ଥରେ ଫୁଲ୍ ଚାର୍ଜ କଲେ ଫୋନ୍ ଚାଲିବ 3 ମାସ

ଆଜିକାଲି ମୋବାଇଲ ହୋଇଗଲାଣି ଆମର ମୈାଳିକ ଆବଶ୍ୟକତା। ଖାଦ୍ୟ,ବସ୍ତ୍ର ଓ ବାସଗୃହ ପରି ମୋବାଇଲ ଫୋନ ନହେଲେ ଆମର ଚଳିବା ହୋଇପଡୁଛି ମୁସକିଲ। ତେବେ ଏହି ମୋବାଇଲ ଫୋନ ବ୍ୟବହାର କରିବାରେ ଆଜିକାଲି ବାଧାସୃଷ୍ଟି କରୁଛି ଚାର୍ଜ। ଟିକେ ଅଧିକ ସମୟ ବ୍ୟବହାର କେଲେ ବ୍ୟାଟେରୀରେ ଚାର୍ଜ ସରିଯାଉଛି। ତେଣୁ ସାଙ୍ଗରେ ରଖିବାକୁ ପଡୁଛି ପାୱାରବ୍ୟାଙ୍କ। ଆଉ ଯଦି ସେଇଟା ପାଖରେ ନାହିଁ ତେବେ ମୋବାଇଲ ହୋଇଯାଏ ଅଚଳ। ତେବେ ଆଉ କିଛିଦିନ ପରେ ଏହି ଚାର୍ଜ […]

mobile

mobile

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 06:13 PM IST

Sports

Latest News

ଆଜିକାଲି ମୋବାଇଲ ହୋଇଗଲାଣି ଆମର ମୈାଳିକ ଆବଶ୍ୟକତା। ଖାଦ୍ୟ,ବସ୍ତ୍ର ଓ ବାସଗୃହ ପରି ମୋବାଇଲ ଫୋନ ନହେଲେ ଆମର ଚଳିବା ହୋଇପଡୁଛି ମୁସକିଲ। ତେବେ ଏହି ମୋବାଇଲ ଫୋନ ବ୍ୟବହାର କରିବାରେ ଆଜିକାଲି ବାଧାସୃଷ୍ଟି କରୁଛି ଚାର୍ଜ। ଟିକେ ଅଧିକ ସମୟ ବ୍ୟବହାର କେଲେ ବ୍ୟାଟେରୀରେ ଚାର୍ଜ ସରିଯାଉଛି। ତେଣୁ ସାଙ୍ଗରେ ରଖିବାକୁ ପଡୁଛି ପାୱାରବ୍ୟାଙ୍କ। ଆଉ ଯଦି ସେଇଟା ପାଖରେ ନାହିଁ ତେବେ ମୋବାଇଲ ହୋଇଯାଏ ଅଚଳ। ତେବେ ଆଉ କିଛିଦିନ ପରେ ଏହି ଚାର୍ଜ ସମସ୍ୟା ରହିବ ନାହିଁ। ଗୋଟେ ଦିନ ଚାର୍ଜ କଲେ ମୋବାଇଲ ଚାଲିବ 3ମାସ। ଏ କ୍ଷେତ୍ରରେ ଗବେଷଣା କରିୁଥିବା ଇଂଜିନିୟରମାନେ ଅଧିକ ସମୟ ଚାର୍ଜ ରହିବା ବାଲା ବ୍ୟାଟେରୀ ତିଆରି କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି।

ମିଚିଗାନ ଓ କୋର୍ନେଲ ବିଶ୍ୱବିଦ୍ୟାଳୟର ରିସର୍ଚର ମାନେ ନିକଟରେ ଏକ  ମ୍ୟାଗ୍ନୋଇଲେଟ୍ରିକ ମଲଟିଫରମିଓଲ ନାମକ ଉପଦାନର ଆବିଷ୍କାର କରିଛନ୍ତି। ଯାହା ବ୍ୟାଟେରୀକୁ 100ଗୁଣ କମ ଖର୍ଚ କରିବ। ମୋବାଇଲ ଫୋନରେ ଏବେ ଯେଉଁ ସେମିକଣ୍ଡକ୍ଟର ଆଧାରିତ ପ୍ରୋସେସରର ବ୍ୟବହାର କରାଯାଉଛି, ଏହା ଚାଲିବାକୁ ଅଧିକ ବ୍ୟାଟେରି ଦରକାର ପଡିଥାଏ। କିନ୍ତୁ ଏକ  ମ୍ୟାଗ୍ନୋଇଲେଟ୍ରିକ ମଲଟିଫରମିଓଲର ବ୍ୟବହାର କରିବା ଦ୍ୱାରା ମଝି ମଝିରେ ଚାର୍ଜ ନଥିବା ସମୟରେ ମୋବାଇଲ ପୂର୍ବ ପରି କାମ କରିଥାଏ। ମ୍ୟାଗ୍ନୋଇଲେଟ୍ରିକ ମଲଟିଫରମିଓଲର ବ୍ୟବହାର କରିବା ଦ୍ୱାରା କମ ଚାର୍ଜରେ ମଧ୍ୟ ଫୋନକୁ ଚାଲୁ କରାଯାଇ ପାରିବ। ଅର୍ଥାତ ଥରେ ଫୋନ ଚାର୍ଜ କଲେ ଏହା 3ମାସ ପର୍ଯ୍ୟନ୍ତ ବନ୍ଦ ନହୋଇ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story