ସେନାରେ ଥାଇ ସ୍ୱାମୀ ଚାଲିଗଲେ, ଗର୍ଭାବସ୍ଥାରେ ଶାଶୂଘରୁ ଗୋଇଠା ଖାଇଲେ, ଏବେ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ

ନୂଆଦିଲ୍ଲୀ:ଜୀବନରେ ଅନେକ ଝଡ଼ ଝଞ୍ଜା ଆସେ। ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼େ । ତା’ ବୋଲି ବିପଦକୁ ଡରି ଆମେ କଣ ଜୀବନ ଜିଇଁବା ଛାଡ଼ିଦେବା? ଠିକ୍ ଏମିତି ଏକ ଝଡ଼ ଆସିଥିଲା ଭାରତୀୟ ସେନାର ମହିଳା ଲ୍ୟୁଟନାଣ୍ଟ, ନିଧି ଦୁବେଙ୍କ ଜୀବନରେ। ମାତ୍ର ୨୦ ବର୍ଷ ବୟସରେ ନିଧି ବିବାହ କରିଥିଲେ ସେନାରେ ଯବାନ ମୁକେଶ କୁମାର ଦୁବେଙ୍କୁ । କିଛିଦିନ ଭଲରେ ଚାଲିଥିଲା ସେମାନଙ୍କ ବୈବାହିକ ଜୀବନ। ଶ୍ୱଶୁର ଘରେ ହସ ଖୁସିରେ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 08:38 PM IST

Sports

Latest News

ନୂଆଦିଲ୍ଲୀ:ଜୀବନରେ ଅନେକ ଝଡ଼ ଝଞ୍ଜା ଆସେ। ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼େ । ତା’ ବୋଲି ବିପଦକୁ ଡରି ଆମେ କଣ ଜୀବନ ଜିଇଁବା ଛାଡ଼ିଦେବା? ଠିକ୍ ଏମିତି ଏକ ଝଡ଼ ଆସିଥିଲା ଭାରତୀୟ ସେନାର ମହିଳା ଲ୍ୟୁଟନାଣ୍ଟ, ନିଧି ଦୁବେଙ୍କ ଜୀବନରେ। ମାତ୍ର ୨୦ ବର୍ଷ ବୟସରେ ନିଧି ବିବାହ କରିଥିଲେ ସେନାରେ ଯବାନ ମୁକେଶ କୁମାର ଦୁବେଙ୍କୁ । କିଛିଦିନ ଭଲରେ ଚାଲିଥିଲା ସେମାନଙ୍କ ବୈବାହିକ ଜୀବନ। ଶ୍ୱଶୁର ଘରେ ହସ ଖୁସିରେ ନିଧିଙ୍କ ଦିନ ବିତି ଯାଉଥିଲା। ହେଲେ ବିବାହର ବର୍ଷକ ପରେ ହଠାତ୍ ତାଙ୍କ ଜୀବନରେ ମାଡ଼ି ଆସିଲା ଅଦିନ ଝଡ଼ । ସେନାରୁ ଖବର ଆସିଲା, ଯବାନ ମୁକେଶ କୁମାର ଆଉ ଏ ଦୁନିଆରେ ନାହାଁନ୍ତି। ଦେଶ ପାଇଁ ଲଢ଼ି ସହିଦ ହୋଇଯାଇଛନ୍ତି। ସେତେବେଳକୁ ୪ ମାସର ଗର୍ଭବତୀ ଥିଲେ ନିଧି। ଖବର ଶୁଣି ସ୍ତବ୍ଧ ହୋଇଗଲେ ସେ। ଅଦିନିଆ ଝଡ଼ଟା ଉଜାଡ଼ି ଦେଲା ତାଙ୍କ ହସଖୁସିର ପରିବାର। ବିଧି ଏପରି ବାମ ହେବ ତାହା କିଏ ଜାଣିଥିଲା , କିଏ ଜାଣିଥିଲା ବିଧାତା ଏଭଳି ନିଷ୍ଠୁର ଖେଳ ଖେଳିବ ବୋଲି।

