ଆମେ ଏହି ନ୍ୟୁଜ୍ରେ ଯେଉଁ ଫଟୋ ଦେଖାଇଛୁ ତାକୁ ଦେଖି ଆପଣଙ୍କ ଧାରଣା କ’ଣ ହେଉଛି ? ଭାବୁଥିବେ କେହି ଚିତ୍ରକାର ତୁଳିରେ ନିଜ କଳ୍ପନାକୁ ଜୀବନ୍ତ ରୂପ ଦେଇଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଜୀବନ୍ତ ଦିଶୁଥିବା ଏହି ଚିତ୍ର କୌଣସି କାନ୍ଭାସ୍ ଉପରେ ଅଙ୍କା ଯାଇନାହିଁ। ବରଂ କ୍ଷେତରେ ଏପରି କମାଲ ଦେଖାଇଛନ୍ତି ଚାଷୀ। ଚୀନ୍ର ମିଞ୍ଚୁରିଆ କ୍ଷେତ୍ର ସ୍ଥିତ ଲିୟାଓନିଙ୍ଗ ପ୍ରାନ୍ତର ଚାଷୀ ଏପରି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରି ଦେଖାଇଛନ୍ତି।
ଚାଷକୁ ଚାଷ, ଏହାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କ୍ଷେତ ସାଜିଛି କାନ୍ଭାସ୍। ଧାନଗଛ ସୃଷ୍ଟି କରୁଛି ଡ୍ରାଗନ୍, ହାତୀ ଓ ପ୍ରଜାପତି ଭଳି ପେଣ୍ଟିଂର ଭ୍ରମ।
ଏପରି ଚାଷ ପୂର୍ବରୁ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଚାଷୀ ବିଭିନ୍ନ ପ୍ରଜାତିର ଧାନ ଡିଜାଇନ ଅନୁସାରେ କ୍ଷେତରେ ଲଗାଇଥିଲେ। ଯେତେବେଳେ ଧାନଗଛ ବଢିବାକୁ ଲାଗିଲା ଏହା ଡିଜାଇନ୍ ସ୍ୱଚ୍ଛ ଭାବେ ଦେଖାଗଲା। ଏପରିକି ଗୋଟେ ଗୋଟେ ଡିଜାଇନ୍ ୨୫ ଏକର ପର୍ଯ୍ୟନ୍ତ ଜମିରେ ରହିଛି। ଏହା ପେଣ୍ଟିଂର ଭ୍ରାମ ସୃଷ୍ଟି କରୁଥିବା ବେଳେ ଆଦୌ ଜଣାପଡୁନାହିଁ କୌଣସି କ୍ଷେତରେ ଚାଷ ହୋଇଥିବା ପରି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।