କନ୍ୟା ବଜାର: ଯେଉଁଠି ଗାଈଗୋରୁ ପରି ନିଲାମ ହୁଅନ୍ତି ଝିଅ

ସାଧାରଣତଃ ବଜାରରୁ ଆମେ ନିଜର ଦରକାରୀ ଜିନିଷ କିଣିଥାଉ। ଏଇ ଯେମିତି ଡାଲି ଚାଉଳ କିମ୍ବା ଲୁଗାପଟା। କିନ୍ତୁ ଆପଣ କେବେ ବାହାଘର ଉଦ୍ଦେଶ୍ୟରେ କନ୍ୟା ବା ଝିଅ ବିକ୍ରି ହେଉଥିବା ଜାଣିଛନ୍ତି? ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ସ୍ଥାନ ଅଛି, ଯେଉଁଠି କନ୍ୟା ବେପାର କରାଯାଏ। କଥାଟା ଅଡୁଆ ଲାଗିଲେ ବି ସତ। ୟୁରୋପର ବୁଲଗେରିଆରେ ଷ୍ଚାରା ଜାଗୋର ନାମକ ଏକ ସ୍ଥାନରେ କନ୍ୟାମାନଙ୍କୁ ଖୋଲାଖୋଲି ବେପାର କରାଯାଏ। ଏଥିପାଇଁ ସ୍ୱତନ୍ତ୍ର ବଜାର ବସେ।  […]

bulgeria

bulgeria

Rakesh Mallick
  • Published: Monday, 26 June 2017
  • Updated: 26 June 2017, 07:46 PM IST

ସାଧାରଣତଃ ବଜାରରୁ ଆମେ ନିଜର ଦରକାରୀ ଜିନିଷ କିଣିଥାଉ। ଏଇ ଯେମିତି ଡାଲି ଚାଉଳ କିମ୍ବା ଲୁଗାପଟା। କିନ୍ତୁ ଆପଣ କେବେ ବାହାଘର ଉଦ୍ଦେଶ୍ୟରେ କନ୍ୟା ବା ଝିଅ ବିକ୍ରି ହେଉଥିବା ଜାଣିଛନ୍ତି?

ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ସ୍ଥାନ ଅଛି, ଯେଉଁଠି କନ୍ୟା ବେପାର କରାଯାଏ। କଥାଟା ଅଡୁଆ ଲାଗିଲେ ବି ସତ। ୟୁରୋପର ବୁଲଗେରିଆରେ ଷ୍ଚାରା ଜାଗୋର ନାମକ ଏକ ସ୍ଥାନରେ କନ୍ୟାମାନଙ୍କୁ ଖୋଲାଖୋଲି ବେପାର କରାଯାଏ। ଏଥିପାଇଁ ସ୍ୱତନ୍ତ୍ର ବଜାର ବସେ।  ବର୍ଷରେ ତିନିଥର ଏହି ବଜାର ବସିଥାଏ। ଯେଉଁଠି ଝିଅମାନେ ସଜବାଜ ହୋଇ କନ୍ୟା ବେଶରେ ବଜାରକୁ ଆସନ୍ତି। ସବୁଠୁ ଉଦବେଗର କଥା ହେଲା, ଏଠାରେ ସେ ଝିଅ ବା କନ୍ୟାମାନଙ୍କୁ ଗାଈ ଗୋରୁ ପରି ନିଲାମ କରାଯାଇଥାଏ।

ବୁଲଗେରିୟାରେ ଏହି ପରମ୍ପରା ବହୁ ପୁରୁଣା। ଦାରିଦ୍ର୍ୟ ପାଇଁ ଏହାକୁ ବନ୍ଦ କରାଯାଇ ପାରୁନାହିଁ। ବିଶେଷକରି ଗରିବ ଶ୍ରେଣୀର ଲୋକଙ୍କ ଦ୍ୱାରା ଏହି ବଜାର ବସିଥାଏ। ଯେଉଁ ଗରିବ ଲୋକମାନେ ନିଜ ଝିଅର ବାହାଘର କରିବାକୁ ଅକ୍ଷମ ବା ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି, ସେମାନେ ଏହି ପରିବାର ଗୁଡ଼ିକ ନିଜ ଝିଅକୁ ଧରି ଆସିଥାନ୍ତି। ଦୁଃଖର ବିଷୟ ହେଲା, କନ୍ୟା ନେବାକୁ ଏଠାକୁ ଯୁବକମାନେ ତ ଆସନ୍ତି, ଅନେକ ବୃଦ୍ଧ ବି ଆସିଥାନ୍ତି। ବରପାତ୍ର ପାଇଁ ଝିଅମାନଙ୍କର କୌଣସି ପସନ୍ଦ ନାପସନ୍ଦ ନଥାଏ। ଯିଏ ଅଧିକ ଟଙ୍କା ଦେବ, ପରିବାର ଲୋକେ ତାକୁ ସେହି ଲୋକ ହାତରେ ଟେକି ଦେଇଥାନ୍ତି। ଲୋକଟି ବୁଢ଼ା କି ଟୋକା, ଭଲ କି ଖରାପ ତାହା ସେମାନେ ବିଚାର କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story