ନିଲାମୀ କାରରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ମାଲିକ ଆବାକାବା

ଆପଣମାନେ ଏବେ ପଢ଼ିବାକୁ ଯାଉଥିବା ଘଟଣାଟି କୌଣସି ରହସ୍ୟ ଠାରୁ କମ୍ ନୁହେଁ। ୨୦୧୩ରେ ଏହି ଘଟଣାଟି ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଥିଲା। ଘଟଣାଟି ହେଉଛି ଏମିତି। ଜଣେ ବ୍ୟକ୍ତି ପୋଲିସ୍ ପକ୍ଷରୁ ଡକାଯାଇଥିବା ନିଲାମୀରେ ପୁରୁଣା କାର୍‌ଟିଏ କିଣିଥିଲେ। କାରର ଡୋର୍‌ ରିମୋଟ୍ ଦ୍ୱାରା ପରିଚାଳିତ ହେଉଥିଲା। ତେବେ ଏହା ଖରାପ ହୋଇଯାଇଥିଲା। ଏହା ମରାମତି ଆବଶ୍ୟକ କରୁଥିଲା। କାର୍‌ର ମାଲିକ ଗାଡ଼ିଟିକୁ ଗ୍ୟାରେଜକୁ ନେଇ ସଜାଡ଼ିବାକୁ କୁଣ୍ଠାବୋଧ କଲେ। କାରଣ ସେଠାକୁ ନେଲେ ଅଧିକ […]

dollar

dollar

Rakesh Mallick
  • Published: Monday, 03 July 2017
  • Updated: 03 July 2017, 09:45 AM IST

Sports

Latest News

ଆପଣମାନେ ଏବେ ପଢ଼ିବାକୁ ଯାଉଥିବା ଘଟଣାଟି କୌଣସି ରହସ୍ୟ ଠାରୁ କମ୍ ନୁହେଁ। ୨୦୧୩ରେ ଏହି ଘଟଣାଟି ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଥିଲା।

ଘଟଣାଟି ହେଉଛି ଏମିତି। ଜଣେ ବ୍ୟକ୍ତି ପୋଲିସ୍ ପକ୍ଷରୁ ଡକାଯାଇଥିବା ନିଲାମୀରେ ପୁରୁଣା କାର୍‌ଟିଏ କିଣିଥିଲେ। କାରର ଡୋର୍‌ ରିମୋଟ୍ ଦ୍ୱାରା ପରିଚାଳିତ ହେଉଥିଲା। ତେବେ ଏହା ଖରାପ ହୋଇଯାଇଥିଲା। ଏହା ମରାମତି ଆବଶ୍ୟକ କରୁଥିଲା। କାର୍‌ର ମାଲିକ ଗାଡ଼ିଟିକୁ ଗ୍ୟାରେଜକୁ ନେଇ ସଜାଡ଼ିବାକୁ କୁଣ୍ଠାବୋଧ କଲେ। କାରଣ ସେଠାକୁ ନେଲେ ଅଧିକ ଅର୍ଥ ଖର୍ଚ୍ଚ ହେବ। ସେ ଘରେ ଏହାର ମରାମତି କରିବାକୁ ନିଷ୍ପତ୍ତି ନେଲେ। କାରର ଡୋର୍‌ରେ ଲାଗିଥିବା ପ୍ଲାଷ୍ଟିକ୍ ପ୍ୟାନେଲ୍‌କୁ କାଢ଼ି ଦେବା ପରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେଥିରେ ଥିଲା ଏକ କଳା ବ୍ୟାଗ୍। କଳା ବ୍ୟାଗ୍‌କୁ ଖୋଲିଲା ପରେ ସେ ଦେଖିଲେ ସେଥିରେ ରହିଛି ୭ଟି ଚାରିକୋଣିଆ ବଣ୍ଡଲ୍‌। ସେଗୁଡ଼ିକୁ ପୂରା ଟାଇଟ୍‌ କରି ବନ୍ଧା ଯାଇଥିଲା। ପ୍ରଥମେ ସେ ଗୋଟିଏ ବଣ୍ଡଲ ଖୋଲିଲେ। ତାହା ଥିଲା ୧୦ ଡଲାରର ନୋଟ୍‌ ବିଡ଼ା। ତା’ପରେ ସେ ଆଉ ଗୋଟିଏ ବଣ୍ଡଲ ଖୋଲିଲେ। ସେଥିରେ ୨୦ ଡଲାରର ନୋଟ୍ ଥିଲା। ସେହି ବଣ୍ଡଲଗୁଡ଼ିକରେ ହଜାର ହଜାର ଟଙ୍କା ଥିବା କୁହାଯାଇଥିଲା। ତେବେ ଏତେ ଅର୍ଥ କାର୍‌ ଡୋର୍‌କୁ କେମିତି ଆସିଲା ତାହା ରହସ୍ୟ ହୋଇ ରହିଯାଇଛି। ତେବେ ଏମିତି ଘଟଣା ବେଳେ ବେଳେ ଜୀବନରେ ଘଟେ ଯାହା ସଂପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story