ବାଃ ବାଃରେ ଚାଷୀ: ଧାନକ୍ଷେତ ପାଲଟିଲା କାନ୍‌ଭାସ୍‌, ସୃଷ୍ଟି ହେଲା ପେଣ୍ଟିଂର ଭ୍ରମ

ଆମେ ଏହି ନ୍ୟୁଜ୍‌ରେ ଯେଉଁ ଫଟୋ ଦେଖାଇଛୁ ତାକୁ ଦେଖି ଆପଣଙ୍କ ଧାରଣା କ’ଣ ହେଉଛି ? ଭାବୁଥିବେ କେହି ଚିତ୍ରକାର ତୁଳିରେ ନିଜ କଳ୍ପନାକୁ ଜୀବନ୍ତ ରୂପ ଦେଇଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଜୀବନ୍ତ ଦିଶୁଥିବା ଏହି ଚିତ୍ର କୌଣସି କାନ୍‌ଭାସ୍‌ ଉପରେ ଅଙ୍କା ଯାଇନାହିଁ। ବରଂ କ୍ଷେତରେ ଏପରି କମାଲ ଦେଖାଇଛନ୍ତି ଚାଷୀ। ଚୀନ୍‌ର ମିଞ୍ଚୁରିଆ କ୍ଷେତ୍ର ସ୍ଥିତ ଲିୟାଓନିଙ୍ଗ ପ୍ରାନ୍ତର ଚାଷୀ ଏପରି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରି ଦେଖାଇଛନ୍ତି। ଚାଷକୁ […]

rice-paddy-fields

rice-paddy-fields

Rakesh Mallick
  • Published: Monday, 19 June 2017
  • Updated: 19 June 2017, 10:22 PM IST

Sports

Latest News

ଆମେ ଏହି ନ୍ୟୁଜ୍‌ରେ ଯେଉଁ ଫଟୋ ଦେଖାଇଛୁ ତାକୁ ଦେଖି ଆପଣଙ୍କ ଧାରଣା କ’ଣ ହେଉଛି ? ଭାବୁଥିବେ କେହି ଚିତ୍ରକାର ତୁଳିରେ ନିଜ କଳ୍ପନାକୁ ଜୀବନ୍ତ ରୂପ ଦେଇଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଜୀବନ୍ତ ଦିଶୁଥିବା ଏହି ଚିତ୍ର କୌଣସି କାନ୍‌ଭାସ୍‌ ଉପରେ ଅଙ୍କା ଯାଇନାହିଁ। ବରଂ କ୍ଷେତରେ ଏପରି କମାଲ ଦେଖାଇଛନ୍ତି ଚାଷୀ। ଚୀନ୍‌ର ମିଞ୍ଚୁରିଆ କ୍ଷେତ୍ର ସ୍ଥିତ ଲିୟାଓନିଙ୍ଗ ପ୍ରାନ୍ତର ଚାଷୀ ଏପରି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରି ଦେଖାଇଛନ୍ତି।

riceଚାଷକୁ ଚାଷ, ଏହାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କ୍ଷେତ ସାଜିଛି କାନ୍‌ଭାସ୍‌। ଧାନଗଛ ସୃଷ୍ଟି କରୁଛି ଡ୍ରାଗନ୍‌, ହାତୀ ଓ ପ୍ରଜାପତି ଭଳି ପେଣ୍ଟିଂର ଭ୍ରମ।

ଏପରି ଚାଷ ପୂର୍ବରୁ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଚାଷୀ ବିଭିନ୍ନ ପ୍ରଜାତିର ଧାନ ଡିଜାଇନ ଅନୁସାରେ କ୍ଷେତରେ ଲଗାଇଥିଲେ। ଯେତେବେଳେ ଧାନଗଛ ବଢିବାକୁ ଲାଗିଲା ଏହା ଡିଜାଇନ୍‌ ସ୍ୱଚ୍ଛ ଭାବେ ଦେଖାଗଲା। ଏପରିକି ଗୋଟେ ଗୋଟେ ଡିଜାଇନ୍‌ ୨୫ ଏକର ପର୍ଯ୍ୟନ୍ତ ଜମିରେ ରହିଛି। ଏହା ପେଣ୍ଟିଂର ଭ୍ରାମ ସୃଷ୍ଟି କରୁଥିବା ବେଳେ ଆଦୌ ଜଣାପଡୁନାହିଁ କୌଣସି କ୍ଷେତରେ ଚାଷ ହୋଇଥିବା ପରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story