ମଣିଷ ମୃତ୍ୟୁପରେ କାହିଁକି ଗଙ୍ଗାରେ କରାଯାଏ ଅସ୍ଥି ବିସର୍ଜନ: ଜାଣନ୍ତୁ ଏହାର ରହସ୍ୟ

ସନାତନ ଧର୍ମ ଅନୁସାରେ ମୃତ୍ୟୁ ପରେ ମଣିଷର ଅସ୍ଥିକୁ ନଦୀରେ ବିସର୍ଜନ କରିବାର ପରମ୍ପରା ରହିଛି।  ଏହାର ଅନେକ କାରଣ ରହିଛି। ଏଥିପାଇଁ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରାଯିବାର ପ୍ରଥା ରହିଛି। ଗଙ୍ଗା ନଦୀ ହେଉଛି ପତିତ ପାବନି ନଦୀ। ପୁରାଣ ଅନୁଯାୟୀ ଗଙ୍ଗା ନଦୀ ପ୍ରଥମେ ସ୍ୱର୍ଗରେ ବହୁଥିଲା। ଭଗୀରଥ ତାଙ୍କ ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗା ନଦୀକୁ ମର୍ତ୍ତ୍ୟକୁ ଆଣିଥିଲେ। ପରେ  ଗଙ୍ଗା ନଦୀର ଜଳରେ ସ୍ନାନ କରି ତାଙ୍କ […]

banner

banner

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 08:24 PM IST

Sports

Latest News

ସନାତନ ଧର୍ମ ଅନୁସାରେ ମୃତ୍ୟୁ ପରେ ମଣିଷର ଅସ୍ଥିକୁ ନଦୀରେ ବିସର୍ଜନ କରିବାର ପରମ୍ପରା ରହିଛି।  ଏହାର ଅନେକ କାରଣ ରହିଛି। ଏଥିପାଇଁ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରାଯିବାର ପ୍ରଥା ରହିଛି। ଗଙ୍ଗା ନଦୀ ହେଉଛି ପତିତ ପାବନି ନଦୀ। ପୁରାଣ ଅନୁଯାୟୀ ଗଙ୍ଗା ନଦୀ ପ୍ରଥମେ ସ୍ୱର୍ଗରେ ବହୁଥିଲା। ଭଗୀରଥ ତାଙ୍କ ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗା ନଦୀକୁ ମର୍ତ୍ତ୍ୟକୁ ଆଣିଥିଲେ। ପରେ  ଗଙ୍ଗା ନଦୀର ଜଳରେ ସ୍ନାନ କରି ତାଙ୍କ ପୂର୍ବ ପୁରୁଷ କୁମ୍ବିପାକ ନର୍କରୁ ଉଦ୍ଧାର ପାଇଥିଲେ। ଗଙ୍ଗା ନଦୀ ମହାଦେବଙ୍କ ଜଟାରୁ ବାହାରିଥିବାରୁ ଏହା ପବିତ୍ର ନଦୀ ରୂପେ ପୁରାଣରେ ବର୍ଣ୍ଣିତ। ଏହି ନଦୀରେ ଅସ୍ଥି ବିସର୍ଜନ କଲେ ମିଣିଷର ଆତ୍ମାକୁ ଅତି ସହଜରେ ଅନ୍ୟ ଏକ ଶରୀର ମିଳିଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story