ଦିନକୁ ତିଆରି ହୁଏ ୩୦ କେଜି ଅଟାରେ ରୁଟି: ହୋଟେଲ୍ ନୁହେଁ ହସଖୁସିର ପରିବାର

ଖଣ୍ଡୱା: ଆଜି ବିଶ୍ୱ ପରିବାର ଦିବସ। ତେବେ ଆଜିର ଯୁବପିଢ଼ୀଙ୍କ ମୁହଁରେ ଆମେ ଦୁଇ ଆମର ଦୁଇର ନାରା। ସଂଯୁକ୍ତ ପରିବାରକୁ ବାଏ ବାଏ କରି ସମସ୍ତେ ଚାହୁଁଛନ୍ତି ନ୍ୟୁକ୍ଳିୟର ପରିବାର ଗଢିବାକୁ। ଫଳରେ ପରିବାରର ପରିଭାଷା ପରିବର୍ତ୍ତନ ହେବାରେ ଲାଗିଛି। ଧୀରେଧୀରେ ସଂକୀର୍ଣ୍ଣ ହୋଇ ଯାଉଛି ସଂପର୍କ ।  ବିଶ୍ୱ ପରିବାର ଦିବସ ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବାର ସମ୍ପର୍କରେ ଜଣାଇବୁ ଯେଉଁଠି ସମସ୍ତ ସଦସ୍ୟ ଏକାଠି ରୁହନ୍ତି । ଖଣ୍ଡୱାଠାରୁ […]

khandwa family

khandwa family

Rakesh Mallick
  • Published: Monday, 15 May 2017
  • Updated: 15 May 2017, 05:11 PM IST

Sports

Latest News

ଖଣ୍ଡୱା: ଆଜି ବିଶ୍ୱ ପରିବାର ଦିବସ। ତେବେ ଆଜିର ଯୁବପିଢ଼ୀଙ୍କ ମୁହଁରେ ଆମେ ଦୁଇ ଆମର ଦୁଇର ନାରା। ସଂଯୁକ୍ତ ପରିବାରକୁ ବାଏ ବାଏ କରି ସମସ୍ତେ ଚାହୁଁଛନ୍ତି ନ୍ୟୁକ୍ଳିୟର ପରିବାର ଗଢିବାକୁ। ଫଳରେ ପରିବାରର ପରିଭାଷା ପରିବର୍ତ୍ତନ ହେବାରେ ଲାଗିଛି। ଧୀରେଧୀରେ ସଂକୀର୍ଣ୍ଣ ହୋଇ ଯାଉଛି ସଂପର୍କ ।  ବିଶ୍ୱ ପରିବାର ଦିବସ ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବାର ସମ୍ପର୍କରେ ଜଣାଇବୁ ଯେଉଁଠି ସମସ୍ତ ସଦସ୍ୟ ଏକାଠି ରୁହନ୍ତି । ଖଣ୍ଡୱାଠାରୁ ୩୫ କିଲୋମିଟର ଦୂର ଲାଲମାଟି ଗାଁରେ ଥିବା ବାରେଲା ପରିବାର। ଯାହାର ସଦସ୍ୟ ସଂଖ୍ୟା ୮୭।

ବିରାଟ ଚାଷୀ ପରିବାର। ମନକୁ ମନ ମିଶାଇ ପରିବାର ସଦସ୍ୟ ଏକାଠି ହୋଇ ରହିଛି ପିଢୀ ପରେ ପିଢୀ।  ଏହି ସଂଯୁକ୍ତ ପରିବାର ମୁଖ୍ୟ ହେଉଛନ୍ତି ୭୫ ବର୍ଷୀୟ ମେଲାଦୀବାଇ ବାରେଲା। ମେଲାଦୀବାଇଙ୍କ ୯ ପୁଅ, ୩୯ ଜଣ ନାତି-ନାତୁଣୀ, ୨୩ ଜଣ ଅଣ ନାତି-ନାତୁଣୀ ଓ ୧୫ ଜଣ ବୋହୂ।  ତିନି ତିନିଟି ପିଢ଼ୀର ଦାୟିତ୍ୱ ତୁଲାଇଛନ୍ତି ମେଲଦୀବାଇ। ଏହି ପରିବାର ସବୁଠାରୁ ଛୋଟ ସଦସ୍ୟର ବୟସ ୫ ମାସ।

ଆଦିବାସୀ ସମ୍ପ୍ରଦାୟର ଏହି  ପରିବାର ମୁଖିଆ କେବେ ତାରିଖର ହିସାବ ରଖନ୍ତି ନାହିଁ। ୯ ପୁଅ ଓ ୯ ଝିଅଙ୍କ ଦାୟିତ୍ୱ ନେବା ଭିତରେ ତାଙ୍କ ପରିବାର ଏତେବ ଡ଼ ହୋଇଯିବ ବୋଲି ସେ କେବେ ଭାବି ନଥିଲେ। ପ୍ରାୟ ୧୫ ବର୍ଷ ପୂର୍ବରୁ ମେଲାଦୀବାଇଙ୍କ ପତି ନରେନ୍ଦ୍ର ବାରେଲା ପ୍ରାଣ ହରାଇବା ପରେ ସେ ପରିବାରର ସମସ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି।

ମେଲାଦୀବାଇଙ୍କ ରୋଷେଇ ଘରେ ପ୍ରତିଦିନ ୩ ଜଣ ବୋହୂଙ୍କ ଡ୍ୟୁଟି ପଡିଥାଏ। ଏକାଥରକରେ ୩୦ କିଲୋ ଅଟାର ରୁଟି ପ୍ରସ୍ତୁତ କରାଯାଏ। ଏହାସହ ୧୨ରୁ ୧୩ କିଲୋଗ୍ରାମ୍‌ ପନିପରିବାକୁ ନେଇ ପ୍ରସ୍ତୁତ ହୋଇଥାଏ ତରକାରୀ । ସକାଳ ୫ଟାରୁ ମେଲାଦୀବାଇଙ୍କ ରୋଷେଇଘରୁ ସୁସ୍ୱାଦ ଖାଦ୍ୟର ବାସ୍ନା ଆସିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story