ଚୋରି ବାଇକ୍‌ କିମ୍ବା କାରକୁ ଧରିବା ପାଇଁ ଆସିଲା ଫର୍ମୁଲା: ହଜିଗଲେ ଆପ୍‌ କରିବ ଟ୍ରାକ୍‌

<p>ନୂଆଦିଲ୍ଲୀ: ଏଣିକି ଯଦି କାହାର ବାଇକ୍&zwnj; କିମ୍ବା କାର ଚୋରି ହୁଏ ତେବେ ଚିନ୍ତା କରିବାର ବିଶେଷ କାରଣ ନାହିଁ। କାରଣ ଚୋରି ଧରିବାର ଫର୍ମୁଲା ଆସିଯାଇଛି। ଅର୍ଥାତ ଚୋରି ହୋଇଥିବା ବାଇକ୍&zwnj; ଏବଂ କାର ଧରାପଡ଼ିଯିବ। &nbsp;ଏହି ଚୋରି ଧରିବାର କୌଶଳକୁ ଏବେ ଆବିଷ୍କାର କରାଯାଇଛି।&nbsp; ଏଥିପାଇଁ ଏକ ଡିଭାଇସ୍ ଉଦ୍ଭାବନ୍ କରାଯାଥିବା ବେଳେ ଏହାକୁ&nbsp; ସହଯୋଗ କରିବାକୁ ଏକ ଆପ୍&zwnj; ଡେଭଲପ୍ କରାଯାଇଛି। କାଲିଫର୍ଣ୍ଣିଆର ଏକ ଷ୍ଟାଟ ଅପ୍&zwnj; କମ୍ପାନୀ ପକ୍ଷରୁ ଏହି ଡିଭାଇସ୍&zwnj;କୁ ଉଦ୍ଭାବନ କରାଯାଇଛି। &nbsp;ଏହି ଡିଭାଇସ୍&zwnj;ଟି ଏକ କଏନ ଆକାରର ହୋଇଥିବା ବେଳେ ଏହା ଆପଣଙ୍କ ସ୍ମାର୍ଟଫୋନ୍&zwnj; ସହ କାମ କରିବ।</p> <p>ଏହାକୁ ଉପଯୋଗ କରି ଆପଣ ଯେକୌଣସି ଜିନିଶକୁ ଟ୍ରାକ୍&zwnj; କରିପାରିବେ। ଏହାକୁ ବ୍ୟବହାର କରିବା ଅତିସହଜ। ପ୍ରଥମେ ଆପଣଙ୍କ ସ୍ମାର୍ଟ ଫୋନ୍&zwnj;ରେ ଟ୍ରାକ୍&zwnj;ର ଆପ୍&zwnj;କୁ ଡାଉନ୍&zwnj;ଲୋଡ଼ କରନ୍ତୁ । ପରେ ଉପରୋକ୍ତ ଡିଭାଇସ୍&zwnj;କୁ &nbsp;&nbsp;ଆପଣ&nbsp; କାର କିମ୍ବା ବାଇକ୍&zwnj;ରେ ଗୁପ୍ତଭାବେ ସେଟିଂ କରିପାରିବେ। ପରେ ଏହି ସ୍ମାର୍ଟ ଫୋନ୍&zwnj;ର ଆପ୍&zwnj; ମାଧ୍ୟମରେ ଟ୍ରାକ୍&zwnj; କରିପାରିବେ। ତେବେ ଏହି ଡିଭାଇସ୍&zwnj;ର ମୂଲ୍ୟ ବି ବେଶି ନୁହେଁ। ମାତ ୨୯ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ &nbsp;୧୮୬୦ ଟଙ୍କାରେ ଏହି ଡିଭାଇସ୍&zwnj; ଉପଲବ୍ଧ ହେଉଛି। ଯଦି କେହି&nbsp; ଏହି ଟ୍ରାକର କିଣିବା ପାଇଁ ଚାହୁଁଚନ୍ତି ସେମାନେ ଏହି ୱେବସାଇଟରେ ଯାଇ &nbsp;&lt;strong&gt;&lt;a href=&quot;http://smartdevicetrends.com/detailstrackrtextlinkscar.html?s1=ndtv--WW-TB-Car-WHNow+You+Can+Track+Your+Car+Using+Your+Smartphone&quot;&gt;company&#039;s website&lt;/a&gt;&lt;/strong&gt; ସବ୍&zwnj;ସ୍କ୍ରାଇବ୍&zwnj; କରିପାରିବେ।</p>

