ବୟସ ୧୬, ମାସିକ ଦରମା ୧୨ ଲକ୍ଷ

ନୂଆଦିଲ୍ଲୀ: ବୟସ ମାତ୍ର ୧୬। କିନ୍ତୁ ଦରମା ପାଇବେ ୧୨ ଲକ୍ଷ। ତାହା ପୁଣି ବାର୍ଷିକ ନୁହେଁ, ମାସିକ। ଏଭଳି ସୌଭାଗ୍ୟ ପାଇଥିବା ବାଳକ ଜଣଙ୍କ ହେଉଛନ୍ତି ଚଣ୍ଡିଗଡ଼ର ହର୍ଷିତ ଶର୍ମା। ତାଙ୍କୁ ଏ ସୁଯୋଗ ଦେଇଛି ‘ଗୁଗଲ’। ଆଇକନ୍ ଡିଜାଇନ୍ କରିବା ପାଇଁ ଗୁଗଲ ତାଙ୍କୁ ଚୟନ କରିଛି। ହର୍ଷିତ ଏ ବର୍ଷ ସରକାରୀ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଛନ୍ତି। ଅଗଷ୍ଟରେ ସେ ଆମେରିକା ଯିବେ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ […]

harshita

harshita

Rakesh Mallick
  • Published: Monday, 31 July 2017
  • Updated: 31 July 2017, 02:46 PM IST

Sports

Latest News

ନୂଆଦିଲ୍ଲୀ: ବୟସ ମାତ୍ର ୧୬। କିନ୍ତୁ ଦରମା ପାଇବେ ୧୨ ଲକ୍ଷ। ତାହା ପୁଣି ବାର୍ଷିକ ନୁହେଁ, ମାସିକ। ଏଭଳି ସୌଭାଗ୍ୟ ପାଇଥିବା ବାଳକ ଜଣଙ୍କ ହେଉଛନ୍ତି ଚଣ୍ଡିଗଡ଼ର ହର୍ଷିତ ଶର୍ମା। ତାଙ୍କୁ ଏ ସୁଯୋଗ ଦେଇଛି ‘ଗୁଗଲ’। ଆଇକନ୍ ଡିଜାଇନ୍ କରିବା ପାଇଁ ଗୁଗଲ ତାଙ୍କୁ ଚୟନ କରିଛି। ହର୍ଷିତ ଏ ବର୍ଷ ସରକାରୀ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଛନ୍ତି। ଅଗଷ୍ଟରେ ସେ ଆମେରିକା ଯିବେ।

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ ହୋଇଥିବା ହର୍ଷିତଙ୍କୁ ଗୁଗଲ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବ। ପ୍ରଶିକ୍ଷଣ ସମୟରେ ତାଙ୍କର ମାସିକ ଦରମା ୪ ଲକ୍ଷ ଟଙ୍କା ହେବ। ପ୍ରଶିକ୍ଷଣ ଶେଷ ହେବା ପରେ ଗୁଗଲ ତାଙ୍କୁ ମାସିକ ୧୨ ଲକ୍ଷ ଟଙ୍କା ଦେବ।  ଏହି ସୂଚନା ସରକାରୀ ଅଧିକାରୀ ଦ୍ୱାରା ଜାରି କରାଯାଇଛି। ହର୍ଷିତଙ୍କୁ ଅଗଷ୍ଟ ମାସରେ ଜଏନ୍ କରିବାକୁ ଗୁଗଲ କହିଛି।

ହର୍ଷିତ କହିଛନ୍ତି,“ ମୁଁ ଦିନେ ଅନ୍ ଲାଇନରେ ଚାକିରି ସର୍ଚ୍ଚ କରୁଥିଲି। ଏହି ଚାକିରି ପାଇଁ ମୁଁ ମେ’ ମାସରେ ଆବେଦନ କରିଥିଲି। ଏହାସହିତ ଅନଲାଇନ୍‌ରେ ମଧ୍ୟ ଇଣ୍ଟଭ୍ୟୁ ହୋଇଥିଲା। ଗତ ୧୦ ବର୍ଷ ହେବ ଗ୍ରାଫିକ୍ ଡିଜାଇନର ପ୍ରତି ମୋର ଦୁର୍ବଳତା ଥିଲା। ମୁଁ ଯେଉଁ ପୋଷ୍ଟରକୁ ଡିଜାଇନ୍ କରିଥିଲି, ତାହାର ଆଧାରରେ ମୋତେ ଚୟନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story