ସ୍ୱାମୀଙ୍କ ମୃତ୍ୟୁ ପରେ ଏକା ହୋଇଗଲେ ନିଧି। ଦିନକୁ ଦିନ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ବଢ଼ି ଚାଲିଥିଲା।  ଗର୍ଭବତୀ ଅବସ୍ଥାରେ ଶ୍ୱଶୁର ଘର ଲୋକେ ତାଙ୍କୁ ଗୋଇଠା ବିଧା ମାରି ଘରୁ ବାହାର କରିଦେଲେ। କର୍ମକୁ ଆଦରି ଶ୍ୱଶୁର ଘର ଛାଡ଼ି ବାପ ଘର ଚାଲିଆସିଲେ ସେ। ହେଲେ ବିଷାଦର ଛାୟା ତାଙ୍କ ପାଖ ଛାଡ଼ୁନଥିଲା।  କିଛି ମାସ ପରେ ନିଧି ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ବାସ୍ ଏହିଠାରୁ ହିଁ ଦମ୍ଭ ଧିରିଥିଲେ ନିଧି । ଦୁର୍ବଳ ନ ହୋଇ, ଜୀବନ ଯୁଦ୍ଧରେ ହାର ନ ମାନି ସେନାରେ ଯୋଗ ଦେବାକୁ ସ୍ଥିର କଲେ। ଛୋଟ ପୁଅକୁ ବାପ ଘରେ ଛାଡ଼ି ଇଣ୍ଡୋର ଚାଲିଗଲେ ନିଧି। ସେଠାରେ ସେ ଏମବିଏ ପଢ଼ିବା ସହିତ ଏକ ନାମୀ କମ୍ପାନୀରେ ଚାକିରି ମଧ୍ୟ କଲେ। ସ୍ୱାମୀଙ୍କ ବରିଷ୍ଠ ସହକର୍ମୀଙ୍କ ଉପଦେଶ କ୍ରମେ ସଶସ୍ତ୍ର ସୀମା ବଳ (ଏସଏସବି) ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କଲେ। ହେଲେ ଏଥିପାଇଁ ସାଧାରଣ ବୟସ ସୀମା ୨୦-୨୫ ବର୍ଷ ଥିଲା। ଆର୍ମି ଏକାଡେମୀ ନିୟମ ଅନୁସାରେ ଯବାନଙ୍କ ବିଧବା ପତ୍ନୀ ହୋଇଥିବାରୁ ନିୟମରେ କୋହଳ କରାଯାଇ ସେନା ଏକାଡେମୀରେ ନିଜର  ନାମ ଲେଖାଇ ଟ୍ରେନିଂ ଆରମ୍ଭ କରିଦେଇଥିଲେ। ସକାଳ ୪ରୁ ଉଠି ପ୍ରତିଦିନ ୫ କିମି ଦୌଡ଼ୁଥିଲେ। ଫାଙ୍କା ସମୟରେ ସେ ଆର୍ମି ସ୍କୁଲରେ ପାଠ ପଢ଼ାଉଥିଲେ। ଆଉ ରାତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ଶେଷରେ ନିଧିଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଲା । ଏସଏସବି ପରୀକ୍ଷାରେ  ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ପାଇଁ ଚେନ୍ନାଇ ଚାଲିଗଲେ।  ଟ୍ରେନି ସାରି ସେନାରେ ଯୋଗଦେଲେ ସେ । ସବୁକିଛି ତ୍ୟାଗ କରି ନିଧି ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ପରିଶ୍ରମ କରିଥିଲେ ତାହା ସଫଳ ହେଲା। ବର୍ତ୍ତମାନ ସେ ଭାରତାୟ ସେନାରେ ସହକାରୀ ସେନାଧ୍ୟକ୍ଷ ଭାବରେ ଚାକିର କରୁଛନ୍ତି।

ନିଧିଙ୍କ ଜୀବନ କାହାଣୀ ଭାରତୀୟ ଝିଅଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏଥିରୁ ଜଣାପଡ଼ୁଛି ଯେ, ଜୀବନ ସବୁବେଳେ ସହଜ ହୋଇନପାରେ।  କିନ୍ତୁ ତା ଅର୍ଥ ନୁହେଁ ଯେ ଜୀବନରେ ସଫଳତା କେବେ ମିଳିବନି ,  ସେ ସବୁ ବିଚାର ନ କରି, ଲକ୍ଷ୍ୟପ୍ରାପ୍ତି ପାଇଁ ଅବିରତ ଚେଷ୍ଟା ଜାରି ରଖିଲେ, ସଫଳତା ମିଳିବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story