ରହସ୍ୟମୟ ବଣୁଆ ଘାଟି : ଯେଉଁଠି ପକ୍ଷୀ ବି କରନ୍ତି ଆତ୍ମହତ୍ୟା

ମଣିଷ ଆତ୍ମହତ୍ୟା କରିବା ସମସ୍ତେ ଜାଣନ୍ତି। ହେଲେ କେବେ ଶୁଣିଛନ୍ତି ପକ୍ଷୀ ଆତ୍ମହତ୍ୟା କରିବାର। ତାହା ପୁଣି ସମୂହ ଆତ୍ମହତ୍ୟା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଆମ ଦେଶରେ ହିଁ ଏପରି ଏକ ସ୍ଥାନ ଅଛି ଯେଉଁଠି ଏପରି ହୋଇଥାଏ। ଆଜ୍ଞା ହଁ ଦକ୍ଷିଣ ଆସାମର ଦିମା ହାସୋ ଜିଲ୍ଲାରେ ଥିବା ଘାଟି ଗାଁ ଜତିଙ୍ଗ।ରେ ଏପରି ଦେଖା ଯାଇଥାଏ। ଅଞ୍ଚଳବାସୀ ଏହାକୁ ଭୂତ ପ୍ରେତଙ୍କ କାମ ବୋଲି କହିଥାନ୍ତି। ହେଲେ ହଜାର ହଜାର ସଂଖ୍ୟାରେ […]

bird

bird

Rakesh Mallick
  • Published: Monday, 19 June 2017
  • Updated: 19 June 2017, 06:23 PM IST

ମଣିଷ ଆତ୍ମହତ୍ୟା କରିବା ସମସ୍ତେ ଜାଣନ୍ତି। ହେଲେ କେବେ ଶୁଣିଛନ୍ତି ପକ୍ଷୀ ଆତ୍ମହତ୍ୟା କରିବାର। ତାହା ପୁଣି ସମୂହ ଆତ୍ମହତ୍ୟା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଆମ ଦେଶରେ ହିଁ ଏପରି ଏକ ସ୍ଥାନ ଅଛି ଯେଉଁଠି ଏପରି ହୋଇଥାଏ। ଆଜ୍ଞା ହଁ ଦକ୍ଷିଣ ଆସାମର ଦିମା ହାସୋ ଜିଲ୍ଲାରେ ଥିବା ଘାଟି ଗାଁ ଜତିଙ୍ଗ।ରେ ଏପରି ଦେଖା ଯାଇଥାଏ। ଅଞ୍ଚଳବାସୀ ଏହାକୁ ଭୂତ ପ୍ରେତଙ୍କ କାମ ବୋଲି କହିଥାନ୍ତି। ହେଲେ ହଜାର ହଜାର ସଂଖ୍ୟାରେ ପକ୍ଷୀ ଏକକାଳୀନ ଏପରି ଆତ୍ମହତ୍ୟାର କାରଣ ଆଜି ବି ରହସ୍ୟ ମଧ୍ୟରେ ରହିଛି।

ସେପ୍ଟେମ୍ୱର ମାସ ଆସିଗଲେ ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। ଶୁଣିବାକୁ ମିଳେ ବାହାର ଅଞ୍ଚଳର କୌଣସି ପକ୍ଷୀ ଏହି ସମୟେର ଏଇ ଅଞ୍ଚଳକୁ ଆସିଗଲେ ଆଉ ଫେରି ନ ଥାଏ। କାରଣ ଏଠାରେ ତା’ର ମୃତ୍ୟୁ ସୁନିଶ୍ଚିତ।

birdsଖାସ୍ କରି ଅକ୍ଟୋବର ଓ ନଭେମ୍ୱେର ମାସରେ ଏଠାରେ ପକ୍ଷୀମାନେ ସମୂହ ଆତ୍ମହତ୍ୟା କରିଥାନ୍ତି। ଏହି ଦୁଇ ମାସରେ ଏଠାରେ ରାତି ସମୟେର ମୌସୁମୀ ବର୍ଷା ସମେତ ବହୁତ କୁହୁଡି ହୋଇଥାଏ। ଏହି ସମୟରେ ପକ୍ଷୀମାନେ ସାମୂହିକ ଆତ୍ମହତ୍ୟା କରିଥାନ୍ତି। ଭୂତ, ପ୍ରେତଙ୍କ ଯୋଗୁଁ ଘଟିରେ ଏପରି ପକ୍ଷୀମାନେ ମୃତ୍ୟୁବରଣ କରିଥାନ୍ତି ବୋଲି ଗ୍ରାମବାସୀ କହୁଛନ୍ତି।

ଅନ୍ୟପକ୍ଷରେ ଏପରି ଘଟଣା ପଛରେ ଥିବା କାରଣକୁ ନେଇ କିଛି ବୈଜ୍ଞାନିକ ଭିନ୍ନ ମତ ଦେଉଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁସାରେ ବର୍ଷା ହେଲେ ଘାଟିରେ ଥିବା ପକ୍ଷୀମାନେ ଅନ୍ୟ ସ୍ଥାନକୁ ଉଡି ପଳାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ବର୍ଷାର ପ୍ରକୋପ ଏତେ ଅଧିକ ଥାଏ ଯେ, ଉଡି କି ଅନ୍ୟ ସ୍ଥାନକୁ ଯିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ପକ୍ଷୀମାନେ ଉଡିବାକୁ ଚେଷ୍ଟା କଲେ ସେମାନଙ୍କ ପର ଓ ଡେଣା ଭିଜି ଯାଇଥାଏ। ଫଳରେ ଉଡିବାକୁ ସମସ୍ୟା ହୋଇଥାଏ ଓ ସେମାନଙ୍କ ମୃତ୍ୟୁ ଘଟିଥାଏ। ଏହାସହ ଘାଟି ଅଞ୍ଚଳରେ ବର୍ଷା ସମୟରେ ବହୁତ ଜୋରରେ ପବନ ବୋହିଥାଏ। ଏହି ସମୟରେ ପକ୍ଷୀଗୁଡିକ ଉଡିବାକୁ ଚେଷ୍ଟା କରି ନିଜ ସନ୍ତୁଳନ ହରାଇ ବସନ୍ତି ଓ ଗଛରେ ପିଟି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଏ।

ବର୍ଷାଦିନେ ପକ୍ଷୀଙ୍କ ଏପରି ମୃତ୍ୟୁ ପାଇଁ ଏ ଗାଁ ଏବେ ପ୍ରସିଦ୍ଧ ହୋଇଯାଇ। ପ୍ରତିବର୍ଷ ଏଠାରେ ହଜାର ହଜାର ସଂଖ୍ୟାରେ ପକ୍ଷୀଙ୍କ ମୃତ୍ୟୁ ଘଟୁଛି । ବିଜ୍ଞାନ ଗୋଟେ କଥା କହୁଥିବା ବେଳେ ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି ଭିନ୍ନ କଥା। ତେବେ ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏତେ ସଂଖ୍ୟାରେ କାହିଁକି ପକ୍ଷୀଙ୍କ ମୃତ୍ୟୁ କାହିଁକି ଘଟୁଛି ତାହା ତଦନ୍ତ ସାପେକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story