ଦେବଗଡ଼ ଜିଲ୍ଲା ଗଠନକୁ ୨୨ ବର୍ଷ ପୂରିଲା, ନିର୍ମାଣ ହୋଇ ପାରିଲାନି ସ୍ଥାୟୀ ବସଷ୍ଟାଣ୍ଡ୍

ଦେବଗଡ଼: ରାତି ପାହିଲେ ଦେବଗଡ଼ ଜିଲ୍ଲା ଗଠନକୁ ୨୧ ପୂରି ୨୨ ବର୍ଷ ଚାଲିବ। ଏହା ମଧ୍ୟରେ ଜିଲ୍ଲାରେ ବହୁ ସମସ୍ୟାର ସମାଧାନ ହୋଇଛି। ରୂପରେଖର ମଧ୍ୟ ବଦଳିଛି। ହେଲେ ବସଷ୍ଟାଣ୍ଡଟି ଯେମିତି ଥିଲା ସେହି ଅବସ୍ଥାରେ ଆଜିଯାଏଁ ପଡି ରହିଛି। ପ୍ରଶାସନିକ ଅବହେଳା ହେଉ କି ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ଜିଲ୍ଲାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଦାବି ୨୨ବର୍ଷ ହେବ ପୂରଣ ହୋଇପାରି ନହିଁ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ଲାଭ ହେଉ ନ […]

deogarh1

deogarh1

Rakesh Mallick
  • Published: Friday, 01 January 2016
  • Updated: 01 January 2016, 05:50 PM IST

Sports

Latest News

deogarhଦେବଗଡ଼: ରାତି ପାହିଲେ ଦେବଗଡ଼ ଜିଲ୍ଲା ଗଠନକୁ ୨୧ ପୂରି ୨୨ ବର୍ଷ ଚାଲିବ। ଏହା ମଧ୍ୟରେ ଜିଲ୍ଲାରେ ବହୁ ସମସ୍ୟାର ସମାଧାନ ହୋଇଛି। ରୂପରେଖର ମଧ୍ୟ ବଦଳିଛି। ହେଲେ ବସଷ୍ଟାଣ୍ଡଟି ଯେମିତି ଥିଲା ସେହି ଅବସ୍ଥାରେ ଆଜିଯାଏଁ ପଡି ରହିଛି। ପ୍ରଶାସନିକ ଅବହେଳା ହେଉ କି ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ଜିଲ୍ଲାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଦାବି ୨୨ବର୍ଷ ହେବ ପୂରଣ ହୋଇପାରି ନହିଁ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି।deogarh1

ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରଶାସନକୁ ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିବା ଦୃଷ୍ଟିରେ ରଖି ବଡ଼ ବଡ଼ ଜିଲ୍ଲାର ବିଭାଜନ କରି ଦେଇଥିଲେ। ଏହି କ୍ରମରେ ୧୯୯୪ ଜାନୁୟାରୀ ୧ ତାରିଖରେ ସମ୍ବଲପୁରରୁ ବିଭାଜନ ହୋଇ ଦେବଗଡ ଜିଲ୍ଲାର ସୃଷ୍ଟି ହୋଇଥିଲା। ହେଲେ ଯେଉଁ ସ୍ୱପ୍ନ ନେଇ ବିଜୁ ବାବୁ ଏହି ଜିଲ୍ଲା ଗଠନ କରିଥିଲେ ତାହା ଆଜି ବହୁ ଦୂରରେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ୨୨ ବର୍ଷ ହେଲା ପ୍ରଶାସନର ହାତ ପାଆନ୍ତାରେ ଥାଇ ବି ଜିଲ୍ଲା ସଦର ମହକୁମାରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ବିଶେଷ କରି ବସଷ୍ଟାଣ୍ଡ ବୋଲି କୁହାଯାଉଥିବା ସ୍ଥାନଟି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପଡ଼ି ରହିଛି। ବର୍ଷ ପରେ ବର୍ଷ ଗଢ଼ି ଚାଲିଛି ହେଲେ ଏଠାରେ ଯାତ୍ରୀଙ୍କ ପାଇଁ ସାଧାରଣ ମୌଳିକ ବ୍ୟବସ୍ଥା ମଧ୍ୟ ହୋଇପାରି ନାହିଁ।

