ବ୍ରେଡ୍‌ ଖାଉଥିଲେ ହୋଇଯାଆନ୍ତୁ ସାବଧାନ: ଦେହ ପାଇଁ କ୍ଷତିକାରକ

ଦୈନଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକ ସମୟରେ କରିବାକୁ ଆମେ ଚେଷ୍ଟା କରନ୍ତି। ବିଶେଷ କରି ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। କାରଣ କାମର ବୋଝ ଏତେ ରହିଥାଏ ଯେ, ଖାଇବାକୁ ସମୟ ହିଁ ମିଳି ନଥାଏ। ବିଶେଷ କରି ଚାକିରି କରୁଥିବା ଲୋକେ ଅଫିସ୍‌ ଯିବା ସମୟରେ ଏହି ସମସ୍ୟାରେ ଅଧିକ ପଡିଥାନ୍ତି। ଏଥିପାଇଁ ଅଧିକାଂଶ ଲୋକ ବ୍ରେକ୍‌ଫାଷ୍ଟରେ ବ୍ରେଡ୍ ଖାଇଥାନ୍ତି। ହେଲେ ଜାଣିଛନ୍ତି ଏପରି ବ୍ରେଡ୍ ଖାଇବା ସ୍ୱାସ୍ଥ୍ୟପ୍ରତି […]

Rakesh Mallick
  • Published: Tuesday, 05 September 2017
  • Updated: 07 September 2017, 11:38 AM IST

Sports

Latest News

ଦୈନଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକ ସମୟରେ କରିବାକୁ ଆମେ ଚେଷ୍ଟା କରନ୍ତି। ବିଶେଷ କରି ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। କାରଣ କାମର ବୋଝ ଏତେ ରହିଥାଏ ଯେ, ଖାଇବାକୁ ସମୟ ହିଁ ମିଳି ନଥାଏ। ବିଶେଷ କରି ଚାକିରି କରୁଥିବା ଲୋକେ ଅଫିସ୍‌ ଯିବା ସମୟରେ ଏହି ସମସ୍ୟାରେ ଅଧିକ ପଡିଥାନ୍ତି। ଏଥିପାଇଁ ଅଧିକାଂଶ ଲୋକ ବ୍ରେକ୍‌ଫାଷ୍ଟରେ ବ୍ରେଡ୍ ଖାଇଥାନ୍ତି। ହେଲେ ଜାଣିଛନ୍ତି ଏପରି ବ୍ରେଡ୍ ଖାଇବା ସ୍ୱାସ୍ଥ୍ୟପ୍ରତି କେତେ ହାନିକାରକ। ଆସନ୍ତୁ ଜାଣିବା ବ୍ରେଡ ଖାଇଲେ କି କି ସମସ୍ୟା ହେବାର ଆଶଙ୍କା ରହିଥାଏ।

କ୍ଷତିକାରକ କେମିକାଲ

ବ୍ରେଡରେ ପୋଟାସିୟମ ବ୍ରୋମେଟ ବା ଆୟୋଡେଟ ବ୍ୟବହାର କରାଯାଇଥାଏ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଫୋର ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି।

ପାଚନ କ୍ରିୟାକୁ ମନ୍ଥର କରି ଦିଏ

ବ୍ରେଡରେ କେମିକାଲ ଅଧିକ ଥିବାରୁ ଏହା ପାଣି ସହ ମିଶିବା ପରେ ଫୁଲି ଯାଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ମନ୍ଥର କରି ଦେଇଥାଏ। ଫଳରେ ପେଟ ଜନିତ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ।

ଓଜନ ବଢ଼ାଇ ଦିଏ

ବ୍ରେଡ୍‌ରେ ଥିବା ଲୁଣ, କାର୍ବୋହାଇଡ୍ରେଟ, ରିଫାଇଣ୍ଡ, ସୁଗାର ଶରୀରରେ ଓଜନ ବୃଦ୍ଧି କରିଥାଏ।

ପୋଷକ ତତ୍ତ୍ୱର ଆଭାବ

ବ୍ରେଡ୍‌ରେ ପୋଷକ ତତ୍ତ୍ୱ କମ୍‌ ରହିଥାଏ। ଏହା କେବଳ ପେଟ ପୁରିବାରେ ସହାୟକ ହୋଇଥାଏ। ହେଲେ ଶରୀରକୁ କିଛି ଶକ୍ତି ମିଳି ନଥାଏ।

ଶରୀର ପାଇଁ କ୍ଷତିକାରକ

ବ୍ରେଡରେ କାର୍ବନ ଡାଇଅକ୍ସାଇଡ ଓ ବେମାଇନ ପରି ବିଷାକ୍ତ ପଦାର୍ଥ ଥାଏ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story