ଯେବେ ମାଛ ଗିଳି ଦିଏ ସାପକୁ: ଶିହରଣ ନୁହେଁ ସୃଷ୍ଟି ହୁଏ କୌତୁହଳ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

fish-and-snake

fish-and-snake

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 10:14 AM IST

Sports

Latest News

[vc_row][vc_column][vc_video link="https://youtu.be/TjYQy0Ph3Zk"][vc_column_text]ଆପଣ ଜାଣିଥିବେ ଶିକାରୀ ସର୍ବଦା ବଞ୍ଚିବା ପାଇଁ ଶିକାର ଉପରେ ନିର୍ଭର କରିଥାଏ। ହେଲେ ବେଳେବେଳେ ଶାକାରୀ ମଧ୍ୟ ଶିକାର ହେଉଥିବାର ନିଜର ଆସିଛି। ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତର ଭାରତର ଏକ ଗାଁରେ। ଏକ ମାଛ ଓ ଏକ ବିଶାଳ ସାପ ମଧ୍ୟରେ ଚାଲିଥିବା ସଂଘର୍ଷ ଭିଡିଓ ଯାହା ଏବେ ସାରା ଦେଶରେ ଭାଇରାଲ ହୋଇଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛ ଏକ ସାପର ମୁହଁକୁ ଏହି ମାଛଟି କାମୁଡି ଧରିଛି। ଫଳରେ ସାପଟି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ଏହି ସଂଘର୍ଷ ଏତେ ଭୟାନକ ହୋଇଥିଲା ଯେ ସାପ ଓ ମାଛର ଲଢେଇ ପାଣିରୁ ବାହାରି ସୁଖିଲା ସ୍ଥାନକୁ ଚାଲିଆସିଥିଲା। ଏଭଳି ଦୃଶ୍ୟକୁ ସ୍ଥାନୀୟ ଲୋକ କ୍ୟାମେରାରେ କୟଦ କରିଛନ୍ତି। କିଛି ଲୋକ ଏହି ସଂଘର୍ଷକୁ ଆହୁରି ରୋମାଞ୍ଚକର କରିବା ପାଇଁ ମାଛ ମୁହଁରେ ପାଣି ପାକାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି।[/vc_column_text][/vc_column][/vc_row]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story