ବାଜି ଲାଗିଥିଲା କୁଆ ଜୀବନ, ବଞ୍ଚାଇଦେଲେ ଦମକଳବାହିନୀ

ମୁମ୍ବାଇ:ପଶୁପକ୍ଷୀ କଥା ଭିନ୍ନ । ଯଦି କେବେ ମଣିଷଟିଏ କୌଣସି ଅସୁବିଧାରେ ପଡ଼ି ବାଟରେ ଛଟପଟ ହେଉଥାଏ ଅନେକ ଦେଖି ମଧ୍ୟ ନ ଦେଖିଲା ଭଳି ଅଭିନୟ କରିଚାଲି ଆସନ୍ତି। ଆଉ କେହି କେହି ନିଜେ  ବଞ୍ଚିଲେ ବାପାର ନା’ ନ୍ୟାୟରେ ଘଟଣାସ୍ଥଳକୁ ଯାଆନ୍ତି ନାହିଁ। ଏମିତି କ୍ଷେତ୍ରରେ ମୁମ୍ବାଇର ଅଗ୍ନିଶମବାହିନୀଙ୍କ ପ୍ରଂଶସନୀୟ କାମ ଏକ ଭିନ୍ନ ଉଦାହଣ ସୃଷ୍ଟି କରିଛି। ଆଉ କେହି ନୁହଁ ଯାହା ନାମ ଶୁଣିଲେ ସମସ୍ତେ ନାକ ଟେକନ୍ତି ତା’ର ଜୀବନ […]

crow-1

crow-1

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 01:32 PM IST

Sports

Latest News

ମୁମ୍ବାଇ:ପଶୁପକ୍ଷୀ କଥା ଭିନ୍ନ । ଯଦି କେବେ ମଣିଷଟିଏ କୌଣସି ଅସୁବିଧାରେ ପଡ଼ି ବାଟରେ ଛଟପଟ ହେଉଥାଏ ଅନେକ ଦେଖି ମଧ୍ୟ ନ ଦେଖିଲା ଭଳି ଅଭିନୟ କରିଚାଲି ଆସନ୍ତି। ଆଉ କେହି କେହି ନିଜେ  ବଞ୍ଚିଲେ ବାପାର ନା’ ନ୍ୟାୟରେ ଘଟଣାସ୍ଥଳକୁ ଯାଆନ୍ତି ନାହିଁ। ଏମିତି କ୍ଷେତ୍ରରେ ମୁମ୍ବାଇର ଅଗ୍ନିଶମବାହିନୀଙ୍କ ପ୍ରଂଶସନୀୟ କାମ ଏକ ଭିନ୍ନ ଉଦାହଣ ସୃଷ୍ଟି କରିଛି। ଆଉ କେହି ନୁହଁ ଯାହା ନାମ ଶୁଣିଲେ ସମସ୍ତେ ନାକ ଟେକନ୍ତି ତା’ର ଜୀବନ ରକ୍ଷା କରିଛନ୍ତି ଅଗ୍ନିଶମବାହିନୀ।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବମ୍ବେର ଦାଦର ଷ୍ଟେଶନ ପରିସରରେ  ଏକ କୁଆ କୌଣସି କାରଣରୁ ଏକ ଗୁଡ଼ିରେ ଛନ୍ଦି ହୋଇ ଫସିଯାଇଥିଲା। ଗୁଡ଼ିରୁ ବାହାରି ନ ପାରି କୁଆଟି ବିକଳ ହୋଇ ରାବ ଛାଡ଼ିଥିଲା।  କୁଆର କା’ କା’  ବିକଟାଳ ଶବ୍ଦ ଶୁଣି ପାଖରେ ଥିବା ଦମକଳବାହିନୀ ଧାଇଁ ଆସିଥିଲେ। ଆଉ କୁଆଟିକୁ କଳେବଳେ କୌଶଳେ ରକ୍ଷାକରିଥିଲେ।

ଜଣେ ନୁହେଁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ୭ ଜଣ ଅଫିସର। ଷ୍ଟେଶନ ପରିସରକୁ କ୍ରେନ୍‌ ଆସିବା ସୁବିଧା ନ ହେବାରୁ ବାଉଁସ ଏବଂ ରସି ସହାୟତାରେ କୁଆଟିକୁ ଉଦ୍ଧା କରାଇଥିଲା। ପରେ କୁଆଟି ଉଡ଼ିଯାଇଥିଲା। କୁଆ କାହା ପାଇଁ ଛୋଟିଆ ଜୀବଟିଏ ହୋଇପାରେ ପୁଣି କାହା ପାଇଁ ମୂଲ୍ୟହୀନ ହୋଇପାରେ ହେଲେ  ତା’ର ଜୀବନ ବି ମହାନ ଏକଥାକୁ ବମ୍ବେର ଏହି ଅଗ୍ନିଶମବାହିନୀ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି। ଯାହା ତାଙ୍କ କାର୍ଯ୍ୟଧାରାରୁ ପ୍ରମାଣିତ  ହୋଇଛି।

Courtesy-Scoopwhoop

Photo-indianexpress instagram handle

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story