Ordigital Desk
  • Published: Sunday, 30 July 2017
  • Updated: 30 July 2017, 09:48 PM IST

Sports

Latest News

<p>ନୂଆଦିଲ୍ଲୀ: ଏଣିକି ଯଦି କାହାର ବାଇକ୍&zwnj; କିମ୍ବା କାର ଚୋରି ହୁଏ ତେବେ ଚିନ୍ତା କରିବାର ବିଶେଷ କାରଣ ନାହିଁ। କାରଣ ଚୋରି ଧରିବାର ଫର୍ମୁଲା ଆସିଯାଇଛି। ଅର୍ଥାତ ଚୋରି ହୋଇଥିବା ବାଇକ୍&zwnj; ଏବଂ କାର ଧରାପଡ଼ିଯିବ। &nbsp;ଏହି ଚୋରି ଧରିବାର କୌଶଳକୁ ଏବେ ଆବିଷ୍କାର କରାଯାଇଛି।&nbsp; ଏଥିପାଇଁ ଏକ ଡିଭାଇସ୍ ଉଦ୍ଭାବନ୍ କରାଯାଥିବା ବେଳେ ଏହାକୁ&nbsp; ସହଯୋଗ କରିବାକୁ ଏକ ଆପ୍&zwnj; ଡେଭଲପ୍ କରାଯାଇଛି। କାଲିଫର୍ଣ୍ଣିଆର ଏକ ଷ୍ଟାଟ ଅପ୍&zwnj; କମ୍ପାନୀ ପକ୍ଷରୁ ଏହି ଡିଭାଇସ୍&zwnj;କୁ ଉଦ୍ଭାବନ କରାଯାଇଛି। &nbsp;ଏହି ଡିଭାଇସ୍&zwnj;ଟି ଏକ କଏନ ଆକାରର ହୋଇଥିବା ବେଳେ ଏହା ଆପଣଙ୍କ ସ୍ମାର୍ଟଫୋନ୍&zwnj; ସହ କାମ କରିବ।</p><p>ଏହାକୁ ଉପଯୋଗ କରି ଆପଣ ଯେକୌଣସି ଜିନିଶକୁ ଟ୍ରାକ୍&zwnj; କରିପାରିବେ। ଏହାକୁ ବ୍ୟବହାର କରିବା ଅତିସହଜ। ପ୍ରଥମେ ଆପଣଙ୍କ ସ୍ମାର୍ଟ ଫୋନ୍&zwnj;ରେ ଟ୍ରାକ୍&zwnj;ର ଆପ୍&zwnj;କୁ ଡାଉନ୍&zwnj;ଲୋଡ଼ କରନ୍ତୁ । ପରେ ଉପରୋକ୍ତ ଡିଭାଇସ୍&zwnj;କୁ &nbsp;&nbsp;ଆପଣ&nbsp; କାର କିମ୍ବା ବାଇକ୍&zwnj;ରେ ଗୁପ୍ତଭାବେ ସେଟିଂ କରିପାରିବେ। ପରେ ଏହି ସ୍ମାର୍ଟ ଫୋନ୍&zwnj;ର ଆପ୍&zwnj; ମାଧ୍ୟମରେ ଟ୍ରାକ୍&zwnj; କରିପାରିବେ। ତେବେ ଏହି ଡିଭାଇସ୍&zwnj;ର ମୂଲ୍ୟ ବି ବେଶି ନୁହେଁ। ମାତ ୨୯ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ &nbsp;୧୮୬୦ ଟଙ୍କାରେ ଏହି ଡିଭାଇସ୍&zwnj; ଉପଲବ୍ଧ ହେଉଛି। ଯଦି କେହି&nbsp; ଏହି ଟ୍ରାକର କିଣିବା ପାଇଁ ଚାହୁଁଚନ୍ତି ସେମାନେ ଏହି ୱେବସାଇଟରେ ଯାଇ &nbsp;&lt;strong&gt;&lt;a href=&quot;http://smartdevicetrends.com/detailstrackrtextlinkscar.html?s1=ndtv--WW-TB-Car-WHNow+You+Can+Track+Your+Car+Using+Your+Smartphone&quot;&gt;company&#039;s website&lt;/a&gt;&lt;/strong&gt; ସବ୍&zwnj;ସ୍କ୍ରାଇବ୍&zwnj; କରିପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos