ହ୍ରଦ ଭିତରେ ନିଆରା ହାଟ: ଦୌଡ଼ି ବନ୍ଧାଯାଇ ନିର୍ଦ୍ଧାରଣ ହୁଏ ଦୁଇ ଦେଶର ସୀମା

କେବେ ବିଦେଶୀ ମୁଦ୍ରା ଦେଇ ନିକଟସ୍ଥ ହାଟରେ ସଉଦା କିଣିଛନ୍ତି କି ? ବିଦେଶୀ ମୁଦ୍ରା ନେଇ ହାଟକୁ ଗଲେ ସଉଦା ତ ମିଳିବ ନି ଲୋକେ ଆପଣଙ୍କୁ ପାଗଳ କହିବେ। ହେଲେ କେବେ ଭାବିଛନ୍ତି ଏମିତି ହାଟ ଥିବ ଯେଉଁଠି ଦୁଇ ଦେଶର ମୁଦ୍ରା ଚଳୁଥିବ। ଏପରି ଏକ ହାଟ ସମ୍ପର୍କରେ ଆମେ କହିବାକୁ ଯାଉଛି, ଯେଉଁଠି ସଉଦା ଦେଇ ଦୋକାନୀ ବିଦେଶୀ ମୁଦ୍ରା ମଧ୍ୟ ନେଇଥାନ୍ତି। ସବୁଠାରୁ ମଜାଦାର କଥା ହେଲା ଏହି ହାଟଟି […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 09:51 AM IST

Sports

Latest News

କେବେ ବିଦେଶୀ ମୁଦ୍ରା ଦେଇ ନିକଟସ୍ଥ ହାଟରେ ସଉଦା କିଣିଛନ୍ତି କି ? ବିଦେଶୀ ମୁଦ୍ରା ନେଇ ହାଟକୁ ଗଲେ ସଉଦା ତ ମିଳିବ ନି ଲୋକେ ଆପଣଙ୍କୁ ପାଗଳ କହିବେ। ହେଲେ କେବେ ଭାବିଛନ୍ତି ଏମିତି ହାଟ ଥିବ ଯେଉଁଠି ଦୁଇ ଦେଶର ମୁଦ୍ରା ଚଳୁଥିବ। ଏପରି ଏକ ହାଟ ସମ୍ପର୍କରେ ଆମେ କହିବାକୁ ଯାଉଛି, ଯେଉଁଠି ସଉଦା ଦେଇ ଦୋକାନୀ ବିଦେଶୀ ମୁଦ୍ରା ମଧ୍ୟ ନେଇଥାନ୍ତି। ସବୁଠାରୁ ମଜାଦାର କଥା ହେଲା ଏହି ହାଟଟି ଏକ ହ୍ରଦ ମଧ୍ୟରେ ବସିଥାଏ ଓ ଦୌଡି ଟଣା ଯାଇ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରାଯାଇଥାଏ। ଆମେ କହୁଛୁ ଭାରତ, ବାଂଲାଦେଶ ସୀମାରେ ବସୁଥିବା ଏହି ହାଟ ସମ୍ପର୍କରେ। ଆସନ୍ତୁ ଜାଣିବା ଏହି ନିଆରା ହାଟ ସମ୍ପର୍କରେ କିଛି ମଜାଦାର କଥା।

ମେଘାଳୟର ସିଲଙ୍ଗ ଠାରୁ ୮୦ କିମି ଦୂରରେ ରହିଛି ଡାୱକୀ ହ୍ରଦ। ଭାରତ ଓ ବାଂଲାଦେଶ  ସୀମାରେ ଏହା ରହିଛି। ବର୍ଷର କିଛି ମାସ ଏହି ହ୍ରଦଟି ସମ୍ପୂର୍ଣ୍ଣ ଶୁଖିଯାଏ। ଏହି ସମୟରେ ବିଏସ୍‌ଏଫ୍‌ ଯବାନ ଦୌଡି ବାନ୍ଧି ଭାରତୀୟ ସୀମା ଚିହ୍ନଟ କରିଥାନ୍ତି। ପରେ ଦୁଇ ଦେଶର ସ୍ଥାନୀୟ ଲୋକେ ପରସ୍ପର ସୀମାରେ ହାଟ ବସାନ୍ତି। ଏହି ହାଟରେ ଉଭୟ ଦେଶର ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଇଥାଏ। ହାଟର ମହତ୍ୱ ବଢ଼ିବା ସହ ଏବେ ଦୁଇ ଦେଶକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏହାକୁ ଦେଖିବାକୁ ଭିଡ ଜମାଉଛନ୍ତି।

b3

ମଜାଦାର କଥା ହେଲା ହାଟରେ ଦୁଇ ଦେଶର ଜିନିଷ ବିକ୍ରି ହୋଇଥାଏ ଓ ଦୁଇ ଦେଶର ମୁଦ୍ରା ଚଳିଥାଏ। ହେଲେ କୌଣସି ଲୋକ ଦୌଡ଼ି ବନ୍ଧା ସୀମା ଡେଇଁ ଆରପାରିକୁ ଯାଇ ନଥାନ୍ତି। ଏହା ଉପରେ ଦୁଇ ଦେଶର ଯବାନଙ୍କ ତୀକ୍ଷ୍ଣ ନଜର ରହିଥାଏ।

ସ୍ଥାନୀୟ ବେପାରୀଙ୍କ କହିବା ଅନୁସାରେ, ହାଟରେ ଦୁଇ ଦେଶର ମୁଦ୍ରାରେ କାରବାର ହୋଇଥାଏ। ହାଟ ସରିବା ପରେ ବେପାରୀମାନେ ନିଜ ମଧ୍ୟରେ ବୁଝାମଣା କରି ଟଙ୍କା ଅଦଳବଦଳ କରିଥାନ୍ତି। ଭାରତୀୟ ବେପାରୀ ବାଂଲାଦେଶୀ ବେପାରୀଙ୍କୁ ତାଙ୍କ ଦେଶର ମୁଦ୍ରା ଦେଇ ସେମାନଙ୍କ ପାଖରୁ ଭାରତୀୟ ମୁଦ୍ରା ନେଇ ଆସିଥାନ୍ତି।

ସୀମାକୁ ନେଇ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ୍‌କୁ ଭାରତ ମୁକାବିଲା କରୁଥିବା ବେଳେ ଅନ୍ୟ ଏକ ପଡୋଶୀ ସହ ଏପରି ହାଟ ଭାଇଚାରାର ପ୍ରତୀକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story