ମହାକାଶରୁ ମହାବିପଦ! ପୃଥିବୀ ଆଡ଼କୁ ମାଡ଼ି ଆସୁଛି 1 କିଲୋମିଟର ପରିମିତ ଗ୍ରହଖଣ୍ଡ, ବୈଜ୍ଞାନିକ କହିଲେ, ଅଟକେଇବା ଅସମ୍ଭବ

ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ । ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ । କହିଛନ୍ତି, ଏକ ବିଶାଳ ଗ୍ରହଖଣ୍ଡ ପୃଥିବୀ ଆଡ଼କୁ ଆସୁଛି । ଅନ୍ତର୍ଜାତୀୟ କ୍ଷୁଦ୍ରଗ୍ରହ ଦିବସରେ ଏମିତି ସୂଚନା ଦେଇଛନ୍ତି ବୈଜ୍ଞାନିକମାନେ । ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ଏହା ପୃଥିବୀରେ ବାଡ଼େଇ ହେବାର ଆଶଂକା ଅଧିକ ରହିଛି। ପୃଥିବୀବାସୀକୁ ଚେତାବନୀ ଦେଇ ମହାକାଶ ବିଜ୍ଞାନୀମାନେ କହିଛନ୍ତି, ଯଦି ଏହା ପୃଥିବୀରେ ବାଡ଼େଇ ହେବ, ତେବେ ଜୀବସତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। […]

asteriod

asteriod

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 05:27 PM IST

Sports

Latest News

ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ । ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ । କହିଛନ୍ତି, ଏକ ବିଶାଳ ଗ୍ରହଖଣ୍ଡ ପୃଥିବୀ ଆଡ଼କୁ ଆସୁଛି । ଅନ୍ତର୍ଜାତୀୟ କ୍ଷୁଦ୍ରଗ୍ରହ ଦିବସରେ ଏମିତି ସୂଚନା ଦେଇଛନ୍ତି ବୈଜ୍ଞାନିକମାନେ । ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ଏହା ପୃଥିବୀରେ ବାଡ଼େଇ ହେବାର ଆଶଂକା ଅଧିକ ରହିଛି। ପୃଥିବୀବାସୀକୁ ଚେତାବନୀ ଦେଇ ମହାକାଶ ବିଜ୍ଞାନୀମାନେ କହିଛନ୍ତି, ଯଦି ଏହା ପୃଥିବୀରେ ବାଡ଼େଇ ହେବ, ତେବେ ଜୀବସତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଏପରି କ୍ଷୁଦ୍ରଗ୍ରହ ଓ ଧୂମକେତୁ ଧକ୍କାରେ ପୃଥିବୀର କ୍ଷୟକ୍ଷତି ଘଟିଛି ଓ କିଛି ପ୍ରଜାତିର ଜୀବ ବିଲୁପ୍ତ ହୋଇ ଯାଇଛନ୍ତି।

ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ପୃଥିବୀ ଆଡ଼କୁ ଆସୁଥିବା ଏହି ଛୋଟ ଗ୍ରହଖଣ୍ଡର ଆକାର ପ୍ରାୟ 1 କିଲୋମିଟର । ଏହା ଏକ ବୃହତ ପଥର ଖଣ୍ଡ ପରି । ଏହାସହ ମହାକାଶ ବିଜ୍ଞାନୀମାନେ, ଅନ୍ତରୀକ୍ଷରେ ବୁଲୁଥିବା ୧୫୦ ମିଟର ପରିମିତ ଏକ ଛୋଟ ଗ୍ରହଖଣ୍ଡର ସନ୍ଧାନରେ ଅଛନ୍ତି, ଯାହା ପିଟିହେଲେ ପୃଥିବୀ କ୍ଷତିଗ୍ରସ୍ତ ହୋଇପାରେ। ତେବେ 1 କିଲୋମିଟର ପରିମିତ ଯେଉଁ ଗ୍ରହଖଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସୁଛି, ତାକୁ କୌଣସି ଉପାୟରେ ରୋକାଯାଇ ପାରିବ ନାହିଁ ବୋଲି ମହାକାଶୀ ବିଜ୍ଞାନୀମାନେ କହିଛନ୍ତି । କାରଣ ଏହାକୁ ରୋକିବାକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଉପାୟ ବାହାରି ପାରିନାହିଁ। ଯେହେତୁ ଦୁର୍ଘଟଣା ନିଶ୍ଚିତ, ତେଣୁ ମହାକାଶ ବିଜ୍ଞାନୀ କେବଳ କେମିତି କମ୍ କ୍ଷତି ହେବ ସେ ବିଷୟରେ ଚିନ୍ତା କରୁଛନ୍ତି। ରେଜର୍ ଲାଇଟ୍ ପକାଇ, ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହଖଣ୍ଡ ଓ ପଥର ଖଣ୍ଡକୁ ତରଳେଇବାକୁ ଚେଷ୍ଟା କରୁଛନ୍ତି ମହାକାଶବିଜ୍ଞାନୀ । ପ୍ରାୟ ପ୍ରତି ୩୦୦ ବର୍ଷ ଅନ୍ତରରେ ମହାକାଶରୁ ପୃଥିବୀ ଉପରେ ଏମିତିକା ବିପଦ ଦେଖାଦିଏ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି । ଅନୁମାନ କରନ୍ତୁ, ଯଦି ଏହିପରି ଏକ ବିଶାଳ ଗ୍ରହଖଣ୍ଡ ପୃଥିବୀର କୌଣସି ଜନବହୁଳ ଅଂଚଳରେ ପଡ଼େ ତେବେ ପରିସ୍ଥିତି କଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story