ହ୍ୱାଟ୍ସଅପ୍‌ରେ ଡେଲିଭରୀ, ଚଳନ୍ତା ଟ୍ରେନ୍‌ରେ ଚର୍ଚ୍ଚିତ ଘଟଣା

ସୋସିଆଲ ମିଡିଆର ଅସଦ୍‌ ବ୍ୟବହାର ଲଗାଇ ଦେଇପାରେ ନିଆଁ। ଘର ଦ୍ୱାର ଜାଳି ଛାରଖାର କରିପାରେ। ପୁଣି କେବେ କେବେ ଜୀବନ ବି ନେଇପାରେ। ଯାହାର କିଛି ଚିତ୍ର ଏବେ ଭଦ୍ରକରେ ଘଟୁଛି। ହେଲେ ସଚେତନ ହୋଇ ବ୍ୟବହାର କଲେ ଏହି ସୋସିଆଲ ମିଡିଆ ଦେଇପାରେ ନୂଆ ଜୀବନ। ମା’କୋଳରେ କଅଁଳା ପିଲାଟିଏ କୁଆଁ କୁଆଁ ରାବ କରିପାରେ। ପରିବାରରେ ସବୁ ହସ ଖୁସି ଅଜାଡ଼ି ଦେଇପାରେ ଏଇ ସୋସିଆଲ ମିଡିଆ। ଯାହା ସେଦିନ ଅହମ୍ମଦାବାଦ୍‌-ପୁରୀ ଏକ୍ସେପ୍ରସରେ […]

child

child

Rakesh Mallick
  • Published: Monday, 10 April 2017
  • Updated: 11 April 2017, 10:57 AM IST

ସୋସିଆଲ ମିଡିଆର ଅସଦ୍‌ ବ୍ୟବହାର ଲଗାଇ ଦେଇପାରେ ନିଆଁ। ଘର ଦ୍ୱାର ଜାଳି ଛାରଖାର କରିପାରେ। ପୁଣି କେବେ କେବେ ଜୀବନ ବି ନେଇପାରେ। ଯାହାର କିଛି ଚିତ୍ର ଏବେ ଭଦ୍ରକରେ ଘଟୁଛି। ହେଲେ ସଚେତନ ହୋଇ ବ୍ୟବହାର କଲେ ଏହି ସୋସିଆଲ ମିଡିଆ ଦେଇପାରେ ନୂଆ ଜୀବନ। ମା’କୋଳରେ କଅଁଳା ପିଲାଟିଏ କୁଆଁ କୁଆଁ ରାବ କରିପାରେ। ପରିବାରରେ ସବୁ ହସ ଖୁସି ଅଜାଡ଼ି ଦେଇପାରେ ଏଇ ସୋସିଆଲ ମିଡିଆ। ଯାହା ସେଦିନ ଅହମ୍ମଦାବାଦ୍‌-ପୁରୀ ଏକ୍ସେପ୍ରସରେ ଘଟିଥିଲା। କେବଳ ହ୍ୱାଟ୍ସଅପ୍‌ ପାଇଁ ଚଳନ୍ତା ଟ୍ରେନ୍‌ରେ ଜଣେ ମହିଳା ପିଲାଟିଏ ଜନ୍ମ କରିପାରିଛନ୍ତି। ଆଉ ଏହି ଗର୍ଭବତୀ ମହିଳାଙ୍କୁ ଜଣେ ଏମବିବିଏସ ଛାତ୍ର ହିଁ ସହାୟତା କରିଥିଲେ।

