ଫଟୋରେ ଫଟୋରେ ଭୁବନେଶ୍ୱର ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓ ବାମ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିଥିଲା। ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାଜ୍ୟର ଅନ୍ୟ ସହର ଭଳି ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ସ୍ଥିତି କେମିତି ରହିଥିଲା ସେ ନେଇ କିଛି ଫଟୋ ଦେଖନ୍ତୁ।

niranjan
ବିଧାନସଭା ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କର୍ମୀ
niranjan2
ଗାଡ଼ି ଅଟକାଇ ଫୁଲ ଦେଉଛନ୍ତି
tara
ବନ୍ଦରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ
arunroy
ବରିଷ୍ଠ ଆଇପିଏସ୍ ସୁନୀଲ ରୟଙ୍କୁ ଅଟକାଇ ଗୋଲାପ ଫୁଲ ଦେଉଛନ୍ତି କଂଗ୍ରେସ କର୍ମୀ
kanak
ବନ୍ଦ ଯୋଗୁ ଚାଲି ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହ ଚାଲି ଚାଲି ବିଧାନସଭା ଯାଉଛନ୍ତି
bus1
ଦୁଇ ଜଣଙ୍କୁ ଅଟକାଇଛନ୍ତି
bama
ବାମ ଦଳଗୁଡ଼ିକ ପକ୍ଷରୁ ରାଲି
bandh
ଲୋକଙ୍କୁ ଫେରାଇ ଦେଉଛନ୍ତି
womancongress
କଂଗ୍ରେସର ମହିଳା କର୍ମୀ ବନ୍ଦରେ ସାମିଲ ହୋଇଛନ୍ତି