ଭାଗ୍ୟବାନ ଶିଶୁ: ବିମାନରେ ଜନ୍ମ, ଆଜୀବନ ମାଗଣା ଯାତ୍ରା ପାଇଁ ମିଳିଲା ପାସ୍

ମୁମ୍ବାଇ: ମେଡିକାଲ କି ଘରେ ନୁହେଁ ଉଡନ୍ତା ବିମାନରେ ଜନ୍ମ ନେଇଛି ଏକ ନବଜାତ ଶିଶୁ । ଜନ୍ମ ହେବାପରେ ଶିଶୁ ପାଇଁ ମାଗଣାରେ ବିମାନ ଯାତ୍ରା କରିବା ପାଇଁ ଘୋଷଣା କରିଛି ଏୟାର ଏଜେନ୍ସି। ସୂଚନା ଅନୁଯାୟୀ, ଗତ ଶନିବାର ଜଣେ ଗର୍ଭବତୀ ବିମାନରେ ସାଉଦିଆରବରୁ କୋଚି ଆସୁଥିଲେ। ହଠାତ ଫ୍ଳାଇଟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା। ଜରୁରୀକାଳିନ ପରିସ୍ଥିତି ଦେଖାଇ ବିମାନଟିକୁ ମୁମ୍ବାଇରେ ଲ୍ୟାଣ୍ଡ କରାଯାଉଥିବା ସମୟରେ ମହିଳା ଜଣଙ୍କ 30,000 ଫୁଟ […]

baby-stry_647_061817081938

baby-stry_647_061817081938

Rakesh Mallick
  • Published: Monday, 19 June 2017
  • Updated: 19 June 2017, 03:42 PM IST

Sports

Latest News

ମୁମ୍ବାଇ: ମେଡିକାଲ କି ଘରେ ନୁହେଁ ଉଡନ୍ତା ବିମାନରେ ଜନ୍ମ ନେଇଛି ଏକ ନବଜାତ ଶିଶୁ । ଜନ୍ମ ହେବାପରେ ଶିଶୁ ପାଇଁ ମାଗଣାରେ ବିମାନ ଯାତ୍ରା କରିବା ପାଇଁ ଘୋଷଣା କରିଛି ଏୟାର ଏଜେନ୍ସି।

ସୂଚନା ଅନୁଯାୟୀ, ଗତ ଶନିବାର ଜଣେ ଗର୍ଭବତୀ ବିମାନରେ ସାଉଦିଆରବରୁ କୋଚି ଆସୁଥିଲେ। ହଠାତ ଫ୍ଳାଇଟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା। ଜରୁରୀକାଳିନ ପରିସ୍ଥିତି ଦେଖାଇ ବିମାନଟିକୁ ମୁମ୍ବାଇରେ ଲ୍ୟାଣ୍ଡ କରାଯାଉଥିବା ସମୟରେ ମହିଳା ଜଣଙ୍କ 30,000 ଫୁଟ ଉଚ୍ଚରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ବିମାନରେ ଉପସ୍ଥିତ ଚିକିତ୍ସକଙ୍କ ସାହାର୍ଯ୍ୟରେ ଶିଶୁଟିର ଜନ୍ମ ହୋଇଥିଲା। ଶିଶୁଟିର ଜନ୍ମକୁ ନେଇ ସମସ୍ତ ଯାତ୍ରୀ ଖୁସିଥିବା ବେଳେ ପ୍ରଥମ ଥର ସେହି ପ୍ଲେନରେ କୌଣସି ଶିଶୁ ଜନ୍ମ ନେଇଥିବାରୁ ଏୟାରଲାଇନ୍ସ ତରଫରୁ ସେହି ନବଜାତ ଶିଶୁକୁ ଜୀବନକାଳ ପାଇଁ ମାଗଣାରେ ଯାତ୍ରା କରିବା ପାଇଁ ପାସ୍‌ ପ୍ରଦାନ କରିଥିଲେ। ପରେ ବିମାନଟି ନିର୍ଦ୍ଧାରିତ ସମୟ ଠାରୁ ୯୦ ମିନିଟ୍‌ ବିଳମ୍ବରେ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story