କ’ଣ ଥିଲା ଚିତ୍ର

ଗନ୍ତବ୍ୟସ୍ଥଳେ ଅଭିମୁଖେ ଦଉଡ଼ୁ ଥିଲା ଅହମ୍ମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌। ନାଗପୁରଠାରୁ ୩୦ କିମି ଦୂରରେ ଥିଲା ଏହି ଟ୍ରେନ୍‌।  ହଠାତ୍ ଜଣେ ମହିଳା ଚିତ୍କାର କରି ଉଠିଲେ।  ପାଖରେ ପରିବାର ଲୋକ ମଧ୍ୟ ଥିଲେ। ମହିଳାଙ୍କ ଆକୁଳ ଚିତ୍କାର ଶୁଣି ପାଖରେ ବସିଥିବା ଯାତ୍ରୀମାନ ରୁଣ୍ଡ ହୋଇଯାଇଥିଲେ। ମହିଳା ଜଣକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡ଼ିଥିଲା। ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଚେନ୍‌ ଟାଣି ଟ୍ରେନ୍‌ ଅଟକକାଇବାକୁ ଚେଷ୍ଟା କରିଥିଲେ। ହେଲେ ସଫଳ ହୋଇ ନ ଥିଲେ। ସଙ୍ଗେ ସଙ୍ଗେ ଟିଟିଆଇଙ୍କୁ ଖବର ଦିଆଯାଇଥିଲା। ଟିଟିଆଇ ଜଣକ ଟ୍ରେନ୍‌ରେ ଡାକ୍ତର ଖୋଜିବା ବାହାନାରେ ଚାଲିଗଲେ। ହେଲେ ସେହି ଡବାରେ ବିପିନ୍‌ ଖଡ଼ସେ ନାମକ ଜଣେ ଏମବିବିଏସର ତୃତୀୟ ବର୍ଷ ଛାତ୍ର ଥିଲେ। ଘର ତାଙ୍କର ନାଗପୁରରେ। ମେଡିକାଲ ଛାତ୍ର ହୋଇ ଥିଲେ ମଧ୍ୟ ସେତେଟା ତାଲିମ ପାଇ ନ ଥିବାରୁ ବିପିନଙ୍କୁ ପିଲା ଜନ୍ମ କରାଇବାର କୌଶଳ ଜଣା ନ ଥିଲା। ତେଣୁ ଏହି ବିପଦ ସମୟରେ ବିପିନ୍‌ ସଙ୍ଗେ ସଙ୍ଗେ ହ୍ୱାଟ୍ସଅପ୍‌ ମାଧ୍ୟମରେ ନିଜର ଜଣେ ସିନିୟର ମହିଳା ଡାକ୍ତରଠାରୁ ସହାୟତା ମାଗିଥିଲେ। ଘଟଣାସ୍ଥଳର ଫଟୋ ଉଠାଇ ସିନିୟରଙ୍କ ପାଖକୁ ପଠାଇଥିଲେ। ଆଉ ସମସ୍ତ ସହଯୋଗ ମାଗିଥିଲେ। ସେପଟୁ ତାଙ୍କ ସିନିୟର ପିଲା ଜନ୍ମର ପ୍ରକ୍ରିୟା ହ୍ୱାଟ୍ସଅପ୍‌ରେ ବତାଇ ଦେଇଥିଲେ। ସେହି ଅନୁଯାୟୀ ବିପିନ୍‌  ଚିକିତ୍ସା କରି ସୁସ୍ଥ ପିଲାଟିଏ ଜନ୍ମ କରାବାରେ ସଫଳ ହୋଇଥିଲେ। ପରେ ଛାତ୍ର ଜଣକ ସମସ୍ତ ଘଟଣା ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ଘଟଣାଟି ଗତ ସପ୍ତାହରେ ଘଟିଥିଲା।

ଫେରିଲା ଥ୍ରୀ-ଇଡିଅଟ୍ସର ଫର୍ମୁଲା

ବଲିଉଡର ଅନନ୍ୟ ତାରକା ହେଉଛନ୍ତି ଅମୀର ଖାନ୍। ତାଙ୍କ ଅଭିନୀତ ଥ୍ରୀ-ଇଡିଅଟ୍ସ ଚଳଚିତ୍ର ୨୦୦୯ରେ ଜବରଦସ୍ତ ହିଟ୍‌ କରିଥିଲା। ଯେଉଁ ଫିଲ୍ମରେ ଏମିତି କିଛି ଦୃଶ୍ୟ ଥିଲା। ମାଳ ମାଳ ସାର୍ଟିଫିକେଟ ହାସଲ କରିବା ଅପେକ୍ଷା ଉପସ୍ଥିତ ବୁଦ୍ଧି ଯେ ଅନେକ କାମରେ ଆସିପାରେ ଏଥିରେ ଦର୍ଶାଯାଇଥିଲା। ଦୃଶ୍ୟଟି ହେଉଛି ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହି ସମୟରେ ବର୍ଷା ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା। ଅମୀର ଖାନ୍ ଏବଂ ତାଙ୍କ ସାଙ୍ଗମାନେ ମହିଳାଙ୍କୁ ଗାଡିରୁ ଏକ ହଲ୍‌ ମଧ୍ୟକୁ ନେଇଥିଲେ। ସେଠାରେ ଅମୀର ତାଙ୍କ ପ୍ରେମିକା ତଥା ସିନେମାରେ ଡାକ୍ତର ଅଭିନୟ କରିଥିବା କରିନା କପୁରଙ୍କ ସହାୟତା ନେଇଥିଲେ। କରିନା ଭିଡିଓ କଂଲି ମାଧ୍ୟମରେ ସମସ୍ତ ସହାୟତା କରିଥିଲେ। ଆଉ ଶେଷରେ ଅମୀର ମହିଳାଙ୍କ ପ୍ରସବ କରାଇବାରେ ସଫଳ ହୋଇଥିଲେ। ଯାହାର ଫର୍ମୁଲା ଉପରୋକ୍ତ ଘଟଣା ସହ ମିଶି ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story