ଭାରତୀୟ ବଜାରରେ ଦେଶପ୍ରେମର ଝଲକ୍‌: ବଜାରରୁ ଉଭାନ୍‌ ଚାଇନା ରାକ୍ଷୀ

ଭୁବନେଶ୍ୱର: ଧୀରେ ଧୀରେ ଚାଇନାର ରାଜୁତି ଭାରତୀୟ ବଜାରରୁ ହ୍ରାସ ପାଇବାରେ ଲାଗିଛି। ଦିନ ଥିଲା ଭାରତୀୟ ବଜାରରେ ଚାଇନା ପ୍ରଡକ୍ଟ ସମ୍ଫୁର୍ଣ୍ଣ ଭାବେ ପ୍ରଭାବବିସ୍ତାର କରିଥିଲା। ହେଲେ ସୀମାରେ ଯେଉଁଭଳି ଭାରତ-ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି ଏହାର ପ୍ରଭାବରେ ଚାଇନା ଜିନିଷର ଚାହିଦା ହଠାତ୍‌ ଭାରତୀୟ ବଜାରରେ କମି ଯାଇଛି। ଲୋକଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହୋଇଥିବା ସହ ଭାରତୀୟ ବ୍ୟବସାୟୀ ମଧ୍ୟ ଚାଇନା ଜିନିଷକୁ ରଖି ବିକ୍ରି କରିବାକୁ ଅନିଚ୍ଛା ପ୍ରକାଶ […]

rakhi_shop20150823_600_855

rakhi_shop20150823_600_855

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 05:53 PM IST

Sports

Latest News

ଭୁବନେଶ୍ୱର: ଧୀରେ ଧୀରେ ଚାଇନାର ରାଜୁତି ଭାରତୀୟ ବଜାରରୁ ହ୍ରାସ ପାଇବାରେ ଲାଗିଛି। ଦିନ ଥିଲା ଭାରତୀୟ ବଜାରରେ ଚାଇନା ପ୍ରଡକ୍ଟ ସମ୍ଫୁର୍ଣ୍ଣ ଭାବେ ପ୍ରଭାବବିସ୍ତାର କରିଥିଲା। ହେଲେ ସୀମାରେ ଯେଉଁଭଳି ଭାରତ-ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି ଏହାର ପ୍ରଭାବରେ ଚାଇନା ଜିନିଷର ଚାହିଦା ହଠାତ୍‌ ଭାରତୀୟ ବଜାରରେ କମି ଯାଇଛି। ଲୋକଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହୋଇଥିବା ସହ ଭାରତୀୟ ବ୍ୟବସାୟୀ ମଧ୍ୟ ଚାଇନା ଜିନିଷକୁ ରଖି ବିକ୍ରି କରିବାକୁ ଅନିଚ୍ଛା ପ୍ରକାଶ କରିବାରେ ଲାଗିଲେଣି। ପୂର୍ବରୁ ଦୀପାବଳୀ ଠାରୁ ଆରମ୍ଭ କରି ବଡଦିନ ମାନଙ୍କରେ ଚାଇନା ଜିନିଷର ବ୍ୟବହାର ଅନେକ ମାତ୍ରାରେ ଦେଖିବାକୁ ମିଳିଥାଏ। ଦୀପାବଳିରେ ଚାଇନା ବାଣର ଚାହିଦା ସବୁଠୁ ଆଗରେ ରହିଥାଏ। ଚାଇନା ତିଆରି ବାଣ ଅତି କମ ମୂଲ୍ୟରେ ଓ ରଙ୍ଗବେରଙ୍ଗର ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆଦୃତ ହୋଇଥାଏ। ହେଲ ଆଗକୁ ରାକ୍ଷୀ ପୂର୍ଣିମା ରହିଥିବା ବେଳେ ଏଥର କିନ୍ତୁ ଚାଇନା ରାକ୍ଷୀ ଭାରତୀୟ ବଜାରରେ ଦେଖିବାକୁ ମିଳୁନାହିଁ। ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହୋଇଛି। ଲୋକେ ଚାଇନାକୁ ବିରୋଧ କରିବା ସହ ଚାଇନାର ଜିନିଷପତ୍ରକୁ ବୟକଟ୍‌ କରିଛନ୍ତି। ଚଳିତ ବର୍ଷ କୌଣସ ରାକ୍ଷୀ ଦୋକାନରେ ଚାଇନା ରାକ୍ଷୀ ଦେଖିବାକୁ ମିଳୁ ନଥିବା ବେଳେ  ଧୀରେ ଧୀରେ ଚାଇନାର ସମସ୍ତ ଜିନିଷ ଗୁଡିକୁ ମଧ୍ୟ  ଲୋକେ ବୟକଟ୍‌ କରିବାରେ ଲାଗିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story