ଅପରେସନ ସଫଳ କଲେ, ତଣ୍ଡ ବି ଗଣିଲେ: ଜାଣନ୍ତୁ ଘଟଣା ପଛର ରହସ୍ୟ

ଡାକ୍ତରଙ୍କୁ ଭଗବାନଙ୍କ ଅବତାର କୁହାଯାଇଥାଏ। କାରଣ ଆମର କିଛି ହୋଇଗଲେ ଡାକ୍ତର ହିଁ ଆମ ଜୀବନ ରକ୍ଷା କରିପାରିବେ। ବେଳେ ବେଳେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ରୋଗୀଙ୍କୁ ବଞ୍ଚାଇ ପାରି ନଥାନ୍ତି। ଏପରି ସ୍ଥିତିରେ ଭାରତ ଭଳି ଦେଶରେ କିଛି ସ୍ଥାନରେ ଡାକ୍ତରଙ୍କୁ ଆକ୍ରମଣ ମଧ୍ୟ ହୋଇଥାଏ। ଯଦି ଆପ୍ରାଣ ଉଦ୍ୟମ କରି ଜଣଙ୍କ ଜୀବନ ବଞ୍ଚାଇବା ପରେ ମାମଲା ରୁଜୁ ହେବ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ଦେବାକୁ ପଡିବ ତାହା ହେଲେ ଆପଣ ଏପରି […]

Operating Room surgery

Operating Room surgery

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 03:20 PM IST

Sports

Latest News

ଡାକ୍ତରଙ୍କୁ ଭଗବାନଙ୍କ ଅବତାର କୁହାଯାଇଥାଏ। କାରଣ ଆମର କିଛି ହୋଇଗଲେ ଡାକ୍ତର ହିଁ ଆମ ଜୀବନ ରକ୍ଷା କରିପାରିବେ। ବେଳେ ବେଳେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ରୋଗୀଙ୍କୁ ବଞ୍ଚାଇ ପାରି ନଥାନ୍ତି। ଏପରି ସ୍ଥିତିରେ ଭାରତ ଭଳି ଦେଶରେ କିଛି ସ୍ଥାନରେ ଡାକ୍ତରଙ୍କୁ ଆକ୍ରମଣ ମଧ୍ୟ ହୋଇଥାଏ। ଯଦି ଆପ୍ରାଣ ଉଦ୍ୟମ କରି ଜଣଙ୍କ ଜୀବନ ବଞ୍ଚାଇବା ପରେ ମାମଲା ରୁଜୁ ହେବ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ଦେବାକୁ ପଡିବ ତାହା ହେଲେ ଆପଣ ଏପରି ଲୋକଙ୍କୁ କେଉଁ ବର୍ଗରେ ହିସାବ କରିବେ ଭାବନ୍ତୁ। ଏପରି ଏକ ଘଟଣା ଘଟିଛି ଚୀନ୍‌ରେ। ପୁଅର ସର୍ଜରୀ କରି ଡାକ୍ତର ଜୀବନ ବଞ୍ଚାଇ ଦେଲେ। ହେଲେ ବାପା ମାମଲା ରୁଜୁ କରିବା ପରେ ଜରିମାନ ମଧ୍ୟ ଦେଲେ। ଆସନ୍ତୁ ଜାଣିବା ଏପରି ଏକ ଅଭାବନୀୟ ଘଟଣା ପଛର କାହାଣୀ।

ହୁବେଇ ପ୍ରାନ୍ତରେ ଥିବା ଝୋଙ୍ଗନାନ ହସ୍ପିଟାଲରେ ଏପରି ଅଭାବନୀୟ ଘଟଣା ଘଟିଛି। ଜଣେ ପିଲାକୁ ଫୁସ୍‌ଫୁସ୍‌ ସମସ୍ୟା ଥିଲା। ଫୁସ୍‌ଫୁସ୍‌ରେ ବ୍ଲକେଜ୍‌ ହୋଇଯିବା କାରଣରୁ ପିଲାଟି ନିଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଥିଲା। ଦିନକୁ ଦିନ ପିଲାଟିର ଅବସ୍ଥା ଗମ୍ଭୀର ହେବା କାରଣରୁ ଡାକ୍ତର ଏବଂ ନର୍ସଙ୍କର ଏକ ଟିମ୍‌ ମିଶି ଅପରେସନ୍‌ କରିଥିଲେ। ଅପରେସନ୍‌ ସଫଳ ହୋଇଥିଲା ଓ ପିଲାଟିର ଜୀବନ ବଞ୍ଚି ପାରିଥିଲା।

ପୁଅର ଅପରେସନ ସଫଳ ହେବା ପରେ ତାଙ୍କ ବାପା ଖୁସି ହୋଇ ଡାକ୍ତରଙ୍କୁ ଧନ୍ୟବାଦ ଦେବା ବଦଳରେ ଡାକ୍ତରଖାନା ବିରୋଧରେ ୧୫୦୦ ୟୁଆନ (ଭାରତୀୟ ମୁଦ୍ରାରେ ୧୪,୭୫୮.୮୫ ଟଙ୍କା)ର କ୍ଷତିପୂରଣ ଦାବି କରିବା ସହ ମାମଲା ରୁଜୁ କରିଦେଇଥିଲେ। ଫଳରେ କ୍ଷତିପୂରଣ ବାବଦକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ୧୦୦୦ ୟୁଆନ ଦେବାକୁ ପଡିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲା ପିତା ଯେଉଁ କାରଣ ଦର୍ଶାଇ କ୍ଷତିପୂରଣ ଦାବି କରିଥିଲେ ସେ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅପରେସନ୍‌ ବେଳେ ଡାକ୍ତର ପୁଅର କପଡା ଖରାପ କରିଦେଇଥିବା, ଏହାକୁ ଚିରି ଦେଇଥିବା ଓ ପକେଟ୍‌ରେ ଥିବା କିଛି ଦ୍ରବ୍ୟ ଉଭାନ ହୋଇଯାଇଥିବା ଅଭିଯୋଗ କରିଥିଲେ। ଯେଉଁଥି ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏହି କ୍ଷତିପୂରଣ ଦେବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story