ଦେବଗଡ଼ ପୌରପାଳିକା ବସଷ୍ଟାଣ୍ଡରୁ ପାର୍କିଂ ଫି ବାବଦକୁ ବାର୍ଷିକ ଲକ୍ଷାଧିକ ଟଙ୍କା ରାଜସ୍ୱ ଆକାରରେ ପାଉଛି। ହେଲେ ଉନ୍ନୟନ କାର୍ଯ୍ୟ ଦୂରର କଥା, ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସଷ୍ଟାଣ୍ଡ ଲାଗି ସ୍ଥାନଟିଏ ବି ଚିହ୍ନଟ ହୋଇପାରୁନାହିଁ। ପ୍ରଶାସନ ସ୍ଥାୟୀ ବସ‌ଷ୍ଟାଣ୍ଡ ଲାଗି ସ୍ଥାନ ଯୋଗାଇ ଦେବ ବୋଲି ଲୋକଙ୍କ ମଧ୍ୟରେ ଥିବା ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି।deogarh2

ଏକ ଘରୋଇ ବସର ଜଣେ କର୍ମଚାରୀ କହିଛନ୍ତି, ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ବହୁ ସମସ୍ୟା ହେଉଛି। ସାମାନ୍ୟ ବର୍ଷା ହେଲେ କାଦୁଅ ହୋଇଯାଇଛି। ଫଳରେ ଗାଡ଼ି ଚଳାଚଳରେ ଅସୁବିଧା ହେଉଛି। ରାସ୍ତାରେ ଗାଡ଼ି ଛିଡ଼ା କରିବାକୁ ପଡୁଛି। ପୌରପାଳିକା ପକ୍ଷରୁ ପ୍ରତିଦିନ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ହେଲେ ଉନ୍ନୟନ ପ୍ରତି ପ୍ରଶାସନ ଆଖିବୁଜି ଦେଇଛି। ସ୍ଥାନୀୟ ବାସିନ୍ଦା ରାଜ କିଶୋର ସାହୁ କହିଛନ୍ତି, ଏହା କଚେରୀକୁ ଯିବାକୁ ମୁଖ୍ୟରାସ୍ତା। ଏହାସହ ନିକଟରେ ସ୍କୁଲ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ବସଗୁଡିକ ରାସ୍ତାରେ ଛିଡା ହେଉଥିବାରୁ ଏ ସବୁ ସ୍ଥାନକୁ ଯିବାକୁ ସମସ୍ୟା ହେଉଛି। ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ସୁଜିତ କୁମାର ପ୍ରଧାନ କହିଛନ୍ତି, ପ୍ରାୟ ୬୦ଟି ଘରୋଇ ବସ୍ ଦେବଗଡ଼ ବସଷ୍ଟାଣ୍ଡ ଅଧୀନରେ ଚାଳୁଛି। ୨୦୧୬ ଶେଷ ସୁଦ୍ଧା ସ୍ଥାୟୀ ବସଷ୍ଟଣ୍ଡ ହୋଇଯିବ ବୋଲି ଆଶା କରୁଛୁ।

ଏ ସମ୍ପର୍କରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ କହିଛନ୍ତି, ସ୍ଥାୟୀ ବସଷ୍ଟାଣ୍ଡ ଜିଲ୍ଲାବାସୀଙ୍କର ଏକ ମୌଳିକ ଆବଶ୍ୟକତା। ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଲାଗି ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଚିଠି କରାଯାଇଛି। ଦେବଗଡ଼ ସହରାଞ୍ଚଳ ପାଖ ଅଞ୍ଚଳ ରିଜର୍ଭ ଜଙ୍ଗଲ କିସମର ହୋଇଥିବାରୁ ତାହା ସମ୍ଭବ ହେଉନାହିଁ। ଜମି ମିଳିଲେ ଶୀଘ୍ର ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରାଯିବ।

ତେବେ ଜମିର କିସମକୁ ନେଇ ଦୀର୍ଘ ୨୨ ବର୍ଷ ହୋଇଗଲା ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଅଟକି ରହିଛି ବୋଲି ପ୍ରଶାସନ କହୁଥିବା ବେଳେ ଏହା ବାହାନା ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ବାହାନା ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story