିଲା ପୂର୍ବ ସନ୍ତାନ ପରି ସେମାନେ ମ୍ୟାଡିକୁ ବି ହରାଇବା ଏକପ୍ରକାର ନିଶ୍ଚିତ। ହେଲେ ଠିକ୍ ସମୟରେ ଚିକିତ୍ସା କରିବା ଦ୍ୱାରା ଏବେ ମ୍ୟାଡି ସୁସ୍ଥ ହୋଇଛି। ତାକୁ ବଞ୍ଚାଇ ରଖିବା ପାଇଁ ତା ବାପା ତାଙ୍କ କିଡନି ଦାନ କରିଥିଲେ। ମ୍ୟାଡି ଏବେ ଦୁଇବର୍ଷର ହୋଇଗଲାଣି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଗାମୀ ୨୫ ବର୍ଷ ଭିତରେ ତାର ଆଉ ଏକ ଟ୍ରାନ୍ସପ୍ଲାଣ୍ଟ କରାଇବା ପାଇଁ ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story