ବାହା ହେବା ପୂର୍ବରୁ ଏଠି ଲଣ୍ଡା ହୁଅନ୍ତି ମହିଳା; କାହିଁକି...? ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବିବାହକୁ ନେଇ ରହିଛି ଅନେକ ପରମ୍ପରା । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରମ୍ପରା ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ମାତ୍ରେ ତାଜୁବ ହୋଇଯିବେ। ଦକ୍ଷିଣ ଆଫ୍ରିକାର ଇଥୋପିଆ ଓ ସୋମିଲିୟା ମଧ୍ୟରେ ବସ୍ତିରେ ରହୁଥିବା ବୋରାନା ଜନଜାତି ସମ୍ପ୍ରଦାୟର ଝିଅମାନେ ଭଲ ବର ପାଇବା ପାଇଁ ଲଣ୍ଡା ହୁଅନ୍ତି। ଲଣ୍ଡା ହେଲେ ଝିଅମାନଙ୍କୁ ଭଲ ବର ମିଳିଥାଏ ବୋଲି ଏହି ସମ୍ପ୍ରଦାୟରେ ବିଶ୍ୱାସ ରହିଛି। ବିବାହ ପରେ ହିଁ […]

borana-women

borana-women

Rakesh Mallick
  • Published: Monday, 15 May 2017
  • Updated: 15 May 2017, 12:28 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ବିବାହକୁ ନେଇ ରହିଛି ଅନେକ ପରମ୍ପରା । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରମ୍ପରା ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ମାତ୍ରେ ତାଜୁବ ହୋଇଯିବେ। ଦକ୍ଷିଣ ଆଫ୍ରିକାର ଇଥୋପିଆ ଓ ସୋମିଲିୟା ମଧ୍ୟରେ ବସ୍ତିରେ ରହୁଥିବା ବୋରାନା ଜନଜାତି ସମ୍ପ୍ରଦାୟର ଝିଅମାନେ ଭଲ ବର ପାଇବା ପାଇଁ ଲଣ୍ଡା ହୁଅନ୍ତି। ଲଣ୍ଡା ହେଲେ ଝିଅମାନଙ୍କୁ ଭଲ ବର ମିଳିଥାଏ ବୋଲି ଏହି ସମ୍ପ୍ରଦାୟରେ ବିଶ୍ୱାସ ରହିଛି। ବିବାହ ପରେ ହିଁ ସେମାନେ କେଶ ବଢ଼ାନ୍ତି।

ଏହି ଜନଜାତିର ମହିଳାମାନେ ଫଟୋ ଉଠାଇବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଫଟୋ ଉଠାଇଲେ ଶରୀରରୁ ରକ୍ତ କମିଯାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ଏହି ମହିଳାମାନେ ଛେଳି ଚମଡ଼ାରେ ତିଆରି ପୋଷାକ ପିନ୍ଧନ୍ତି। ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସେମାନେ ଘିଅର ବ୍ୟବହାର କରନ୍ତି।

ସୌଜନ୍ୟ- ଦୈନିକ ଜାଗରଣ

ଫଟୋ-ଦୈନିକ ଜାଗରଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story